Daily Archives

September 2, 2020

ଆଜି ଜେଇ ମେନ୍ ଦ୍ୱିତୀୟ ଦିନର ପରୀକ୍ଷା : କୋଭିଡ୍ କଟକଣାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଛନ୍ତି ପରୀକ୍ଷାର୍ଥୀ;…

କନକ ବ୍ୟୁରୋ : ସାରା ଦେଶରେ ଚାଲିଛି ଜେଇଇ ମେନ ପରୀକ୍ଷା  । ଆଜି ହେଉଛି ଜେଇଇ ମେନ୍ ପରୀକ୍ଷାର ଦ୍ୱିତୀୟ ଦିନ । କୋଭିଡ କଟକଣା ମଧ୍ୟରେ ସମସ୍ତ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । ସାରଦେଶରେ ଆଜି ୯ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ୬୬୦ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି  । ୨…

ବନ୍ୟା ପାଣି ବୁଡାଇ ଦେଲା ଘରର ତାଜା । ଛାତ ଉପରେ ବିତୁଛି ଜୀବନ, ସହାୟତାକୁ ଅପେକ୍ଷା

କନକ ବ୍ୟୁରୋ : ତିନି ଦିନ ହେଲା ଛାତ ଉପରେ ବିତୁଛି ଜୀବନ। ଘର ଭିତରେ ଆଣ୍ଠୁଏ ପାଣି। ସରୀସୃପଙ୍କ ଭୟ। ତଳକୁ ଆସିବାକୁ ଡର। ସେହି ଛାତ ଉପରେ ତମ୍ବୁ ଟାଣି ରୋଷେଇ, ଖାଇବା, ପିଇବା, ସବୁ କିଛି। କେବଳ ପାଣି ପାଇଁ ତଳକୁ ଓହ୍ଲାଇ ଯିବାକୁ ପଡୁଛି ଅଧ କିଲୋମିଟର। ଲାଇନରେ ଛିଡା ହୋଇ ପାଣି…

ଏଣିକି ସ୍ୱାଭାବିକ ହେବ ବସ ଚଳାଚଳ ବୋଲି କହିଲେ ପରିବହନ ମନ୍ତ୍ରୀ । ସେପଟେ କରୋନା ପାଇଁ ଭୟରେ ବସରେ ଯାତ୍ରୀ ହେଉନଥିବା…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ କଟକଣା ସମ୍ପୂର୍ଣ୍ଣ ହଟାଇଛନ୍ତି। ଏବେ ଯାତ୍ରୀବାହୀ ବସ୍‌ ଚଳାଚଳ ସ୍ବାଭାବିକ ହେବ। ଆଜି ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।…

ବନ୍ୟା ପାଣିରେ ବୁଡିରହିଛି ଗାଁ । ବଢିଚାଲିଛି ବନ୍ୟା ବିପନ୍ନଙ୍କ ସଂକଟ

କନକ ବ୍ୟୁରୋ : ଭାର୍ଗବୀ ନଦୀ ବନ୍ୟାରେ ବାଲିଅନ୍ତା ବ୍ଲକର ପୁରୋହିତପୁର ଏବଂ ଝିଣ୍ଟିଶାସନ ପଞ୍ଚାୟତ ବିପୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ୫ଦିନ ହେଲାଣି ଏହି ଦୁଇ ପଞ୍ଚାୟତର ବହୁ ଗାଁ ପାଣି ଘେରରେ ରହିଛି। ଅଧିକାଂଶ ଲୋକଙ୍କ ଚାଳଘର ମାଟିରେ ମିଶି ଯାଇଛି। ଶହ ଶହ ହେକ୍ଟର ଧାନ ଓ…

ଟେନସନ ଦେଉଛି କରୋନା : ଅଧିକାଂଶ ସରକାରୀ କାର୍ଯ୍ୟାଳୟକୁ ଛାଇଗଲାଣି ମହାମାରୀ

କନକ ବ୍ୟୁରୋ : ରାଜଧାନୀରେ ଏବେ କେଉଁଦିନ ୫୦୦ରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି ତ କେଉଁଦିନ ୩୦୦ରୁ ଅଧିକ। ଅଗଷ୍ଟ ମାସ ଯାକ ତ ପ୍ରାୟ ପ୍ରତିଦିନ ୩୦୦ରୁ ଅଧିକ ଆକ୍ରାନ୍ତ ବାହାରିଲେ। ଏବେ ସବୁ ଅଫିସ, ମଲ୍‌, ଦୋକାନ ବଜାର ଖୋଲିଦିଆଯାଇଛି। କେଉଁଠି କାହା ଉପରେ କିଛି କଟକଣା ନାହିଁ। ହେଲେ…

ଘାତକ ହେଲା ଅଗଷ୍ଟ, ମାସକରେ ୭୧ହଜାରରୁ ଅଧିକ ସଂକ୍ରମିତ, ୩୧୫ ମୃତ

କନକ ବ୍ୟୁରୋ : କରୋନା ଲଢ଼େଇ ଜୋରଦାର ହେଉଥିବା ବେଳେ ଘାତକ ସାଜିଲା ଅଗଷ୍ଟ ମାସ। କେବଳ ଏହି ମାସରେ ହିଁ ରାଜ୍ୟରେ ୭୧ହଜାରରୁ ଅଧିକ ‌କରୋନା ଆକ୍ରାନ୍ତ ହୋଇଛନ୍ତି। ଯାହାକି ରାଜ୍ୟର ସମୁଦାୟ ସଂକ୍ରମଣର ୬୭ ପ୍ରତିଶତ ବୋଲି ଜଣାପଡ଼ିଛି। ଗଞ୍ଜାମ ସମେତ ଖୋର୍ଧା, କଟକ ଜିଲ୍ଲାରେ ଦ୍ରୁତ…