Daily Archives

March 29, 2022

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ପୂରା ବିଶ୍ୱର ପେଟ ଭରିବ ଭାରତ, ଗହମ ନେବାକୁ ବିଭିନ୍ନ ଦେଶ ଲଗାଇଛନ୍ତି ଲାଇନ୍ । 

କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ପୂରା ବିଶ୍ୱରେ ପଡିଛି । ପେଟ୍ରୋଲ ଦର ଦୈନିକ ବଢୁଥିବା ବେଳେ ଗହମର ଦର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଲାଣି । ତେବେ ଭାରତରେ ତୈଳ ଦର ବୃଦ୍ଧିକୁ ନେଇ ଚିନ୍ତା ବଢିଥିବା ବେଳେ ଗହମକୁ ନେଇ ସେତେଟା ଚିନ୍ତିତ ନୁହେଁ ଭାରତ । କାରଣ ଭାରତ ପାଖରେ…

ଆମେରିକା ରାଜପଥରେ ଧକ୍କା ହେଲେ ୫୦ ଗାଡି । ୩ ମୃତ, ଏକାଧିକ ଗୁରୁତର

କନକ ବ୍ୟୁରୋ: ଆମେରିକା ପେନସିଲଭାନିଆରେ ବରଫ ଝଡ ଦେଖିବାକୁ ମିଳିଛି । ଫଳରେ ସେଠାରେ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜପଥରେ ପଛକୁ ପଛ ୫୦ଟି ଗାଡି ଧକ୍କା ହେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ଆହତ ହୋଇଛନ୍ତି । ପବନ ସାଙ୍ଗକୁ ଭାରି ବରଫପାତ ହେଉଥିବାରୁ ଗାଡି…

ଜେଲେନସ୍କିଙ୍କୁ କହିଦିଅ, ମୁଁ ବରବାଦ କରିଦେବି । ଶାନ୍ତି ପ୍ରସ୍ତାବର ସର୍ତ୍ତକୁ ନେଇ ତାତିଲେ ଋଷ ରାଷ୍ଟ୍ରପତି ।

କନକ ବ୍ୟୁରୋ  : ୟୁକ୍ରେନ୍-ଋଷ ଯୁଦ୍ଧକୁ ମାସେ ପୂରିଲାଣି । କିନ୍ତୁ ଯୁଦ୍ଧ ଥମିବାର ନାଁ ନେଉନାହିଁ । ୟୁକ୍ରେନର ବଡ ବଡ ସହର ଉପରେ ଆକ୍ରମଣ କରି ଋଷ ଏହାକୁ ଛାରଖାର କରି ଦେଇଛି । ଯୁଦ୍ଧ ପାଇଁ ଅନେକ କଟକଣା ଋଷ ଉପରେ ଲାଗିଥିଲେ ମଧ୍ୟ ଏଥିରେ ପଛଘୁଞ୍ଚା ଦେଇନାହାନ୍ତି ପୁଟିନ । ବରଂ ଯୁଦ୍ଧକୁ…

ଶର୍ମିଷ୍ଠାଙ୍କୁ କଟକ କ୍ରାଇମବ୍ରାଂଚ କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା : ସମସ୍ତ ଅଭିଯୁକ୍ତଙ୍କ ହେବ ବୟାନ ରେକର୍ଡ଼;…

କନକ ବ୍ୟୁରୋ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଶର୍ମିଷ୍ଠା ସାହୁଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କର ବୟାନ ରେକର୍ଡ଼ କରିବ କ୍ରାଇମବ୍ରାଂଚ । ଆବଶ୍ୟକ ପଡ଼ିଲେ ସିନ୍ ରିକ୍ରଏସନ୍ ସହ ଲାଏ ଡ଼ିଟେକ୍ସନ୍ ଟେଷ୍ଟ ମଧ୍ୟ କରିପାରେ କ୍ରାଇମବ୍ରାଂଚ । ପରସ୍ପର ମଧ୍ୟରେ କ’ଣ ସମ୍ପର୍କ…

ବିଜେପି ସମର୍ଥକଙ୍କୁ ତୃଣମୂଳ କଂଗ୍ରେସ ବିଧାୟକଙ୍କ ଧମକ, ଯଦି ଭୋଟ ଦେବାକୁ ଯିବ ତେବେ …..

କନକ ବ୍ୟୁରୋ : ରାଜନୀତିରେ ହିଂସାର ସ୍ଥାନ ନାହିଁ, ଏହା ବୋଧହୁଏ ସବୁ ନିର୍ବାଚନ ପୂର୍ବରୁ ଓ କିଛି ବିଶେଷ ଘଟଣା କ୍ରମରେ ନେତାମାନେ କହିଥାନ୍ତି । ହେଲେ ଏବେର ରାଜନୀତି ଯେ ହିଂସା ପାହାଡ ଉପରେ ଠିଆ ହୋଇଛି ତାହା ସାଧାରଣ ଜନତାଙ୍କୁ ଆଉ ଅଛପା ନାହିଁ । ବିଶେଷ କରି ଏବେ ପଶ୍ଚିମବଙ୍ଗ ରାଜନୀତିରେ…

୩ ବର୍ଷ ମଧ୍ୟରେ ହୋଇଛି କେତେ ବିଜୁ ପକ୍କା ଘର? ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ।

କନକ ବ୍ୟୁରୋ : : ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ କେତୋଟି ବିଜୁ ପକ୍କା ଘର ହୋଇଛି । ଏବେ ସୁଦ୍ଧା କେତୋଟି ଘର ଆବଣ୍ଟିତ ହୋଇଛି ଓ କେତୋଟି ଘର ସମ୍ପୂର୍ଣ୍ଣ ନିର୍ମାଣ ସରିଛି । ଏ ବାବଦରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଜାଣିବାକୁ ଚାହିଁଥିଲେ । ଆଉ ବିଧାନସଭାରେ ଏହାର ଉତ୍ତର ରଖିଛନ୍ତି…