Daily Archives

June 14, 2023

କାଳବୈଶାଖୀର ତାଣ୍ଡବ ଲୀଳା: ଗଞ୍ଜାମ ବୁଗୁଡା ଚଢେଇଆ ପଲ୍ଳୀରେ ଗଛ ପଡି ମୁଖ୍ୟରାସ୍ତା ଅବରୋଧ

କନକ ବ୍ୟୁରୋ: କାଳବୈଶାଖୀର ତାଣ୍ଡବ ଲୀଳା । ଆଜି ଅପରାହ୍ନରେ ଗଂଜାମ ବୁଗୁଡା ଚଢେଇଆ ପଲ୍ଳୀରେ ଗଛ ପଡି ମୁଖ୍ୟରାସ୍ତା ଅବରୋଧ ହୋଇଯାଇଛି । ଅପରାହ୍ନରେ ପ୍ରବଳ ଝଡ ବର୍ଷା ହୋଇଥିବା ବେଳେ ବଡ ବଡ ଗଛ ସବୁ ଉପୁଡି ପଡିଛି । ବିଦ୍ୟୁତ ଖୁଂଟ ସବୁ ମଧ୍ୟ ଉପଡି ରାସ୍ତାରେ ପଡି ରହିଛି । ନେଇ ବିଦ୍ୟୁତ…

ପାୱାର କଟକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ଅସନ୍ତୋଷ: ଘନ ଘନ ବିଦ୍ୟୁତ କାଟ ଯୋଗୁଁ କୁଚିଣ୍ଡାରୁ ନେଇ କାଲିମେଳା…

କନକ ବ୍ୟୁରୋ: ପାୱାର କଟକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷ ବଢିଚାଲିଛି । ଅନ୍ୟ ସ୍ଥାନ ଭଳି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମଧ୍ୟ ଏହି ସମସ୍ୟା ଲାଗି ରହିଛି । ଦିନ ହେଉ କି ରାତି ହେଉ ଘଂଟା ଘଂଟା ବିଜୁଳି ଚାଲିଯାଉଛି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବାରମ୍ବାର ବିଦ୍ୟୁତକାଟ ଯୋଗୁ…

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଚିହ୍ନଟ ପାଇଁ ସମ୍ପର୍କୀୟଙ୍କୁ ଦିଆଯିବ ପର୍ଯ୍ୟାପ୍ତ ସମୟ । ରେଳବାଇ, ପୋଲିସ…

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଚିହ୍ନଟ ପାଇଁ ସମ୍ପର୍କୀୟଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ । ଏନେଇ ରେଳବାଇ, ପୋଲିସ ଓ ଏମ୍ସର ମିଳିତ ବୈଠକରେ ନିଷ୍ପତି ହୋଇଛି  । କଂଟେନରରେ ସଂରକ୍ଷିତ ଶବ ଗୁଡିକର ସ୍ଥିତି ବିଗିଡି ନାହିଁ ତେଣୁ ବର୍ତମାନ ସମୟରେ ଏହାକୁ ନେଇ ଚିନ୍ତା…

ସଂକଟ ବେଳେ କିଭଳି କବଚ ସାଜିଥାନ୍ତି ଆମ ଉଦ୍ଧାରକାରୀ ଦଳ। ଜାଣନ୍ତୁ ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ସଫଳତାର ସହ…

କନକ ବ୍ୟୁରୋ : ଆରବ ସାଗରରେ ଏବେ ବାତ୍ୟା ‘ବିପର୍ଯ୍ୟୟ’ ଲହଢି ଭାଙ୍ଗୁଛି । ୩୦ ରୁ ୪୦ ଫୁଟ ଉଚ୍ଚତାରେ ଢେଉ ଆସୁଛି । ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ଚାଲିଛି  । ଏନେଇ ଗୁଜରାଟ ସରକାର ରାଜ୍ୟର ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । ଏହାସହ ଭାରତୀୟ ପାଗଣିପାଗ ବିଭାଗ…

ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ୩ ବର୍ଷ । ଭାବପ୍ରବଣ ଭିଡିଓ ପୋଷ୍ଟ କଲେ ଭଉଣୀ ଶ୍ୱେତା, କହିଲେ ସୁଶାନ୍ତ ଏବେ ବି ଆମ…

କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ଆଜି ୩ ବର୍ଷ ପୁରିଛି । ୨୦୨୦ର ଆଜିର ଦିନରେ ହିଁ ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ଏବେ ବି ଅନେକ ଲୋକ ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ତାଙ୍କର ଶ୍ରାଦ୍ଧବାର୍ଷିକରେ…

ମଧ୍ୟପ୍ରଦେଶରେ ବିଜେପିକୁ ବଡ ଝଟକା । କଂଗ୍ରେସକୁ ଫେରିଲେ ସିନ୍ଧିଆଙ୍କ ଘନିଷ୍ଠ ସହଯୋଗୀ । 

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପିକୁ ବଡ ଝଟକା । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ବୈଜନାଥ ଯାଦବ କଂଗ୍ରେସର ହାତ ଧରିଛନ୍ତି । ଗତ ୨୦୨୦ରେ ଶିବପୁରୀରେ ସିନ୍ଧିଆଙ୍କ ସହ ବୈଜନାଥ ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ବିଧାନସଭା ନିର୍ବାଚନ…