Daily Archives

July 5, 2023

ମହାରାଷ୍ଟ୍ର ମହାନାଟକ ଭିତରେ ନିଜକୁ ଏନସିପିର ଅଧ୍ୟକ୍ଷ ଘୋଷଣା କଲେ ଅଜିତ ପାୱାର । କହିଲେ, ଶରଦଙ୍କୁ ହେଲାଣି ୮୩ବର୍ଷ,…

କନକ ବ୍ୟୁରୋ : ଏନସିପିର ଦୁଇ ଗୋଷ୍ଠୀ ବୁଧବାର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହା ଭିତରେ ସମସ୍ତଙ୍କ ଚକିତ କରି ଅଜିତ ପାୱାର ନିଜକୁ ଏନସିପିର ଅଧ୍ୟକ୍ଷ ଘୋଷଣା କରିଛନ୍ତି । ଅଜିତ କହିଛନ୍ତି ଜୁନ ୩୦ରେ ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣି ବୈଠକ ବସିଥିଲା । ଶରଦ ପାୱାରଙ୍କୁ ଅଧ୍ୟକ୍ଷ ପଦରୁ…

ଫାଟ ପରେ ମୁମ୍ବାଇରେ ପାୱାର ପରିବାରର ସମାନ୍ତରାଳର ପାୱାର ଶୋ । ସମର୍ଥକଙ୍କୁ ନେଇ ଭିନ୍ନ ସ୍ଥାନରେ ବିଶାଳ ସଭା କଲେ ଶରଦ…

କନକ ବ୍ୟୁରୋ : କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି ଯେଉଁ ଅସ୍ଥିରତା ଚାଲିଛି ବୁଧବାର ସେଥିରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଦିନେ କାନ୍ଧରେ କାନ୍ଧ ମିଶାଇ ଏନସିପିର ମଙ୍ଗ ସମ୍ଭାଳିଥିବା ଶରଦ ପାୱାର ଓ ଅଜିତ ପାୱାର ଆଜି ନିଜ ସମର୍ଥନରେ ଥିବା ବିଧାୟକ. ସାଂସଦ, ପାର୍ଷଦ ନେଇ ଶକ୍ତି…

ଗୋଟିଏ ପଟେ ଜାରି ରହିଛି ସଚିବଙ୍କ ଗସ୍ତ, ଅନ୍ୟପଟେ ଚାଲିଛି ପ୍ରତିବାଦ: ବୌଦ୍ଧରେ ଫାଇଭ-ଟି ସଚିବଙ୍କ ଗାଡ଼ିକୁ କଂଗ୍ରେସ…

କନକ ବ୍ୟୁରୋ: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡିକୁ ଅଣ୍ଡାମାଡ । ବୌଦ୍ଧରେ କଚେରୀ ଛକରେ ହୋଇଛି ଅଣ୍ଡାମାଡ । ପୋଲିସ ଜଣଙ୍କୁ ଉଠାଇନେଇଥିବା ସୂଚନା ରହିଛି । ଦିନିକିଆ ବୈଦ୍ଧ ଗସ୍ତରେ ଅଛନ୍ତି ୫ଟି ସଚିବ । ସେହିପରି ଆଜି ବିଜେପି ମଧ୍ୟ ୫-ଟି ସଚିବଙ୍କୁ ବିରୋଧ କରିଛି । କଂଟାମାଲ ବ୍ଲକ…

୨୦୨୪ ପାଇଁ ବିଜେପି ବଦଳାଇଲା ଟାର୍ଗେଟ: ମିଶନ୍ ୧୨୦ରୁ ୮୦କୁ ଖସି ଆସିଲା ଲକ୍ଷ୍ୟ

କନକ ବ୍ୟୁରୋ: ମିଶନ-୧୨୦ର ନାରା ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ରାଜ୍ୟ ବିଜେପିର ଅଚାନକ ବଦଳିଗଲା ଟାର୍ଗେଟ । ୧୨୦ରୁ ବିଜେପି ଏବେ ୮୦କୁ ଚାଲିଆସିଛି । ବିଜେପି ବିଧାୟକ ବୁଧାନ ମୁର୍ମୁ କହିଛନ୍ତି ଯେ, ୨୦୨୪ରେ ରାଜ୍ୟ ବିଜେପିର ଟାର୍ଗେଟ ୧୨୦ ନୁହେଁ ୮୦ । ଏହାପରେ ରାଜନୈତିକ ବୟାନବାଜି…

ଡିଏନ୍ ଗ୍ରୁପ୍ ଉପରେ ଆୟକର ଚଢ଼ାଉ: କର୍ମଚାରୀଙ୍କ ଘରେ ନଗଦ ୩୦ କୋଟି ଟଙ୍କା

କନକ ବ୍ୟୁରୋ: ରାଜଧାନୀରେ ବଡ଼ ଧରଣର ରେଡ୍ । ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ କରିଛି । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଉଛି । ଟିକସ ଫାଙ୍କିବା ଅଭିଯୋଗରେ ୨୨ ସ୍ଥାନରେ ଏକକାଳୀନ ରେଡ୍ ହୋଇଛି । ଭୁବନେଶ୍ୱର ୪…

ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି: ଗଜପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସ୍ଆଇ ଡିଜି ଓ…

କନକ ବ୍ୟୁରୋ: ଏବେ ଆସିବା ପରବର୍ତୀ ଖବରକୁ । ହାଇକୋର୍ଟରେ ପଂହଚିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା । ଆଉ ଆଜି ଏହାର ଶୁଣାଣି କରି ୪ଜଣଙ୍କୁ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଏଏସଆଇ ଡିଜି, ଏଏସଆଇ ଅଧିକ୍ଷକ, ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଓ ମୁଖ୍ୟ ପ୍ରଶାସକଙ୍କୁ ଜବାବ…