Daily Archives

May 25, 2020

ବଢ଼ିଚାଲିଛି କରୋନା ସଂକ୍ରମଣ, କୋହଳ ହେଉଛି କଟକଣା । ଅର୍ଥନୀତି ଗାଡ଼ିକୁ ପୁଣି ଟ୍ରାକକୁ ଫେରାଇବା ପାଇଁ କିଛି ଅଙ୍କୁଶ…

କନକ ବ୍ୟୁରୋ: ଗୋଟିଏ ପଟେ କରୋନା ଭୟ, ଅନ୍ୟପଟେ ଅର୍ଥନୀତି ଚିନ୍ତା । ଏହାରି ଭିତରେ ଫସି ଯାଇଛି ପୂରା ବ୍ୟବସ୍ଥା । ବର୍ତମାନ ପରିସ୍ଥିତି ଏପରି ହୋଇଛି ଯେ ବ୍ୟକ୍ତିଗତ ସ୍ତରରେ କିପରି ସଂକ୍ରମିତ ନହେବେ, ସେଥିପାଇଁ ଅଧିକ ଯତ୍ନବାନ ହେବାକୁ ପଡ଼ିବ । କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ…

ପାଳନ ହେବ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଉତ୍ସବ । ସବୁଜ ସଂକେତ ଦେଲେ ସରକାର, ବିନା ଶୋଭାଯାତ୍ରା ଓ ସାଜସଜ୍ଜାରେ ଅନୁଷ୍ଠିତ…

କନକ ବ୍ୟୁରୋ: ଲିଙ୍ଗରାଜଙ୍କ ରୁକୁଣା ରଥ ହେଲାନି, କିନ୍ତୁ ଆୟୋଜିତ ହେବ ମହାପ୍ରଭୁଙ୍କ ବିବାହ ଉତ୍ସବ । ଶୀତଳ ଷଷ୍ଠୀ ଶିବ ପାର୍ବତୀ ବିବାହ ପାଇଁ ମିଳିଛି ପ୍ରଶାସନିକ ଅନୁମତି । ବିଏମସି କମିଶନଙ୍କ ପକ୍ଷରୁ ମିଳିଛି ଅନୁମତି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ ରଖିଛି ବିଏମସି । ବିନା…

କାଲିଠୁ ଟ୍ୱିନ୍-ସିଟିରେ ଚାଲିବ ‘ମୋ ବସ୍’ । ସକାଳ ୭ରୁ ସନ୍ଧ୍ୟା ୭ ସାତଟି ରୁଟ୍ ଦେଇ ଚାଲିବ ବସ୍ । ପ୍ରତି ଅଧଘଣ୍ଟାରେ…

କନକ ବ୍ୟୁରୋ: କାଲିଠୁ ଗଡ଼ିବ ‘ମୋ ବସ୍’ । ଟ୍ୱିନ୍-ସିଟିରେ ମୋ ବସ୍ ଚଳାଚଳକୁ ସରକାରଙ୍କ ଗ୍ରୀନ୍ ସିଗନାଲ । ଆସନ୍ତାକାଲିଠାରୁ ୭ଟି ରୁଟଦେଇ ଗଡ଼ିବ ମୋ ବସ୍ ବୋଲି ସରକାର ନିଷ୍ପତି ନେଇଛନ୍ତି । େତେବ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୋ ବସ୍ ଗଡ଼ିବ । ସବୁଠାରୁ ବଡ଼ କଥା ହେଲା, ଏହି ୭ଟି…

ଲଦାଖର ଭାରତ-ଚୀନ ସୀମାରେ ଉତ୍ତେଜନା ଜାରି: ସୀମାରେ ଚୀନର ୫ ହଜାର ସେନା ମୂତୟନ ପରେ ଜବାବରେ ସୈନ୍ୟ ସଂଖ୍ୟା ବଢ଼ାଇଲା…

କନକ ବ୍ୟୁରୋ: ଲଦାଖସୀମାରେ ଚିନ୍ ଖେଳୁଛି କି ଚାଲ୍? ଯେତେବେଳେ ଲଦାଖରେ ଥିବା ଭାରତ ଚୀନ ସୀମାରେ ଉତ୍ତେଜନା ଜାରି ରହିଛି । ଏହି ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣରେଖା ନିକଟରେ ଚୀନ ସେନା ପ୍ରାୟ ୫ ହଜାର ଯବାନ ମୁତୟନ କରିଥିବାରୁ ଭାରତ ମଧ୍ୟ ନିଜର ସୈନିକ ସଂଖ୍ୟା ବୃଦ୍ଧି କରିବାରେ କରିଛି ।…

ଜଗତସିଂହପୁର ଭତ୍ତା ଦୁର୍ନୀତି ଘଟଣାରେ ନୂଆ ମୋଡ । ଦୁର୍ନୀତିର ପର୍ଦ୍ଦାଫାଶ କରିଥିବା ସୂଚନା ଅଧିକାର କର୍ମୀଙ୍କ ନାଁରେ…

କନକ ବ୍ୟୁରୋ: ଜଗତସିଂହପୁର ତିାର୍ତୋଲ ବ୍ଲକ୍ ଗୋପାଳପୁର ପଂଚାୟତରେ ଭତ୍ତା ଦୁର୍ନୀତି ନେଇ ଖବର ଗଣମାଧ୍ୟମରେ ପ୍ରସାରଣ ପରେ ଘଟଣା ନେଇଛି ନୂଆ ମୋଡ । ଯେଉଁ ସୂଚନା ଅଧିକାର କର୍ମୀ ଏହି ଘଟଣାକୁ ପ୍ରଥମେ ସାମ୍ନାକୁ ଆଣିଥିଲେ ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ଥାନାରେ ଏତଲା ଦିଆଯାଇଛି ।…

ସତର୍କ ରୁହ ୧୧ ଜିଲ୍ଲା! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳ ବଢ଼ିପାରେ ଗ୍ରୀଷ୍ମ ପ୍ରବାହ । ଏହି…

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ।  ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ମାଲକାନଗିରି, କଳାହାଣ୍ଡି ଓ ଅନୁଗୁଳ ପ୍ରମୁଖ ୧୧ଟି ଜିଲ୍ଲାରେ…