Daily Archives

February 18, 2021

ଚନ୍ଦ୍ରଭାଗା ମାଘ ମେଳା ବୁଡ ବନ୍ଦ : ମେଳା ସ୍ଥଳରେ ଲାଗୁ ହେଲା ୧୪୪ ଧାରା; ନିର୍ଦ୍ଧାରିତ ୫୦୦ ଜଣ ସେବାୟତ ଓ ସୁରକ୍ଷା…

କନକ ବ୍ୟୁରୋ : କୋଣାର୍କ ଚନ୍ଦ୍ରଭାଗାରେ ମାଘ ସପ୍ତମୀର ବୁଡ଼ ଉପରେ ରୋକ ଲଗାଇଲା ପ୍ରଶାସନ । ଆସନ୍ତା ୧୯ ତାରିଖରେ ପଡୁଛି ଏହି ମାଘ ସପ୍ତମୀ । ତେବେ ଏଥର ଏଠାରେ ବୁଡ଼ ପକାଇ ପାରିବେନି ଭକ୍ତ । ଆଜିଠାରୁ ୧୪୪ ଧାରା ଜାରି ହୋଇଛି । କରୋନାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏପରି କଟକଣା ଜାରି…

ପଂଚାୟତ ସଂପ୍ରସାରଣ ଅଧିକାରୀଙ୍କ ଘରେ ପୁଳା ପୁଳା ସଂପତି : ସମ୍ବଲପୁର ବରଙ୍ଗାମାଲ ପଂଚାୟତ ପିଇଓ ସୁଦାମ ମାଝୀଙ୍କ ଘରେ…

କନକ ବ୍ୟୁରୋ : ସମ୍ବଲପୁର ଭିଜିଲାନ୍ସ ପକ୍ଷର ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ । ଯୁଯୁମୁରା ବ୍ଲକ ନୂଆ ବରଙ୍ଗାମାଲ ପଂଚାୟତ ପିଇଓ ସୁଦାମ ଚରଣ ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ସାକ୍ଷୀପଡାର ବ୍ୟାଙ୍କ କଲୋନୀରେ ତାଙ୍କ ବାସଭବନ ଓ ନୂଆ ବରଙ୍ଗାମାଲ କାର୍ଯ୍ୟାଳୟରେ…

ଆସନ୍ତାକାଲି ସୁପ୍ରିମକୋର୍ଟରେ ଦଲିଲ ଦାଖଲ କରିବ ଆନ୍ଧ୍ର : କୋଟିଆ ପ୍ରସଙ୍ଗ ନେଇ ଉଚ୍ଚସ୍ତରୀୟ ବୈଠକ

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଏନେଇ ତଥ୍ୟ ଯୋଗାଡରେ ଲାଗିପଡିଛନ୍ତି ରାଜ୍ୟ ସରକାର । କୋଟିଆର ସ୍ଥିତି ନେଇ ସମୀକ୍ଷା କରାଯାଇଛି । ରାଜସ୍ୱ ବିଭାଗ ସଚିବ, ଅତିରିକ୍ତ ସଚିବ, ଆଇନ୍ ସଚିବ, ଜିଲ୍ଲାପାଳ ପ୍ରମୁଖ ଗୁଗୁଲମିଟ୍ ଜରିଆରେ କରିଛନ୍ତି ଆଲୋଚନା ।…

ଟ୍ରାକ୍ଟର ରାଲି, ଚକା ଜାମ୍ ପରେ ରେଳ ରୋକ୍ ପାଇଁ ନିଷ୍ପତ୍ତି : ଆଜି ସାରାଦେଶରେ ୪ ଘଂଟିଆ ରେଳରୋକ ପାଇଁ ଚାଷୀ ସଂଗଠନର…

କନକ ବ୍ୟୁରୋ : ଆଜି ସାରା ଦେଶରେ ଚାଷୀ କରିବେ ରେଳ ରୋକ୍ । ଦେଶବ୍ୟାପୀ ୪ ଘଂଟିଆ ରେଳରୋକ କରିବାକୁ ନିଷ୍ପତ୍ତି ନେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଦିନ ୧୨ଟାରୁ ୪ ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳରୋକ କରିବା ପାଇଁ ଚାଷୀ ସଂଗଠନ ଘୋଷଣା କରିଛନ୍ତି । ଏହାକୁ ନଜରରେ ରଖି ପଂଜାବ, ହରିୟାଣା,…

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । କୋଟିଆ ଓ ବାଇ-ଲ ପ୍ରସଙ୍ଗରେ ସରଗରମ ହୋଇପାରେ ବିଧାନସଭା । ଚଳିତ ଅଧିବେଶନରେ ଚାଲିବ…

କନକ ବ୍ୟୁରୋ: ଆଜିଠୁ ବିଧାନସଭା ବଜେଟ ଅଧିବେଶନ । ଫେବୃଆରୀ ୧୮ରୁ ମାର୍ଚ୍ଚ ୩୧ ଯାଏଁ ଦୁଇଟି ପର୍ଯ୍ୟାୟରେ ଚାଲିବ ଚଳିତ ଅଧିବେଶନ । ଫେବୃଆରୀ ୨୨ ତାରିଖରେ ଆଗତ ହେବ ବଜେଟ୍ । ପୂର୍ବ ଅଧିବେଶନରେ କରୋନା କଟକଣା ଯୋଗୁଁ ପ୍ରଶ୍ନକାଳ ନଥିବା ବେଳେ ଏଥର କିନ୍ତୁ ପ୍ରଶ୍ନକାଳ ରହିବ ବୋଲି ସର୍ବଦଳୀୟ…