Daily Archives

July 8, 2023

କେନ୍ଦୁଝର ଜିଲ୍ଲା ତେଲକୋଇରେ ଚାଞ୍ଚଲ୍ୟ। ମୁଣ୍ଡରେ ବନ୍ଧୁକ ଲଗାଇ ଏକ ଲକ୍ଷ ଟଙ୍କା ଲୁଟ୍

କନକ ବ୍ୟୁରୋ: ରାସ୍ତାରେ ଆସୁଥିବା ବାଇକ୍ ଆରୋହୀଙ୍କୁ ଅଟକାଇଲେ, ଜଣଙ୍କ ମୁଣ୍ଡରେ ବନ୍ଧୁକ ଲଗେଇଲେ, ଆଉ ଜଣଙ୍କ ହାତକୁ ଭୁଜାଲିରେ ହାଣି ଏକ ଲକ୍ଷ ସାତ ହଜାର ଟଙ୍କା ଲୁଟି ନେଲେ ଲୁଟେରା । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଛକ ନିକଟରେ ଏଭଳି ଏକ ଲୁଟ ହୋଇଛି । କେନ୍ଦୁଝର…

‘ପାଇକ ବିଦ୍ରୋହ’କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି କଲା ବିଜେଡି। ସ୍ମାରକୀ ପାଇଁ ୧୦ ଏକର ଯାଗା ଦେଇଛନ୍ତି ସରକାର

କନକ ବ୍ୟୁରୋ: ପାଇକ ବିଦ୍ରୋହକୁ ପୁଣି ଥରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି କଲା ବିଜେଡି । ୨୦୧୭ରୁ ମୁଖ୍ୟମନ୍ତ୍ରୀ କ୍ୟାବିନେଟରେ ସଂକଳ୍ପ ପାରିତ କରିଥିଲେ । ବିନା ମୂଲ୍ୟରେ ସ୍ମାରକୀ ପାଇଁ ୧୦ ଏକର ଯାଗା ଦେଇଛନ୍ତି ସରକାର । ବିଜେଡି ବିଧାୟକମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି…

ଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଟାର୍ଗେଟ୍। କହିଲେ, ଗୃହବନ୍ଦୀ ଅଛନ୍ତି ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଖୋର୍ଦ୍ଧାରେ ବୁଥସ୍ତରୀୟ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ ଜନତା ଯାହାଙ୍କୁ ବାଛିଛନ୍ତି ତାଙ୍କର କୌଣସି ଦେଖା ନାହିଁ ସବୁସ୍ଥାନକୁ ସଚିବ ଯାଉଛନ୍ତି । କୁଆଡେ ଗଲେ ମୁଖ୍ୟ ଶାସନ ସଚିବ, କେଉଁଠି ଅଛନ୍ତି…

ମେଜର ଲିଗ୍ କ୍ରିକେଟ୍ ଖେଳିବେନି ଅମ୍ବାତି ରାଇଡୁ । ଶେଷ ମୁହୂର୍ତ୍ତରେ ଫେରାଇନେଲେ ନାଁ । ଜାଣନ୍ତୁ, ଏହା ପଛର କାରଣ…

କନକ ବ୍ୟୁରୋ: ଆମେରିକାର ମେଜର ଲିଗ୍ କ୍ରିକେଟ୍ ଖେଳିବେନି ଭାରତୀୟ ଖେଳାଳି ଅମ୍ବାତି ରାଇଡୁ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବାସ୍ କିଛି ଦିନ ପୂର୍ବରୁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ନିଜ ନାଁ ଫେରାଇ ନେଇଛନ୍ତି । ତେବେ ଆସନ୍ତା ଜୁଲାଇ ୧୪ ତାରିଖରୁ ଆମେରିକାରେ ମେଜର୍ ଲିଗ୍ କ୍ରିକେଟ୍…

ମୁମ୍ବାଇରେ ଆଦାନୀ ଗ୍ରୁପର ୬ ହଜାର କିଲୋର ଲୁହାପୋଲ ଚୋରି, ୪ଜଣ ଗିରଫ

କନକ ବ୍ୟୁରୋ : ଆଦାନୀ କମ୍ପାନୀ ତରଫରୁ ନିର୍ମାଣ ହୋଇଥିବା ଏକ ଲୁହାପୋଲ ଚୋରି ହୋଇଯାଇଛି । ଏହି ମାମଲାରେ ମୁମ୍ବାଇ ପୋଲିସ ୪ଜଣଙ୍କୁ ଗିରଫ କରିଛି । ଏହି ପୋଲଟି ପଶ୍ଚିମ ଉପନଗରରେ ଗୋଟିଏ ନାଳ ଉପରେ ନିର୍ମାଣ ହୋଇଥିଲା । ଏହି ପୋଲ ନିର୍ମାଣ ପାଇଁ ୬ହଜାର କିଲୋଗ୍ରାମର ଲୁହା ବ୍ୟବହାର…

ସହିଦନଗର ଜମି ଦୁର୍ନୀତି ମାମଲାରେ ଡିଏନ ହୋମ୍ସକୁ ଟାଣିଲା କଂଗ୍ରେସ। ଶାଗମାଛ ଦରରେ ସରକାର ସଂସ୍ଥାକୁ ପ୍ରକଳ୍ପ ଟେକି…

କନକ ବ୍ୟୁରୋ: ଭୁବନେଶ୍ୱର ସହିଦନଗର ଜମି ଦୁର୍ନୀତି କାରବାରର ମହାନାୟକ ଓଡ଼ିଶା ସରକାର ବୋଲି ଅଭିଯୋଗ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ କହିଛନ୍ତି, ସହିଦନଗରରେ ଥିବା ମହର୍ଷି କଲେଜ ପାଖରେ ୭ ଏକର ୭୯୭ଡିସମିଲ ଜମି ମଧ୍ୟରୁ ୪ଏକର ୧୪୬ଡିସମିଲ ଜମି…