Daily Archives

April 23, 2020

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ନୂଆ ୪ ପଜିଟିଭ ପରେ ଜିଲ୍ଲାରେ ୧୨କୁ…

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ । ପୁଣି ୪ ଜଣଙ୍କ ନମୂନାରେ କରୋନା ପଜିଟିଭ । ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ପୂର୍ବରୁ ଯାଜପୁରରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ…

ବର୍ଦ୍ଧିିତ ମହଙ୍ଗା ଭତ୍ତା ବାତିଲ୍ : କରୋନା ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ୨୦୨୧ ଜୁଲାଇ ଯାଏଁ…

କନକ ବ୍ୟୁରୋ : କରୋନା ସଙ୍କଟ ଦେଶର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି । ଏହାରି ଭିତରେ କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୨୦୨୧ ଜୁଲାଇ ଯାଏଁ କେନ୍ଦ୍ର କର୍ମଚାରୀଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା ଉପରେ କଟକଣା ଜାରି କରାଯାଇଛି । ଏହି ନିଷ୍ପତତ୍ତ ଦ୍ୱାରା…

କୋକସରା ଆମ୍ବପାଣିରେ ସଙ୍ଗରୋଧ ଗୃହରୁ ୨୫ ଶ୍ରମିକ ଫେରାର : ୬୪ ଜଣଙ୍କ ମଧ୍ୟରୁ ରାତିରେ ଛୁ ମାରିଲେ ୨୫ ଜଣ, ସ୍ଥାନୀୟ…

କନକ ବ୍ୟୁରୋ : କୋକସରା ଆମ୍ବପାଣିରେ ସଙ୍ଗରୋଧ ଗୃହରୁ ଶ୍ରମକ ଫେରାର । ଗତକାଲି ରାତିରେ ୨୫ ଶ୍ରମିକ ଫେରାର ହୋଇଯାଇଛନ୍ତି । ସଙ୍ଗରୋଧ ଗୃହରେ ମୋଟି ୬୪ ଜଣ ରହୁଥିଲେ । ଆଉ ସେମାନଙ୍କ ମଧ୍ୟରୁ ଗତକାଲି ରାତିରେ ୨୫ ଜଣ ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ସରପଞ୍ଚ ଏନେଇ ସୂଚନା ଦେଇଛନ୍ତି ।…

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ : ଭୁବନେଶ୍ୱରର ଜଣେ ଆକ୍ରାନ୍ତ ସୁସ୍ଥ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ…

କନକ ବ୍ୟୁରୋ : ଓଡ଼ିଶା ତଥା ରାଜଧାନୀ ଭୁବନେଶ୍ୱର ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ଗତକାଲି ମଧ୍ୟ ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଆଜି ବି ଜଣେ ଆକ୍ରନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟରେ ଆଜି ସୁଦ୍ଧା ୩୩ ଜଣ ଲୋକ କରୋନା…

କରୋନା ବିରୋଧୀ ଯୁଦ୍ଧରେ ସାମିଲ ହେଲେ ଦେଶର ପ୍ରଥମ ମହିଳା : ମାସ୍କ ତିଆରି କରି ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ…

କନକ ବ୍ୟୁରୋ : କରୋନା ବିରୋଧୀ ଯୁଦ୍ଧରେ ସାମିଲ ହେଲେ ଦେଶର ପ୍ରଥମ ମହିଳା । ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି ମାସ୍କ ବ୍ୟବହାର । କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରୁ ନିରାପଦ ରହିବାକୁ ସମସ୍ତେ ଫେସ୍ ମାସ୍କ୍ ପିନ୍ଧିବା ଛଡ଼ା ଲୌକିକ…

ଏଣିକି ଡାକ୍ତରଙ୍କୁ ଆକ୍ରମଣ କରିବା ପଡିବ ମହଙ୍ଗା : ମହାମାରୀ ରୋଗ ଆଇନରେ ସଂଶୋଧନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ,…

କନକ ବ୍ୟୁରୋ : ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ଏବେ ପଡିବ ମହଙ୍ଗା । ଏଭଳି କଲେ ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଜେଲ ସହ ଜୋରିମାନା ବି ହେବ । ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ଜାମିନବିହୀନ ଅପରାଧ ହେବ ।  କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ କିମ୍ବା ସେମାନଙ୍କ…