Daily Archives

April 23, 2022

ସନ୍ଦେହରେ ଏଚଆରପିସି ତଦନ୍ତ । ଗାଙ୍ଗପୁର ଆଇଆଇସି ମୃତ୍ୟୁ ଓ ବଡଗଡ ହାଜତ ମୃତ୍ୟୁ ମାମଲାରୁ ଏଯାଏଁ ଉଠୁନି ପରଦା,…

କନକ ବ୍ୟୁରୋ : ଏଚଆରପିସି ବା ମାନବାଧିକାର ସେଲର ତଦନ୍ତକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି । ଗାଙ୍ଗପୁର ଆଇଆଇସି ମୃତ୍ୟୁ ମାମଲା ଓ ବଡଗଡ ହାଜତ ମୃତ୍ୟୁ ମାମଲାର ତଦନ୍ତ କରୁଛି ଏଚଆରପିସି । ଏହି ଦୁଇଟି ମାମଲାରେ ଏଚଆରପିସି ତଦନ୍ତରୁ କଣ ପାଇଲା, ତାହା କାହାକୁ ଜଣା ନାହିଁ । ତେଣୁ…

ବିଜେଡିର ମିଶନ ୨୦୨୪ : କେମିତି ଜିତିବ ଦଳ, ସମୀକ୍ଷା ପରେ ଗୁରୁମନ୍ତ୍ରୀ ଦେବେ ନବୀନ?

କନକ ବ୍ୟୁରୋ : ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜୁ ଜନତା ଦଳର ମିଶନ ୨୦୨୪ । ଆଗାମୀ ସାଧାରଣ ନିର୍ବାଚନକୁ ଆଖିରେ ରଖି ଦଳ ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ନବୀନ ନିବାସରେ ୱାନ ଟୁ ୱାନ ଆଲୋଚନା କରି ଗୁରୁମନ୍ତ୍ର ଦେଉଛନ୍ତି ବିଜେଡି ସୁପ୍ରିମୋ । ଦଳ…

ପୁଲିସ ପାଉନି, ହେଲେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖୁଛନ୍ତି ସିଲସିଲା । କନକ ନ୍ୟୁଜକୁ କହିଲେ ଡ୍ରାଇଭର ସହ…

କନକ ବ୍ୟୁରୋ: ପରକୀୟା ପ୍ରୀତି ପାଇଁ ସ୍ୱାମୀଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିବା ସିଲସିଲା ବେହେରାକୁ ପୋଲିସ ଧରି ପାରୁ ନାହିଁ । ହେଲେ ଆତ୍ମଗୋପନରେ ଥାଇ ସୁଦ୍ଧା ସିଲସିଲା ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ସଫେଇ ରଖିଛନ୍ତି । ଏପରିକି ଡ୍ରାଇଭରଙ୍କ ସହ ଅନୈତିକ ସଂପର୍କ ନେଇ ପୋଲିସ…

ହତ୍ୟା ନା ଆତ୍ମହତ୍ୟା ? ଡାକ୍ତରୀ ଛାତ୍ର ନିଶାନ୍ତଙ୍କ ମୃତ୍ୟୁର ସତ କଣ?

କନକ ବ୍ୟୁରୋ : ବଲାଙ୍ଗୀର ମେଡିକାଲ କଲେଜର ହଷ୍ଟେଲ ଛାତରୁ ଖସିପଡି ଡାକ୍ତର ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ନିଶାନ୍ତ କୁମାର, ଯିଏ ୧୦ ଦିନ ତଳେ ଡାକ୍ତରୀ ପଢିବାକୁ ଅନେକ ସ୍ୱପ୍ନ ନେଇ ହରିୟାଣାରୁ ବଲାଙ୍ଗିର ଆସିଥିଲେ । ହଷ୍ଟେଲ ଛାତରୁ ଡେଇଁ ନିଶିକାନ୍ତ ଆତ୍ମହତ୍ୟା କଲେ ନାଁ…

କାହା ସ୍ୱାର୍ଥରେ ହେଉଛି ପାୱାର କଟ୍ ? ସାମ୍ନାକୁ ଆସୁଛି ଗ୍ରିଡକୋ ଓ ଆବଣ୍ଟନ କମ୍ପାନୀର ଷଡ଼ଯନ୍ତ୍ରର ଗୁମର

କନକ ବ୍ୟୁରୋ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ୍ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଅଭିଯୋଗ ହେଉଛି ବିଜୁଳିର କୃତ୍ରିମ ଅଭାବ ସୃଷ୍ଟି କରି ବିଜୁଳି କାଟ୍ କରାଯାଉଛି । ଚଳିତ ବର୍ଷ ପାଣି ଅଭାବ ନଥିଲେ ମଧ୍ୟ ବିଜୁଳି ଉତ୍ପାଦନକୁ କମେଇ ଦିଆଯାଇଛି…

ତିନି ଦିନ ବଢ଼ିବ ତାପମାତ୍ରା । ଅସହ୍ୟ ତାତିରେ କଲବଲ ହେବ ଓଡି଼ଶା । ପଢନ୍ତୁ, ରାଜ୍ୟରେ ତାତି ବଢିବା ପଛର କାରଣ କଣ?

କନକ ବ୍ୟୁରୋ: ପ୍ରଚଣ୍ଡ ଅଗ୍ନିବର୍ଷାର ଜଳୁଛି ଓଡିଶା । ଗତ ଦୁଇ ଦିନ ହେଲା ରାଜଧାନୀ ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ଅଚାନକ ୩ରୁ ୪ଡିଗ୍ରୀ ବଢ଼ି ଯାଇଛି । ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ରାଜ୍ୟର ପ୍ରାୟ ୨୧ଟି ସ୍ଥାନର ଆଜିର ତାପମାତ୍ରା ୪୦ ଡିଗ୍ରୀ…