Daily Archives

July 18, 2020

ଶ୍ରୀନଗରରେ ରାଜନାଥ : ଆଜି ଏଲଓସିରେ ସ୍ଥିତି ସମୀକ୍ଷା କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ; ଗତକାଲି ଲଦାଖରେ…

କନକ ବ୍ୟୁରୋ : ରାଜନାଥ ସିଂଙ୍କ ମିଶନ ବର୍ଡର ଗସ୍ତର ଆଜି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ଲଦାଖ ଏଲଏସିରେ ସେନାର ପ୍ରସ୍ତୁତି ତଦାରଖ କରିବା ସହ ରାଜନାଥ କରିଥିଲେ ସ୍ଥିତି ସମୀକ୍ଷା । ଏହା ପରେ ଫେରି ଆସିଥିଲେ ଶ୍ରୀନଗର । ଏଠାରେ ସେନା ଅଧିକାରୀଙ୍କ ସହ ଏଲଓସିର ସୀମା ସୁରକ୍ଷା ସ୍ଥିତି…

ଦେଶରେ ପ୍ରଥମ ରାଜ୍ୟ ଭାବେ କରୋନାର ଗୋଷ୍ଠୀ ସଂକ୍ରମଣକୁ ସ୍ୱୀକାର କଲା କେରଳ: ଶୁକ୍ରବାର ରାଜ୍ୟର ୭୯୧ ସଂକ୍ରମିତଙ୍କ…

କନକ ବ୍ୟୁରୋ: କେରଳ ଆରମ୍ଭ ହେଲାଣି କରୋନାର କମ୍ୟୁନିଟି ଟ୍ରାନ୍ସମିଶନ୍ ବା ଗୋଷ୍ଠୀ ସଂକ୍ରମଣ । ଦେଶରେ ମହାମାରୀ କରୋନାର ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । କ୍ୱାରେଂଟିନ ସେଂଟରରୁ ନୂଆ ସଂକ୍ରମଣ ମାମଲା ସହ ତାଳଦେଇ ଲୋକାଲ କେସ୍ ବାହାରିବାରେ ଲାଗିଛି । ତଥାପି ଗୋଷ୍ଠୀ ସଂକ୍ରମଣକୁ ଏଯାଏଁ…

କୋଭିଡ ହସ୍ପିଟାଲରେ ଡିସକୋ ଡ୍ୟାନ୍ସ ଘଟଣା : ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ପରେ ଦାମନ ଯୋଡି ନାଲକୋ ନେଲା…

କନକ ବ୍ୟୁରୋ : କୋଭିଡ ହସ୍ପିଟାଲରେ ଅନ୍ତେବାସୀଙ୍କ ଡିସକୋ ଡ୍ୟାନ୍ସ ଘଟଣା । ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ଦାମନଯୋଡି ନାଲକୋ । ଜଣେ ସିଆଇଏସଏଫ କର୍ମଚାରୀଙ୍କୁ ନିଲମ୍ୱିତ କରାଯାଇଛି । ଗତକାଲି ଏପରି ଏକ ଭିଜୁଆଲ ଭାଇରାଲ୍ ହୋଇଥିଲା । ଜୟପୁର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ…

ଲକଡାଉନ୍ ବେଳେ ବନ୍ଦ ରହିବ ସିଟି ବସ୍ ସେବା । ଜୁଲାଇ ୩୧ ଯାଏଁ ଭୁବନେଶ୍ୱର ସହରରେ ଗଡିବନି ‘ମୋ ବସ୍’

କନକ ବ୍ୟୁରୋ: ଜୁଲାଇ ୩୧  ପର୍ଯ୍ୟନ୍ତ ଭୁବନେଶ୍ଵର ସହରରେ ଗଡ଼ିବନି ‘ମୋ ବସ୍’। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ରାତି ୯ଟାରୁ ଜୁଲାଇ ୩୧ ତାରିଖ ମଧ୍ୟରାତି  ପର୍ଯ୍ୟନ୍ତ ଲକଡାଉନ୍ କଟକଣା ଜାରି ହୋଇଛି। ତାହାକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ‘ମୋ ବସ୍’ ସେବା ବନ୍ଦ ରହିବ ବୋଲି…

ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣା: ଅଡ଼ୁଆ ସୂତାରେ ଛନ୍ଦି ହେଉଛି ପୁଲିସ; ପତ୍ନୀ ବିଦ୍ୟାଶ୍ରୀଙ୍କୁ ସାଢ଼େ ୩ ଘଣ୍ଟା…

କନକ ବ୍ୟୁରୋ: ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନକୁ ଦିନ ଅଡ଼ୁଆ ସୂତାରେ ଛନ୍ଦି ହେବାରେ ଲାଗିଛି। ୧୧ ଦିନ ବିତିବା ପରେ ବି ରେଳବାଇ ପୁଲିସ ଏହି ରହସ୍ୟମୟ ମୃତ୍ୟୁ ମାମଲା ଉପରୁ ସ୍ପଷ୍ଟ ଭାବେ ପରଦା ହଟାଇବାରେ ସଫଳ ହୋଇପାରିନାହିଁ। ଲୋକ ପାଇଲଟ୍ଙ୍କ ମତାମତ ଓ ଷ୍ଟେସନରେ ଲାଗିଥିବା…

ଯୁକ୍ତ୨ ପରୀକ୍ଷା ଫଳ କେବେ ବାହାରିବ ? ଖାତା ଦେଖିବାକୁ ଆସୁନାହାନ୍ତି ଅଧ୍ୟାପକ । ୩୫ କେନ୍ଦ୍ରରେ ମୂଲ୍ୟାୟନ ପ୍ରଭାବିତ…

କନକ ବ୍ୟୁରୋ : ଯୁକ୍ତ୨ ପରୀକ୍ଷା ଫଳ କେବେ ବାହାରିବ? ଜୁଲାଇ ଶେଷ ସପ୍ତାହ ନା ଅଗଷ୍ଟ ପ୍ରଥମ ସପ୍ତାହ। ନା ଆହୁରି ବିଳମ୍ବ ହେବ । ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଏଭଳି ପ୍ରଶ୍ନ ଉଠିଛି । ଆଉ ଏହାର ଉତ୍ତରରେ…