Daily Archives

August 14, 2021

ଯୋଡାମୁଣ୍ଡ ଶିଶୁ ଜଗା କାଳିଆ ଘରେ ନୂଆ ଅତିଥି । ଜନ୍ମ ନେଲା ଭଉଣୀ ସୁଭଦ୍ରା, ଖୁସିରେ ଜଗା ଭୁଲି ଯାଇଛି କାଳିଆ ଯିବାର…

କନକ ବ୍ୟୁରୋ : କନ୍ଧମାଳର ବହୁ ଚର୍ଚ୍ଚିତ ଯୋଡା ମୁଣ୍ଡ ଜଗା କାଳିଆ ଘରକୁ ଆସିଛି ନୂଆ ଅତିଥି । ଗତ ୭ ତାରିଖ ଦିନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଜଗାର ମା ପୁଷ୍ପାଞ୍ଜଳିଙ୍କ ଗର୍ଭରୁ ଜନ୍ମ ନେଇଛି ସୁଭଦ୍ରା । ସୁଭଦ୍ରାକୁ ଦେଖି ଜଗା ବର୍ତମାନ ବହୁତ ଖୁସି ଥିବା ବେଳେ ଭୁଲି ଯାଇଛି କଳିଆ ଯିବାର…

ଆଫଗାନିସ୍ତାନରେ ବଢୁଛି ସଙ୍କଟ । କାବୁଲଠାରୁ ୫୦ କିଲୋମିଟର ଦୂରରେ ତାଲିବାନ, ଭୟରେ ଘର ଛାଡୁଛନ୍ତି ଲୋକେ

କନକ ବ୍ୟୁରୋ : ଆଫଗାନିସ୍ତାନରେ ବିଗିଡିବାରେ ଲାଗିଛି ସ୍ଥିତି । ତାଲିବାନ ବିଦ୍ରୋହୀ ଦେଶର ଅଧାରୁ ଅଧିକ ସ୍ଥାନକୁ କବଜା କରିସାରିଲେଣି । ଏବେ ସେମାନେ ଦେଶର ରାଜଧାନୀ କାବୁଲମୁହାଁ ହୋଇଛନ୍ତି । କାବୁଲଠାରୁ ୫୦ କିଲୋମିଟର ଦୂରରେ ଅଛନ୍ତି ତାଲିବାନ । ଶୁକ୍ରବାରଦିନ ତାଲିବାନ ଆଉ ୪ଟି ରାଜ୍ୟର…

ରାସ୍ତା ନିର୍ମାଣ ପାଇଁ ଅଭିନବ ପ୍ରତିବାଦ । କାଦୁଅ ରାସ୍ତାରେ ଧାନ ଚାରା ରୋପଣ କରି ପ୍ରତିବାଦ କଲେ ଗ୍ରାମବାସୀ

କନକ ବ୍ୟୁରୋ : ରାସ୍ତା ନିର୍ମାଣ ପାଇଁ ଅଭିନବ ପ୍ରତିବାଦ । କାଦୁଅ ରାସ୍ତାରେ ଧାନ ଚାରା ରୋପଣ କରି ପ୍ରତିବାଦ ଜଣାଇଲେ ଗ୍ରାମବାସୀ । ନବରଙ୍ଗପୁରରୁ ଆସିଛି କିଛି ଏଭଳି ପ୍ରଦାବାଦର ଖବର । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ତେଲିଗୁଡ଼ା ଗ୍ରାମର ଗ୍ରାମବାସୀ…

ବଲିଉଡର ପ୍ରଥମ ଖାନ୍: ଦିବଙ୍ଗତ ଦିଲ୍ଲୀପ କୁମାରଙ୍କ କିଛି ଅଜଣା କଥା

କନକ ବ୍ୟୁରୋ: ଲେଜେଣ୍ଡ ଦିଲ୍ଲୀପ କୁମାର । ଭାରତୀୟ ସିନେମା ଜଗତର ମାଇଲ ଖୁଂଟ । ତାଙ୍କ ରିଲ ଲାଇଫ୍ ତ ସମସ୍ତେ ଜାଣିଥିବେ ହେଲେ ରିଅଲ ଲାଇଫର କିଛି କଥା ହୁଏତ ଅନେକଙ୍କ ପାଇଁ ଅଜଣା । ୧୯୨୨ ଡିସେମ୍ବର ୧୧ରେ ପାକିସ୍ତାନ ଅନ୍ତର୍ଗତ ପେସାୱରରେ ଜନ୍ମ ହୋଇଥିଲେ ୟୁସୁଫ୍ ଖାନ୍, ଯିଏ ଆଗାମୀ ଦିନରେ…

ଦ୍ୱିତୀୟ ଲହରର ବିଚିତ୍ର ସ୍ଥିତି । ରାଜ୍ୟରେ ହଜାର ତଳକୁ ଖସୁନି ସଂକ୍ରମଣ, ୬୬ ମୃତ୍ୟୁର ହିସାବ ଦେଲେ ସରକାର

କନକ ବ୍ୟୁରୋ : ରାଜ୍ୟରେ ଦ୍ୱିତୀୟ ଲହରର ବିଚିତ୍ର ସ୍ଥିତି ଦେଖାଦେଇଛି । ସଂକ୍ରମଣ ୨ ହଜାର ତଳକୁ ଖସିଥିବାବେଳେ ହଜାରରେରୁ ଖସୁନି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୧୩୨ ପଜିଟିଭି ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଓ କଟକ ଭଳି ଜିଲ୍ଲାରେ ସଂକ୍ରମଣ କମୁନି । ଶୀର୍ଷ ଛୁଇଁବା ପରେ ରାଜ୍ୟରେ…

ବଲିଉଡର ଆଇକନିକ୍ କପଲ: ସାୟରାଙ୍କ ନିଃସର୍ତ୍ତ ପ୍ରେମ ଆଗରେ ହାର ମାନିଲା ଦିଲ୍ଲୀପଙ୍କ ବୟସ ସୀମା, ଅମର ହୋଇଗଲା…

କନକ ବ୍ୟୁରୋ: ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ତାଙ୍କ ଅଭିନୟ ଯେତିକି ଜୀବନ୍ତ ତାଙ୍କ ବ୍ୟକ୍ତିଗତ ତଥା ପ୍ରେମ ଓ ବୈବାହିକ ଜୀବନ ବି ସେତିକି ରୋଚକ । ଫେମସ୍ ଆକ୍ଟ୍ରେସ୍ ସାୟରା ବାନୋଙ୍କ ସହ ତାଙ୍କ ପ୍ରେମ ସବୁବେଳେ ଚର୍ଚ୍ଚାରେ । ଦୁହିଁଙ୍କ କ୍ଲାସିକ୍ ରିଲେସନସିପ୍ ବଲିଉଡ୍…