Daily Archives

October 22, 2022

ଚୀନ ରାଷ୍ଟ୍ରପତିଙ୍କ ଏକଛତ୍ରବାଦୀ ନୀତି । ବୈଠକରୁ ବିଦା ହେଲେ ପୂର୍ବ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ମୁହଁ ଚୁପ୍

କନକ ବ୍ୟୁରୋ : ଚୀନ କମ୍ୟୁନିଷ୍ଟ ପାର୍ଟିର ୨୦ ତମ କଂଗ୍ରେସରେ ଜିନପିଙ୍ଗଙ୍କୁ ତୃତୀୟ ଥର ରାଷ୍ଟ୍ରପତି କରିବା ନେଇ ନିଷ୍ପତ୍ତି ହୋଇଛି । ହେଲେ ବୈଠକରେ ଯେଉଁ ଡ୍ରାମା ଦେଖିବାକୁ ମିଳିଛି ତାହା ଜିନପିଙ୍ଗଙ୍କ ଏକଛତ୍ରବାଦ ଶାସନକୁ ପଦାରେ ପକାଇଛି । ଚୀନର ପୂର୍ବତନ ରାଷ୍ଟ୍ରପତି ହୁ ଜିତାଓଙ୍କୁ…

ଫାଇଭ-ଟି ସ୍କୁଲରୁ କମ୍ପ୍ୟୁଟର ଚୋରି : ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ; ବଡ଼ପୋଖରିଆ ନିଗମାନନ୍ଦ ବିଦ୍ୟାଳୟରୁ ଚୋରି

କନକ ବ୍ୟୁରୋ : ଫାଇଭ-ଟି ସ୍କୁଲରୁ କମ୍ପ୍ୟୁଟର ଲୁଟିନେଲେ ଦୁର୍ବୃତ୍ତ । ସ୍କୁଲର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୫ଟି କମ୍ପ୍ୟୁଟର, ହାର୍ଡ ଡିସ୍କ ସହ ସିପିୟୁ, ମନିଟର, କି-ବୋର୍ଡ ଓ ମାଉସ ଚୋରୀ କରିନେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପୋଖରିଆ ସରକାରୀ ନିଗମାନନ୍ଦ…

ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିବ : ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ

କନକ ବ୍ୟୁରୋ : ଆଣ୍ଡାମାନସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ଅବପାତଟି ୨୩ ତାରିଖ ସକାଳୁ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବ ଓ ତାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ସାମୁଦ୍ରିକ ଝଡରେ ପରିଣତ ହେବ । ବାତ୍ୟାର ରୂପ ନେଇ ସମୁଦ୍ର ଭିତରେ ଗତି କରିବ ।…

ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ବିନା ବିବାହ ଉତ୍ସବରେ ପଞ୍ଜିକରଣ ଅବୈଧ

କନକ ବ୍ୟୁରୋ : ବିବାହ ପଞ୍ଜିକରଣକୁ ନେଇ ମାଡ୍ରାସ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ବିନା ବିବାହ ଉତ୍ସବରେ ବିବାହ ପଞ୍ଜିକରଣ ଅବୈଧ ବୋଲି ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି । ଅର୍ଥାତ ଯଦି ବିବାହ ଉତ୍ସବ ହୋଇନଥିବ ତେବେ ବିବାହକୁ ମାନ୍ୟତା ମିଳିବ ନାହିଁ । ଏବଂ ବିନା…

ଅବପାତର ରୂପ ନେଲା ଲଘୁଚାପ : ବାତ୍ୟାର ରୂପ ନେଇ ସମୁଦ୍ର ମଧ୍ୟରେ ଗତି କରିବ,ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ହେବ ପ୍ରବଳ…

କନକ ବ୍ୟୁରୋ : ଆଣ୍ଡାମାନସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଅବପାତଟି ୨୩ ତାରିଖ ସକାଳୁ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବ ଓ ତାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ସାମୁଦ୍ରିକ ଝଡରେ ପରିଣତ ହେବ । ବାତ୍ୟାର ରୂପ ନେଇ ସମୁଦ୍ର ଭିତରେ ଗତି କରିବ ।…

ଭୁବନେଶ୍ୱରରେ ଉଦଘାଟିତ ହେଲା ରୋଜଗାର ମେଳା, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା…

କନକ ବ୍ୟୁରୋ : ଭୁବନେଶ୍ୱର ରେଳ ଅଡିଟୋରିୟମରେ ରୋଜଗାର ମେଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଡାକ ବିଭାଗର ସର୍ବାଧିକ ୮୯, ଭୁବନେଶ୍ୱର ଆଇଆଇଟିରେ ୫୫, ଇଏସଆଇସିରେ ୨୭, ଏସଏଲବିସିରୁ ୨୧ଜଣଙ୍କୁ ନିଯୁକ୍ତି…