Daily Archives

May 15, 2022

ତାମିଲନାଡୁ ଓ କର୍ଣ୍ଣାଟକ ପରେ ‘ଟମାଟୋ ଫ୍ଲୁ’କୁ ନେଇ ଓଡ଼ିଶାରେ ଆତଙ୍କ । ‘ଟମାଟୋ ଫ୍ଲୁ’ରୁ କେମିତି ରହିବେ ସତର୍କ?

କନକ ବ୍ୟୁରୋ : କରୋନାକୁ ନେଇ ଭୟ ଯାଇନଥିବା ବେଳେ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ । ବିଶେଷ କରି ଛୋଟ ଛୋଟ ପିଲାଙ୍କ ଠାରେ ଏହି ରୋଗ ଦେଖାଯାଉଥିବାରୁ ଚିନ୍ତା ବଢ଼ିଯାଇଛି । ତାମିଲନାଡୁ ଓ କର୍ଣ୍ଣାଟକରେ ଟମାଟୋ ଫ୍ଲୁ ପରେ ଓଡ଼ିଶାରେ ବି ଏହାକୁ ନେଇ ଆତଙ୍କ ସୃଷ୍ଟି ହେଲାଣି । ଏଥିପାଇଁ…

ଆସାମରେ ଭୂ-ସ୍ଖଳନ, ୩ ମୃତ । ବନ୍ୟା ନେଇ ସତର୍କ ସୂଚନା ।

କନକ ବ୍ୟୁରୋ : ଆସାମ ଦିମା ହସାଓ ଜିଲ୍ଲାରେ ଭୂସ୍ଖଳନ ହୋଇଛି । ବର୍ତ୍ତମାନ ସୁଦ୍ଧା ଏଥିରେ ତିନିଜଣଙ୍କର ମୃତ୍ୟୁ ହୋଇସାରିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ଦିମା ହସାଓ ଅଞ୍ଚଳରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟର…

ନ୍ୟୁୟର୍କର ବୁଫାଲୋ ସୁପରମାର୍କେଟରେ ପ୍ରବଳ ଗୁଳିମାଡ଼ । ୧୦ଜଣଙ୍କ ମୃତ୍ୟୁ, ଏକାଧିକ ଆହତ

କନକ ବ୍ୟୁରୋ : ଆମେରିକା ନ୍ୟୁୟର୍କର ବୁଫାଲୋ ସୁପରମାର୍କେଟରେ ପ୍ରବଳ ଗୁଳିମାଡ । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗୁଳିମାଡ କରିଥିବା ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକଙ୍କ ବୟସ ୧୮ ବର୍ଷ ହେବ । ସେ ପିନ୍ଧିଥିବା ଏକ ଟେକ୍ଟିକାଲ…

ମେ ୧୬ରେ ପ୍ରଧାନମନ୍ତ୍ରୀଙ୍କ ନେପାଳ ଗସ୍ତ । ବୁଦ୍ଧ ଜୟନ୍ତୀରେ ଲୁମ୍ବିନୀ ଯିବେ ମୋଦି ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୬ରେ ନେପାଳ ଗସ୍ତରେ ଯିବେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ସେ ପଡୋଶୀ ଦେଶ ନେପାଳ ଗସ୍ତ କରିବେ । ଏହି ଗସ୍ତ ବେଳେ ସେ ଲୁମ୍ବିନୀ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ଶେର ବାହାଦୂର ଦେଉୱାଙ୍କୁ ସାକ୍ଷାତ…

ଉଦ୍ଧବ ସରକାରଙ୍କୁ ନବନୀତଙ୍କ ସମାଲୋଚନା, ଉଦ୍ଧବଙ୍କୁ ଅସହାୟ କହିବା ସହ ଶିବସେନା ବିରୋଧରେ ଦେଲେ ଏଭଳି ମନ୍ତବ୍ୟ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି ସ୍ୱାଧୀନ ସାଂସଦ ନବନୀତ ରାଣା । ଗତକାଲି ଉଦ୍ଧବ ଠାକରେ ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ କି ଏବେ ଯଦି ଦାଉଦ ଇବ୍ରାହିମ ବିଜେପିର ସାମିଲ ହେବ…

ବରଗଡରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଇଂଟେକ୍ ୱେଲ ପ୍ରକଳ୍ପ ପରିଦର୍ଶନ ବେଳେ ଏଲଆଣ୍ଡଟି ଅଧିକାରୀଙ୍କୁ କଲେ…

କନକ ବ୍ୟୁରୋ : ଏଲଆଣ୍ଡଟି ଅଧିକାରୀଙ୍କୁ ତାଗିଦ କଳେ ମୁଖ୍ୟ ଶାସନ ସଚିବ । କାମର ଅଗ୍ରଗତି ନେଇ ଅଧିକାରୀଙ୍କ ଉପରେ ଖପ୍ପା ହୋଇଛନ୍ତି ସୁରେଶ ମହାପାତ୍ର । ଏଲଆଣ୍ଡଟି ଦ୍ୱାରା ହେଉଥିବା କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି ବୋଲି ସର୍ବସମ୍ମୁଖରେ କହିଛନ୍ତି ମୁଖ୍ୟ ଶାସନ ସଚିବ । କାର୍ଯ୍ୟ ଦେଢ଼…