Daily Archives

July 1, 2023

ହନୁମାନଙ୍କ ପାଖରେ ଲାଗି ହେଲା ୨୭ଶହ କିଲୋର ଗୋଟିଏ ରୁଟି । ଏହାକୁ ଉଠାଇବା ପାଇଁ ବ୍ୟବହାର ହୋଇଥିଲା କ୍ରେନ୍

କନକ ବ୍ୟୁରୋ : ରାଜସ୍ଥାନର ସିକର ସହରର ଦେବୀପୁରା ବାଲାଜୀ ମନ୍ଦିରରେ ଭଗବାନ ହନୁମାନଙ୍କ ପାଖରେ ନିଆରା ଢଙ୍ଗରେ ଭୋଗ ଲାଗି ହୋଇଛି । ସାଧାରଣତଃ ହନୁମାନଙ୍କ ମନ୍ଦିରରେ ଲଡୁ, ମିଠା, କଦଳୀ ଏବଂ ଅନ୍ୟାନ ଫଳମୂଳ ଲାଗି ହେଉଥିବା ବେଳେ ଦେବୀପୁରା ବାଲାଜୀ ମନ୍ଦିରରେ ୨୭କିଲୋର ରୁଟି ତିଆରି ହୋଇଥିଲା…

ନୀଳାଦ୍ରି ବିଜେର ପ୍ରକ୍ରିୟା ଆରମ୍ଭ: ପ୍ରଥମେ ଗଲେ ମଦନ ମୋହନ ଓ ରାମକୃଷ୍ଣ

କନକ ବ୍ୟୁରୋ: ବଡଦାଣ୍ଡରୁ ନୀଳକନ୍ଦରକୁ ଫେରିବେ ମହାବାହୁ । ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ରଥରେ ବନ୍ଧାଗଲା ଚାରମାଳ । ନିଳାଦ୍ରୀ ବିଜେର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି । ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ପହଣ୍ଡି କରି ନୀଳକନ୍ଦରକୁ ଫେରିଛନ୍ତି । ଶ୍ରୀମନ୍ଦିରରେ ପୁଣି ୩ ଠାକୁର…

୬୦ବର୍ଷ ହେବ ଶୋଇନାହାନ୍ତି ଏହି ୮୦ବର୍ଷିୟ ବୃଦ୍ଧ । ଡାକ୍ତର ବି ଜାଣିପାରୁନାହାନ୍ତି ଏହା ପଛର କାରଣ

କନକ ବ୍ୟୁରୋ : ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ସାଙ୍ଗକୁ ଦିନକୁ ୭ରୁ ୮ଘଣ୍ଟା ଶୋଇବା ଜରୁରୀ ହୋଇଥାଏ । ଯଦି ବି ଜଣେ ବ୍ୟକ୍ତି ନଶୋଇ ରହିବାକୁ ଚାହିଁବେ ତାହେଲେ ଅତି ବେସିରେ ଗୋଟିଏ ଦିନ କିମ୍ବା ଦୁଇ ଦିନ ନଶୋଇ ଜଣେ ସାଧାରଣ ବ୍ୟକ୍ତି ରହିପାରିବେ । କିନ୍ତୁ କେବେ ଭାବିଛନ୍ତି କି ଜଣେ ବ୍ୟକ୍ତି…

ଖୁବଶୀଘ୍ର ଆରଜେଡିରେ ବିଲୟ ହୋଇପାରେ ଜେଡିୟୁ ! ବିଧାୟକଙ୍କୁ ଭେଟି ରାଜ୍ୟପାଳଙ୍କ ନିକଟରେ ପହଂଚିଲେ ନୀତିଶ କୁମାର

କନକ ବ୍ୟୁରୋ: ବିହାର ମୌସୁମୀ ବର୍ଷା ରାଜ୍ୟବାସୀଙ୍କୁ ବେହାଲ କରିଥିବା ବେଳେ ଏବେ ବିହାର ରାଜନୀତିରେ ନୂଆ ସମିକରଣକୁ ନେଇ ବିହାର ରାଜନୀତି ବି ବେହାଲ ଅବସ୍ଥାରେ ପହଂଚିଛି । ବିହାର ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟ କରିବା ପରେ ଏବେ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ବୈଠକ କରୁଛନ୍ତି ।…

ରେକର୍ଡ ସ୍ତରରେ ଜୁନ ମାସର ଜିଏସଟି ଆଦାୟ, ଜାଣନ୍ତୁ ରାଜକୋଷକୁ ମିଳିଲା କେତେ ଟଙ୍କା ?

କନକ ବ୍ୟୁରୋ : ଦ୍ରବ୍ୟ ଏବଂ ସେବାକର ଅର୍ଥାତ ଜିଏସଟି ବ୍ୟବସ୍ଥା ଲାଗୁ ହେବାକୁ ୬ବର୍ଷ ପୁରିଲାଣି । ଏହା ମାଧ୍ୟମରେ ମାସକୁ ମାସ ସରକାରୀ ରାଜକୋଷକୁ କୋଟି କୋଟି ଟଙ୍କା ଆସୁଛି । ଜୁନ୍ ମାସରେ ମଧ୍ୟରେ ଭରପୁର ଜିଏସଟି ଆଦାୟ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ତରଫରୁ ୨୦୨୩ ଜୁନ ମାସରେ ଆଦାୟ…

ମାତ୍ର ୧୦୦ ଟଙ୍କାରେ ରେଲୱେ ଷ୍ଟେସନରେ ପାଇପାରିବେ ରୁମ୍ ! ଜାଣନ୍ତୁ କେମିତି କରିବେ ବୁକିଂ

କନକ ବ୍ୟୁରୋ : ଭାରତୀୟ ରେଲୱେ ନେଟୱର୍କ ଯେତେବେଳେ ବିଶ୍ୱର ବଡ ରେଳ ନେଟୱର୍କ ସେତେବେଳେ ଯାତ୍ରୀଙ୍କ ପାଇଁ ମଧ୍ୟ ସେମିତି ସୁବିଧାମାନ ଯୋଗାଇଥାଏ । ଯାତ୍ରୀ ସୁବିଧା ପାଇଁ ରେଳବାଇ ପକ୍ଷରୁ ବିଭିନ୍ନ ସୁବିଧାମାନ ପ୍ରଦାନ କର।।ଇଥାଏ । ମାତ୍ର ଯାତ୍ରୀମାନେ ଏହା ଜାଣି ନଥାନ୍ତି । ଯେପରିକି ମାତ୍ର…