Daily Archives

October 7, 2021

ପରିବା ଦର ଆକାଶ ଛୁଆଁ : ରାଜଧାନୀରେ ୫୦ ଛୁଇଁଲା ପିଆଜ

କନକ ବ୍ୟୁରୋ : ରାଜଧାନୀରେ ପିଆଜ ଦର ଏକାଥରକେ ୨୦ ଟଙ୍କା ବୃଦ୍ଧି ପାଇଛି। ଦୁଇ ଦିନ ପୂର୍ବେ କିଲୋ ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ରାଜଧାନୀର ବହୁ ବଜାର ତଥା ହାଟରେ ୫୦ ଟଙ୍କାରେ ବିକ୍ରି ହୋଇଛି । ଅଚାନକ ଭାବେ ଏଭଳି ଦର ବୃଦ୍ଧି ଆଜି ସମସ୍ତଙ୍କ ହୋସ୍‌ ଉଡ଼ାଇ ଦେଇଛି । ପରିବା ଦର…

ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ଅଡିଓ କ୍ଲିପ୍ । ଗ୍ରୁପରେ ସେୟାର ନକଲେ ବନ୍ଦ ହୋଇଯିବ ଆପଣଙ୍କ ହ୍ୱାଟ୍ସଆପ୍,ଜାଣନ୍ତୁ ଏହା…

କନକ ବ୍ୟୁରୋ : ଗତ ୪ ତାରିଖରେ ସାରା ବିଶ୍ବରେ ୩ଟି ପ୍ରମୁଖ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍, ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ ୬ଘଣ୍ଟା କାଳ ଅଚଳ ହୋଇଯାଇଥିଲା । ଏହି ବଡ଼ଧରଣର ବିଭ୍ରାଟ ପଛର କାରଣ ସଂପର୍କରେ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନଥିଲେ ସୁଦ୍ଧା କମ୍ପାନିର ଆଭ୍ୟନ୍ତରୀଣ ତ୍ରୁଟିକୁ…

ଚଢେଇଧରା ପାହାଡରୁ ୫୦ ବସ୍ତା ଆମୋନିଆ ନାଇଟ୍ରେଟ ଉଦ୍ଧାର : ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଉଦ୍ଧାର କଲା ପୁଲିସ

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଜେନାପୁର ଥାନା ଚଢେଇଧରା ପାହାଡରୁ ବିପୁଳ ପରିମାଣର ଆମୋନିଆ ନାଇଟ୍ରେଟ ସାର ଉଦ୍ଧାର କରିଛି ପୁଲିସ । ଚଢେଇଧରା ପାହାଡର କଳାପଥର ଖାଦାନରୁ ମାଟିତଳୁ ଏଯାବତ ୫୦ବସ୍ତା ଆମୋନିଆ ନାଇଟ୍ରେଟ ଉଦ୍ଧାର କରାଯାଇଛି । ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ବିସ୍ଫୋରକରେ…

ଦଶହରାରେ ବାତ୍ୟା ଭୟ ! ୧୦ରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ

କନକ ବ୍ୟୁରୋ : ଗତ କିଛି ବର୍ଷ ଭଳି ଏଥର ମଧ୍ୟ ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ ଘାରିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହା ବାତ୍ୟାର ପରିଣତ ହେବ ବୋଲି ଗୋଟିଏ ମଡେଲ୍‌ କହୁଥିବା ବେଳେ ଆଉ ଏକ ମଡେଲ୍‌ କହୁଛି…

ୟୁପି ଲଖିମପୁରରେ ମୃତ କୃଷକଙ୍କ ପରିବାରକୁ ଭେଟିଲେ ରାହୁଲ ଗାନ୍ଧୀ । ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ

କନକ ବ୍ୟୁରୋ : ବିଳମ୍ବିତ ରାତିରେ ୟୁପିର ଲଖିମପୁର ପହଂଚି ହିସାଂକାଣ୍ଡରେ ମୃତକଙ୍କ ପରିବାରକୁ ଭେଟିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲଙ୍କ ସହ କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳି ମଧ୍ୟ ଲଖିମପୁର ଯାଇଥିଲେ । ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ…

ସୁପ୍ରିମକୋର୍ଟରେ ଆଜି ଲକ୍ଷ୍ମୀପୁର ମାମଲାର ଶୁଣାଣି : ପ୍ରଧାନ ବିଚାରପତି ଏନଭି ରମଣାଙ୍କ ଖଣ୍ଡପୀଠରେ ହେବ ବିଚାର

କନକ ବ୍ୟୁରୋ : ଆଜିି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାର ହେବ ଶୁଣାଣି । ସୁପ୍ରିମକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କରିବେ ଶୁଣାଣି । ରବିବାର ହୋଇଥିବା ଏହି ହିଂସା ଘଟଣାରେ ୯ ଜଣଙ୍କର…