Daily Archives

February 2, 2023

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ ଆଣିଲେ ମୀନତି ବହିଦାର । କହିଲେ ତାଙ୍କ ଭାଇଙ୍କ ହତ୍ୟା ପଛରେ ଥିଲା…

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବଡ ବୟାନ ଦେଇଛନ୍ତି କଟକର ସମାଜସେବୀ ମୀନତି ବହିଦାର । ପ୍ରଥମେ ସୋସିଆଲ ମିଡିଆ ପୋଷ୍ଟ କରି ମନ୍ତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ମନ୍ତବ୍ୟ ରଖିଥିଲେ ମୀନତି ବହିଦାର । ସେ ଅଭିଯୋଗ କରିଛନ୍ତି, ୧୭ ବର୍ଷ ତଳେ ତାଙ୍କ ଭାଇଙ୍କ ହତ୍ୟା ପଛରେ…

କମୁଛି ଦେଶର ବେକାରୀ ସମସ୍ୟା। ଜାନୁଆରୀରେ ବେକାରୀ ହାର ସର୍ବନିମ୍ନ ।

କନକ ବ୍ୟୁରୋ: ଦେଶରେ କମିଛି ବେକାରୀ ସମସ୍ୟା। ଗତ ୪ମାସ ତୁୁଳନାରେ ଜାନୁଆରୀରେ ଦେଶରେ ବେକାରୀ ହାର ସର୍ବନିମ୍ନ ରହିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିକ ବା ସିଏମଆଇଇଏମ ରିପୋର୍ଟ ଅନୁସାରେ ଜାନୁଆରୀ ମାସରେ ଦେଶରେ ବେକାରୀ ସମସ୍ୟା ୭.୧୪ ପ୍ରତିଶତ ସ୍ତରକୁ ଖସିଛି । ୨୦୨୨ ଡିସେମ୍ବର…

ତାଇୱାନ ସୀମାରେ ସେନା ମୂତୟନ କରୁଛି ଆମେରିକା। ଚିହିଁକି ଉଠିଲାଣି ଚୀନ, ବାଜିଲାଣି ଯୁଦ୍ଧ ଘଣ୍ଟି!

କନକ ବ୍ୟୁରୋ: ଗୋଟେପଟେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ୱରେ ଚିନ୍ତା । ଅନ୍ୟପଟେ ଚୀନ-ତାଇୱାନ ତିକ୍ତତା ଭିତରେ ନୂଆ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଖୁବଶୀଘ୍ର ତାଇୱାନ ସୀମା ନିକଟରେ ସୈନ୍ୟ ମୃତୟନ କରିବାକୁ ଯାଉଛି ଆମେରିକା । ମିଳିଥିବା ସୂଚନା ଅନୁସାରେ ଆମେରିକା ମରୀନ…

ଥମୁନି ହିଣ୍ଡେନବର୍ଗ ରିପୋର୍ଟ ଝଡ଼ । ସେୟାର ବଜାରରେ ହଲଚଲ ପରେ ୨୦ ହଜାର କୋଟିର ଏଫପିଓ କଲା ପ୍ରତ୍ୟାହାର

କନକ ବ୍ୟୁରୋ: ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ଓ ଆଦାନୀ ଗ୍ରୁପର ସେୟାର ଖସିବା ଚର୍ଚ୍ଚା ଜୋର ସୋରରେ ଚାଲିଛି । ଆଉ ଏପରି ସମୟରେ ଅଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ ଏକ ବଡ ନିଷ୍ପତି ନିବେଶକଙ୍କ ମଧ୍ୟରେ ହଇଚଇ ଖେଳାଇ ଦେଇଛି । କମ୍ପାନୀ ୨୦ ହଜାର କୋଟି ଟଙ୍କାର ଫଲୋଅନ୍ ପବ୍ଲିକ…

ବଢିଲା ଆଦାନୀଙ୍କ ଅଡୁଆ। ଦିଆଯାଇଥିବା ଋଣ ବାବଦରେ ବ୍ୟାଙ୍କକୁ ହିସାବ ମାଗିଲା ଆରବିଆଇ।

କନକ ବ୍ୟୁରୋ: ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗର ରିପୋର୍ଟ ପରେ ବଢ଼ିଲା ଆଦାନୀଙ୍କ ସମସ୍ୟା । ତେବେ ଏହି ରିପୋର୍ଟ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ବଡ଼ ପଦକ୍ଷେପ ଉଠାଇଛି । ଆରବିଆଇ ଦେଶର ସବୁ ବ୍ୟାଙ୍କକୁ ଏକ ନିର୍ଦ୍ଦେଶନାମା ଜାରିକରିଛି । ଯେଉଁଥିରେ ଆଦାନୀ ଗ୍ରୁପକୁ ଦିଆଯାଇଥିବା…

ସଂସଦରେ ହିଣ୍ଡେନବର୍ଗ ରିପୋର୍ଟ ତାତି। ବିରୋଧୀ ଉଠାଇଲେ ପ୍ରସଙ୍ଗ, ପଚାରିଲେ ପ୍ରଶ୍ନ।

କନକ ବ୍ୟୁରୋ: ସଂସଦର ବଜେଟ ଅଧିବେଶନରେ ଉଠିଲା ଆଦାନୀ ପ୍ରସଙ୍ଗ । ସଂସଦର ଉଭୟ ଗୃହରେ ଉଠିଛି ହିଣ୍ଡନବର୍ଗର ସେହି ରିପୋର୍ଟର କଥା ଯାହାକୁ ନେଇ ଉଠୁଛି ପଡୁଛି ସାରା ଦେଶ । ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ରିପୋର୍ଟରେ ଆନକ ସଙ୍ଗୀନ ଦାବି ଆସିଥିଲା । ଏହି ପ୍ରସଙ୍ଗକୁ ସଂସଦର ଉଭୟ…