Daily Archives

July 12, 2020

୨୫୦ ସେବାୟତଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ: ଶ୍ରୀମନ୍ଦିର ପ୍ରଶାସନ ଦେବ ଆବଶ୍ୟକ ଜାଗା; କରୋନା ପାଇଁ ଦୁଇଗୁଣା…

କନକ ବ୍ୟୁରୋ: ଶ୍ରୀମନ୍ଦିର ସେବାୟତମାନଙ୍କ ସାମାଜିକ ଓ ଅର୍ଥନୈତିକ ସର୍ଭେ କରାଯିବ। କେତେ ସେବାୟତ ପରିବାର ଅଛନ୍ତି, ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ ସେ ନେଇ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ ହେବ। ପ୍ରାୟ ୨୫୦ ଗରିବ ସେବାୟତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ…

କାରାଗାର ବିଭାଗକୁ କରୋନା ଭୟ : ୨ ମାସରେ ୪ ଜେଲ୍‌ ସଂକ୍ରମିତ; ୧୬ ହଜାର କଏଦୀଙ୍କୁ ବିପଦ

କନକ ବ୍ୟୁରୋ :  କାରାଗାର ବିଭାଗକୁ କରୋନା ଭୟ ମାଡ଼ି ବସିଲାଣି। ଏବେ ସୁଦ୍ଧା ରାଜ୍ୟରେ ୪୩ ବିଚାରାଧୀନ କଏଦୀ ଓ ୱାର୍ଡର ସଂକ୍ରମିତ ହୋଇସାରିଲେଣି। ସଂକ୍ରମଣ ତାଲିକାରେ ବ୍ରହ୍ମପୁର ସର୍କଲ ଜେଲ୍‌ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୌଦ୍ୱାର ଜେଲ୍‌ ରହିଛି ଦ୍ୱିତୀୟରେ । ବ୍ରହ୍ମପୁର ଜେଲ୍‌ରେ…

ଆରମ୍ଭ ହେଲା ସେରୋ ସର୍ଭେ : ବୁଧବାର ସୁଦ୍ଧା ରିପୋର୍ଟ ଆସିବ, ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ଜଣାପଡ଼ିବ

କନକ ବ୍ୟୁରୋ : ରାଜଧାନୀବାସୀଙ୍କ ଶରୀରରେ କରୋନା ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଅଛି କି ନାହିଁ, ବ୍ୟକ୍ତି ଜଣଙ୍କ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ, ଶରୀରରେ ରୋଗ ପ୍ରତି‌ରୋଧ ଶକ୍ତି ବିକଶିତ ହୋଇଛି କି ନାହିଁ, ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି କି…

ଆସନ୍ତା ୪୮ ଘଣ୍ଟା ବର୍ଷା: ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ: ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏହାସହ ନୂଆପଡ଼ା, କଳାହାଣ୍ଡି,…

ଆସନ୍ତା ୧୩ ଓ ୧୪ରେ ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା

କନକ ବ୍ୟୁରୋ :ମୌସୁମୀ ବର୍ଷା ଏବେ ରାଜ୍ୟରେ ସ୍ୱାଭାବିକ ରହିଥିଲେ ମଧ୍ୟ ବର୍ଷାର ପରିମାଣ କମ୍ ରହିଛି। ମୌସୁମୀ ଟ୍ରାଫ୍‌ ଏବେ ଉତ୍ତର ଆଡ଼କୁ ଗତ କରୁଛି। ଏହି ସମୟରେ ମୌସୁମୀ ସାଧାରଣତଃ ଦୁର୍ବଳ ରହିଥାଏ। ଆସନ୍ତା କିଛି ଘଣ୍ଟା ପାଇଁ ଉତ୍ତର-ଦକ୍ଷିଣ ଟ୍ରାଫ୍‌ ଲାଇନ୍‌ ଓଡ଼ିଶା ଉପରେ ରହିଛି।…

କରୋନା ସହ ଲଢି ହାରିଗଲେ କରୋନା ଯୋଦ୍ଧା: କୋଭିଡ୍ ଯୋଗୁଁ ରାଜ୍ୟରେ ସାମ୍ବାଦିକଙ୍କ ମୃତ୍ୟୁ ନେଇ ଆସିଲା ଖବର; ଦୈନିକ ଖବର…

କନକ ବ୍ୟୁରୋ: କରୋନା ସହ ଲଢି ହାରିଗଲେ କରୋନା ଯୋଦ୍ଧା । ଗଞ୍ଜାମ ଜିଲ୍ଲାରେ କରୋନାରେ ସଂକ୍ରମିତ ହୋଇଥିବା ଦୈନିକ ଖବର କାଗଜ ସମାଜର ହିଞ୍ଜିଳିି ପ୍ରତିନିଧି ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କର ମୃତ୍ୟୁ ହୋଇଛି । ସେ କରୋନା ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ…