Daily Archives

July 12, 2023

ପୁଣି ସାମ୍ନାକୁ ଆସିଲା ଆସ୍କା ବିଜେଡ଼ିରେ ଅନ୍ତଃକନ୍ଦଳ । ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କୁ ଖୋଲାଖୋଲି କଲେ ବିରୋଧ

କନକ ବ୍ୟୁରୋ: ଗୋଟିଏ ଛାତ ତଳେ ଅସନ୍ତୁଷ୍ଟ ମେଳି । ନାମକୁ ମାତ୍ର ମାନସିକ ଭୋଜି । ଏହି ଆଳରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ବିରୋଧୀଙ୍କ ସଭା ଦେଖିବାକୁ ମିଳିଛି । ଏମାନଙ୍କ ମେଳି ଆସିକା ରାଜନୈତିକ ପାଣି ପାଗକୁ ସରଗରମ କରିଛି । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି । ଟିକଟ…

ବହି ବସ୍ତାନୀ ଧରି ବ୍ଲକ କାର୍ଯ୍ୟାଳୟରେ ବସିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ଶ୍ରେଣୀ ଗୃହ ସମସ୍ୟାକୁ ନେଇ କଲେ ଅଭିନବ…

କନକ ବ୍ୟୁରୋ: ବହି ବସ୍ତାନି ଧରି ସ୍କୁଲ ବଦଳରେ ବ୍ଲକ କାର୍ଯ୍ୟାଳୟକୁ ପାଠ ପଢିବାକୁ ଗଲେ ପିଲା । ଜଣେ କି ଦୁଇ ଜଣ ନୁହେଁ ୫୦ରୁ ଅଧିକ ଛାତ୍ରଛାତ୍ରୀ ବ୍ଲକ ଭିତରକୁ ଆସିଥିବାର ଦେଖିବାକୁ ମିିଳିଛି । ଆଉ ଛାତ୍ରଛାତ୍ରୀଙ୍କୁ ଦେଖି ବି.ଡି.ଓ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ସ୍କୁଲ ସମସ୍ୟା ବିଷୟରେ…

ଫିଲ୍ମ ଷ୍ଟାଇଲରେ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇ ଖସିଯିବାକୁ ବସିଥିଲା ଜଲ୍ଲାଦ ବାପା । ଅନରକିଲିଂର ସତ ସାମ୍ନାକୁ…

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ହତ୍ୟା । ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇ ଖସିଯିବାକୁ ଉଦ୍ୟମ ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ଅଭିଯୁକ୍ତ । ତେବେ ପୂରା ଘଟଣାଟି ଥିଲା କିଛି ଏମିତି... କଳାହାଣ୍ଡି ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁର ନାବାଳକ ସୁନୀଲ ପଟେଲ ଓ ନାବାଳିକା ଜେମାମଣି…

ଗାଁ କାହାର, ଆନ୍ଧ୍ରର ନାଁ ଓଡ଼ିଶାର? ବିବାଦ ଭିତରେ ଦୁଇ ରାଜ୍ୟର ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ଅଧାରେ ଅଟକିଲା

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାର ରାଇପାହାଡ଼ ଗାଁ କାହାର ତାକୁ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଛି । ଆଜି ଏହାକୁ ନେଇ ବୈଠକ ହୋଇଥିବା ବେଳେ ଅଧାରେ ଅଟକିଛି ଆନ୍ଧ୍ର-ଓଡ଼ିଶା ବୈଠକ । ବୈଠକରେ ଉପଯୁକ୍ତ ନକ୍ସା ଦେଖାଇପାରି ନାହାନ୍ତି ଆନ୍ଧ୍ର କର୍ତୃପକ୍ଷ । ଆଉ ଏକ ତାରିଖ ନିର୍ଦ୍ଧାରଣ…

କଥା ରଖିଲେ କିନ୍ନର, ସାଜିଲେ ପରିବାର । ଅସହାୟ ଝିଅକୁ ବାହାଦେଇ ଗଢ଼ିଦେଲେ ନୂଆ ସଂସାର ।

କନକ ବ୍ୟୁରୋ: ଅସହାୟ ଝିଅକୁ ସାହା ହେଲେ କିନ୍ନର । ନିଜ ପେଟପଟଣାରୁ କାଟି ଗରିବ ଝିଅକୁ ବାହା କରାଇଛନ୍ତି କିନ୍ନର ସଂଘ । ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ମନ୍ଦିର ବେଢ଼ାରେ ହାତଗଣ୍ଠି ପଡ଼ିଛି । ନବ ଦମ୍ପତିଙ୍କୁ ନିଜ ଝିଅ ଆଉ ଜ୍ୱାଇଁ ଭାବେ ଗ୍ରହଣ କରି ଉଦାହରଣ ସୃଷ୍ଟି କରିଛନ୍ତି ଯାଜପୁର…

ଆଇସିସି ଟେଷ୍ଟ ରାଙ୍କି: ଟପ୍-୫ରେ ବଡ ଅଦଳବଦଳ । ନିଜ ଦଳର ଖେଳାଳିଙ୍କୁ ପଛରେ ପକାଇଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ।

କନକ ବ୍ୟୁରୋ: ଆସିଲା ଆଇସିସି ଟେଷ୍ଟ ରାଙ୍କିର ତାଜା ରିପୋର୍ଟ । ଆସେସ୍ ସିରିଜର ତୃତୀୟ ମ୍ୟାଚ୍ ଶେଷ ହେବା ପରେ ଆଇସିସି ଏହି ତାଜା ରାଙ୍କି ପ୍ରକାଶ କରିଛି । ତେବେ ଆଇସିସି ଟେଷ୍ଟ ରାଙ୍କିରେ ଟପ୍-୫ ତାଲିକାରେ ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍…