Daily Archives

February 8, 2023

ନିଜ ଫଟୋ ଦେଖି ହସିଲା ହତ୍ୟାକାରୀ! ଗୋପାଳ ଦାସର ଅଟହାସ୍ୟ ଭିଡିଓ ।

କନକ ବ୍ୟୁରୋ: ପେପରରେ ନିଜ ଫଟୋ ଦେଖି ହସିଲା ହତ୍ୟାକାରୀ ! ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ନିଜ ଫଟୋକୁ ପେପରରେ ଦେଖି ଅଟହାସ୍ୟ କରୁଛି । ନାର୍କୋ ଟେଷ୍ଟ ପାଇଁ ନେବା ବେଳେ ଝାରସୁଗୁଡା ବିମାନବନ୍ଦରରେ ଗୋପାଳ ଅପେକ୍ଷା କରିଥିଲେ ।…

ତୁର୍କୀରେ ଭୂମିକମ୍ପ ପରର ଭୟଙ୍କର ଦୃଶ୍ୟ। ଘର ହେଲା କବର, ସହର ହୋଇଗଲା ଶ୍ମଶାନ। 

କନକ ବ୍ୟୁରୋ: ଯୁଆଡେ ଚାହିଁଲେ ମାଟିରେ ମୁହଁମାଡି ପଡିଥିବା ଆପାର୍ଟମେଣ୍ଟ, ଅଟ୍ଟାଳିକାର ଧ୍ୱଂସାବଶେଷ । ଅଳିଆ ଗଦା ଭଳି ଦିଶୁଥିବା ଏହି ଚିତ୍ର ତୁର୍କୀର ଚକମକ ସହରର । ରାସ୍ତାରେ ଗଦା ହୋଇପଡିଛି ଶହ ଶହ ମୃତଦେହ । ଏବେ ବି କଂକ୍ରିଟ୍ ଚାଦର ତଳେ ଫସିରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ହଜାର…

ଡେମୋ ନାଁରେ ଡ୍ରାମା କରି ଦେଲା ଅଭିଯୁକ୍ତ ଗୋପାଳ ଦାସ। ପ୍ରକୃତ ହତ୍ୟାକାଣ୍ଡ ଘଟଣା ସହ ମେଳ ଖାଉନି ସିନ୍ ରିକ୍ରିଏସନର…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ସହ ସମ୍ପୃକ୍ତ ଥିବା ଦୁଇଟି ଚିତ୍ର । ଗୋଟିଏ ଜାନୁୟାରୀ ୨୯ ତାରିଖର ଚିତ୍ର । ଆଉ ଗୋଟିଏ ଫେବୃୟାରୀ ୭ ତାରିଖର । ଅସଲି ଗୁଳିକାଣ୍ଡ ଏବଂ ନକଲି ପୁନରାବୃତ୍ତି ବା ରିକ୍ରିଏସନ୍, ଭିତରେ ଥିବା ଫରକ୍, ଜଳଜଳ ହୋଇ ଦେଖାଯାଉଛି । ଯେଉଁ ଦିନ…

ଖୋଲୁନି ନବ ଦାସ ହତ୍ୟାକାଣ୍ଡର ରହସ୍ୟ, ଥମୁନି ରାଜନୀତି। ବିଜେପି ନେତା ପ୍ରଦୀପ ପୁରୋହିତ ଆଣିଲେ ସାଂଘାତିକ ଅଭିଯୋଗ,…

କନକ ବ୍ୟୁରୋ: ଗୋଟିଏ ପଟେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଖୋଲୁନଥିବାବେଳେ, ଅନ୍ୟପଟେ ରାଜନୈତିକ ବୟାନବାଜି ଜୋରଦାର ହୋଇଛି । ହତ୍ୟାକାଣ୍ଡ ପଛରେ ଶାସକ ଦଳର ବଡ ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ବିଜେପି ନେତା । ପ୍ରଦୀପ ପୁରୋହିତ ସାଂଘାତିକ ଅଭିଯୋଗ କରି କହିଛନ୍ତି,…

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବଡ ସୂଚନା , ଏବେ ଏଟିଏମରୁ ନୋଟ୍ ଭଳି ବାହାରିବ କଏନ

କନକ ବ୍ୟୁରୋ : ରିଜର୍ଭ ବ୍ୟାଙ୍କର ନୂଆ ଯୋଜନା । ଏଣିକି ନୋଟ୍ ଭଳି ଏଟିଏମ୍ରୁ ବାହାରିବ କଏନ୍ । ବୁଧବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କିଂ ଓ ଫାଇନାନ୍ସିଆଲ୍ ସେକ୍ଟର ପାଇଁ କିଛି ଘୋଷଣା କରାଯାଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି କଏନ ପାଇଁ ଭେଣ୍ଡିଂ ମେସିନ୍ ଘୋଷଣା । ଅର୍ଥାତ୍ ଏଣିକି…

ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ । କହିଲେ, ୨୦୦୪ରୁ ୨୦୧୪ ଘୋଟାଲାର ଦଶନ୍ଧି

କନକ ବ୍ୟୁରୋ : ସଂସଦରେ କଂଗ୍ରେସ ଓ ବିରୋଧୀ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାରଦିନ ଦୀର୍ଘ ସମୟ ଧରି ପାର୍ଲାମେଂଟରେ ନିଜର ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଆଜି ପୂରା ଦେଶରେ ପଜିଟିଭିଟି, ଆଶା ଓ ଭରସା ରହିଛି । କିନ୍ତୁ କିଛି ଲୋକେ ଦେଶର…