Daily Archives

September 4, 2020

ଭାରତ ଓ ଋଷ ମଧ୍ୟରେ ଚୁକ୍ତି ସମ୍ପର୍ଣ୍ଣ । ଭାରତରେ ତିଆରି ହେବ ଅତ୍ୟାଧୁନିକ ଏକେ-୨୦୩ ବନ୍ଧୁକ

କନକ ବ୍ୟୁରୋ : ଭାରତରେ ତିଆରି ହେବ ଅତ୍ୟାଧୁନିକ ଏକେ-୨୦୩ ବନ୍ଧୁକ । ଏନେଇ ଭାରତ ଓ ଋଷ ମଧ୍ୟରେ ଚୂଡାନ୍ତ ଚୁକ୍ତି ସମ୍ପନ୍ନ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମସ୍କୋ ଗସ୍ତ ଅବସରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ମସ୍କୋ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏକେ ୪୭ ସିରିଜ୍ର…

ସୀମା ବିବାଦ ପ୍ରସଙ୍ଗରେ ଭାରତର ସ୍ପଷ୍ଟୋକ୍ତି । କଥାବାର୍ତା ହିଁ ସମାଧାନର ଏକମାତ୍ର ବିକଳ୍ପ । ବିଶେଷଜ୍ଞଙ୍କ ମତ,…

କନକ ବ୍ୟୁରୋ : ଚୀନ-ଭାରତ ସୀମାରେ ଦେଖାଯାଇଥିବା ସମସ୍ୟାର ସମାଧାନ କେବଳ ଦ୍ୱିପାକ୍ଷିକ ଆଲୋଚନାରେ ସମ୍ଭବ । ଶାନ୍ତି ଫେରାଇ ଆଣିବା ପାଇଁ କେବଳ କଥାବାର୍ତା ହିଁ ବିକଳ୍ପ ବୋଲି ଚୀନକୁ କହିଛି ଭାରତ । ସୀମାରେ ଚାଲିଥିବା ଅଶାନ୍ତ ପରିବେଶ ପାଇଁ ଭାରତ ଚୀନକୁ ଦାୟୀ କରୁଥିବା ବେଳେ ବୈଦେଶିକ…