Daily Archives

July 12, 2023

ସରକାରଙ୍କ ବିକାଶ କାମ ଦେଖି ବିରୋଧୀଙ୍କ ଟେନସନ ବଢିଯାଇଛି : ରାଜେନ୍ଦ୍ର ଢୋଲକିଆ 

କନକ ବ୍ୟୁରୋ : ଲୋକଙ୍କ ସହ ସିଧାସଳଖ ଯୋଡିହେବ ସିଏମଓ । ଦେଇଥିବା ଅଭିଯୋଗ ଆଧାରରେ କାମ ହେଉଛି କି ନାହିଁ  ସେ ବାବଦରେ ଫୋନ୍ କରି ମତାମତ ନେବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କିଛି ନିର୍ଦ୍ଦେଶ ଦେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଉଭୟ…

ନିଅଣ୍ଟିଆ ବର୍ଷା ଯୋଗୁଁ ସବୁଠି ମରୁଡି ପରିସ୍ଥିତି : ପାଣି ପାଇଁ ବୋରୱେଲ ଭରସାରେ ଚାଷୀ

କନକ ବ୍ୟୁରୋ : ଶ୍ରାବଣରେ ବର୍ଷା ନାହିଁ । ସବୁଆଡ଼େ ମରୁଡ଼ିର ପଦଧ୍ୱନି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରରେ ବର୍ଷା ହେବାରୁ ଚାଷୀ କେମିତି ଚାଷ କାମ କରିବ ସେ ଚିନ୍ତାରେ । ମୌସୁମୀ ଓଡିଶା ଛୁଇଁବା ପରେ ଅଳ୍ପ କିଛି ପ୍ରଥମ ଥର ବର୍ଷା ହୋଇଥିଲା । ଏହା ପରେ କିନ୍ତୁ ଆଉ ସେଭଳି ବର୍ଷା…

ମଦ ବିକ୍ରିକୁ ବିରୋଧ : ରାଜରାସ୍ତାକୁ ଓହ୍ଲାଇଲେ ଶହ ଶହ ଲୋକ; ରାସ୍ତାରେ ଟାୟାର ଜାଳି ପ୍ରତିବାଦ, ଯାତାୟତ ଠପ୍

କନକ ବ୍ୟୁରୋ : ଦେଶୀ ମଦକୁ ପ୍ରତିବାଦ କରି ରାସ୍ତାରୋକ କଲେ ମହିଳା । ବ୍ରହ୍ମପୁର ଜିଲ୍ଲା ଦିଗପହଣ୍ଡିରୁ ପାଟପୁରରୁ ଆସିଛି ଏଭଳି ଚିତ୍ର । ଦେଶୀ ମଦ ବିକ୍ରି ବନ୍ଦ କରିବାକୁ ଡେଙ୍ଗାଡି ଗ୍ରାମବାସୀ ଦୀର୍ଘଦିନ ହେବ ଦାବି କରି ଆସୁଛନ୍ତି । କିନ୍ତୁ ଦାବି ନଶୁଣିବାରୁ ଗାଁର ମହିଳାମାନେ ହିଞ୍ଜିଳି…

ଜଙ୍ଗଲ ସୁରକ୍ଷା ସମିତି ସଦସ୍ୟଙ୍କୁ ଦଳିଦେଲା ଦନ୍ତା : ୧୫ ଘଣ୍ଟା ପରେ ଘଞ୍ଚ ଜଙ୍ଗଲରୁ ଶବ ଉଦ୍ଧାର କଲା ବନ ବିଭାଗ

କନକ ବ୍ୟୁରୋ : ଜଙ୍ଗଲ ସୁରକ୍ଷା ସମିତି ସଦସ୍ୟଙ୍କୁ ଦଳିଦେଲା ଦନ୍ତା । ୧୫ ଘଣ୍ଟା ପରେ ଘଞ୍ଚ ଜଙ୍ଗଲରୁ ଶବ ଉଦ୍ଧାର କଲା ବନ ବିଭାଗ ଓ ସ୍ଥାନୀୟ ପୋଲିସ । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁର ବୁଦନ ସୌରାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ଗାଁ ଜଙ୍ଗଲକୁ ସୁରକ୍ଷା…

ଅଶ୍ଲୀଳ କଲ ଓ ବ୍ଲାକମେଲର କରୁଣ ପରିଣତି : ନିଜ ପେଟରେ ୫୦ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ; ହସ୍ପିଟାଲରେ ଚାଲିଛି…

କନକ ବ୍ୟୁରୋ : ଅଶ୍ଲୀଳ କଲ ଓ ବ୍ଲାକମେଲର କରୁଣ ପରିଣତି । ବ୍ଲାକମେଂଲିର ଶିକାର ହେବା ପରେ ନିଜ ପେଟରେ ୫୦ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଦଣ୍ଡଧର ବାରିକ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଅପରେସନ କରାଯାଇଛି । ସୂଚନା ଅନୁସାରେ ୩ଦିନ ତଳେ…

ରାହୁଲଙ୍କ ସାଂସଦ ପଦ ରଦ୍ଦକୁ ନେଇ ପ୍ରତିବାଦ : ସାରା ଦେଶରେ କଂଗ୍ରେସର ମୌନ ସତ୍ୟାଗ୍ରହ

କନକ ବ୍ୟୁରୋ : ସାରା ଦେଶରେ କଂଗ୍ରେସର ମୌନ ସତ୍ୟାଗ୍ରହ । ମୋଦୀ ସରକାର ଷଡଯନ୍ତ୍ର କରି ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିଥିବା ଅଭିଯୋଗରେ କଂଗ୍ରେସ ପ୍ରତିବାଦ ପ୍ରଦର୍ଶନ କରୁଛି । ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ ଓପିସିସି ପକ୍ଷରୁ ପିସିସି ସଭପତି ଶରତ ପଟ୍ଟନାୟକଙ୍କ…