Daily Archives

May 21, 2020

ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସ୍ ଦୁର୍ଘଟଣା । ୪୦ରୁ ଅଧିକ ପ୍ରବାସୀ ଆହତ, ଉଦ୍ଧାର କାମ ଜାରି

କନକ ବ୍ୟୁରୋ: ପୁଣି ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ । ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକା ଯାତ୍ରୀ ଆହତ ହୋଇଛନ୍ତି । ତେବେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସ୍ ଦୁର୍ଘଟଣାରେ ଆହାତ…

ଖେଳଣା ବିକି ପେଟ ପୋଷିବାକୁ ଆସିଥିଲେ . . . . ୨୦ ହଜାର ଟଙ୍କା ପାଇଁ ବନ୍ଧା ପଡ଼ିଛି ୪୦ ଜୀବନ, ଗାଁ’କୁ ଫେରିବାକୁ ଭିକ…

କନକ ବ୍ୟୁରୋ : ଖେଳଣା ବିକି ପେଟ ପୋଷିବାକୁ ଆସିଥିଲେ । ପ୍ରତିବର୍ଷ ପରି ଏଥର ବି ଖଣ୍ଡଗିରି ମେଳା ପୂର୍ବରୁ ପିଲା ଛୁଆ ସଂସାର ନେଇ ମହାରାଷ୍ଟ୍ର ନାଗପୁରରୁ ଛୁଟି ଆସିଥିଲେ ଖଣ୍ଡଗିରି । ରାଜଧାନୀରେ ବିଭିନ୍ନ ମେଳଣ ସ୍ଥ‌ଳରେ ବେଲୁନ ଓ ଖେଳଣା ବିକି ଭଲ ରୋଜଗାର ବି କରିଥିଲେ । ଆଉ ଦିନ କେଇଟା…

ଗଞ୍ଜାମ ଜିଲ୍ଲାରେ ଆଉ ଜଣଙ୍କ ମୃତ୍ୟୁ : ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

କନକ ବ୍ୟୁରୋ : ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ । ଆଜି ନୂଆ ୫୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ପୁଣି ଜଣଙ୍କର ଜୀବନ ଯାଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାରୁ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଏକହାକୁ ମିଶାଇ ଗଞ୍ଜାମରେ ୩ ଜଣ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଗଞ୍ଜାମର…

ରାଜ୍ୟରେ ନୂଆ ୫୧ ପଜିଟିଭ୍ ଚିହ୍ନଟ । ୧୧୦୦ ଟପିଲା ସଂକ୍ରମିତଙ୍କ ସଂଖ୍ୟା । କରୋନାରେ ଆଉ ଜଣେ ମୃତ । ୭୫୩ ଜଣ…

କନକ ବ୍ୟୁରୋ : ରାଜ୍ୟରେ ଆଉ ନୂଆ ୫୧ କରୋନା ପଜିଟିଭ୍ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୧୦୩ରେ ପହଞ୍ଚିଲା କରୋନା ରୋଗୀ । ଆଜି ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ…

କୋଣାର୍କ ହେବ ସୂର୍ଯ୍ୟନଗରୀ । ସୂର୍ଯ୍ୟମନ୍ଦିର ଓ ସହରକୁ କରାଯିବ ଶତପ୍ରତିଶତ ସୌରଚାଳିତ । ୧୦ ମେଗାୱାଟ ଗ୍ରୀଡର ସୌର…

କନକ ବ୍ୟୁରୋ : କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ସହରକୁ ସମ୍ପୁର୍ଣ୍ଣ ସୌର ଚାଳିତ କରିବା ପାଇଁ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରାଳୟ ନିସ୍ପତି ନେଇଛି । ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜ କୁମାର ସିଂହ କହିଛନ୍ତି, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ…

ହାତରେ ତୂଳୀ, ଚଟାଣ ଉପରେ ରଙ୍ଗ ଡବା । ସଙ୍ଗରୋଧ କେନ୍ଦ୍ରର ଚିତ୍ର ବଦଳାଇ ଦେଲେ ପ୍ରବାସୀ ଓଡ଼ିଆ । କାନ୍ଥରେ…

କନକ ବ୍ୟୁରୋ : ହାତରେ ତୂଳୀ । ଚଟାଣ ଉପରେ ରଖାଯାଇଛି ରଙ୍ଗ ଡବା । ବିଦ୍ୟାଳୟର ପାଚେରି ଉପରେ ଆଙ୍କି ଚାଲିଛନ୍ତି ଜଣକ ପରେ ଜଣେ ମହାପୁରୁଷଙ୍କ ଚିତ୍ର । ସାରାଦିନ ଏଥିରେ ସେମାନେ ନିମଗ୍ନ । ଗୁମ୍‌ସୁମ୍ ଭାବେ ଦିନ ସାରା ଗୋଟିଏ କୋଠରିରେ ଅପେକ୍ଷା ବସିବା ଅପେକ୍ଷା ବିଦ୍ୟାଳୟ ହତାର…