Daily Archives

April 23, 2020

କଣ୍ଟେନମେଣ୍ଟ୍ ଜୋନ ମୁକ୍ତ ହେବା ପରେ ରାଜଧାନୀରେ ଯାଞ୍ଚ କଡାକଡି : ବମିଖାଲରେ ଗାଡି ଚେକିଂ କରୁଛି ପୋଲିସ, ସେପଟେ…

କନକ ବ୍ୟୁରୋ : ଭୁବନେଶ୍ୱରର କଣ୍ଟେନମେଣ୍ଟ୍ ମୁକ୍ତ ଅଞ୍ଚଳ ହେବା ପରେ ସତ୍ୟନଗର, ସୂର୍ଯ୍ୟନଗର, ଓ ବମିଖାଲରେ ଯାଞ୍ଚ କଡାକଡି ହୋଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆ ଯିବା ପରେ ଆଜି ଏହି ଅଂଚଳ ଗୁଡିକରେ ଯାଞ୍ଚ ବ୍ୟବସ୍ଥା କଡାକଡି ରହିଛି । ସକାଳେ ଯିଏ ମଧ୍ୟ ପଦାକୁ…

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୬୮୧କୁ ବୃଦ୍ଧି : ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ଟପିଲା, ଆକ୍ରାନ୍ତ ଓ ମୃତ୍ୟୁ…

କନକ ବ୍ୟୁରୋ : ଭାରତରେ କରୋନା ଭାଇରସ୍ ସଂକ୍ରମଣ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ଟପିଛି । ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୩୯୩ରେ ପହଞ୍ଚିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ମୃତ୍ୟୁ…

ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର । ଆଜି ଠାରୁ ଖୋଲିବ ଢାବା ଓ ବହି ଦୋକାନ । ସାମାଜିକ ଦୂରତା ମାନିବାକୁ…

କନକ ବ୍ୟୁରୋ : ଆଜି ଠାରୁ ଭଦ୍ରକରେ ଖୋଲା ରହିବ ଢ଼ାବା ଓ ବହିଦୋକାନ । ଆଜିଠୁ ଭଦ୍ରକ ସହରରେ ଖୋଲିବ ବହି ଦୋକାନ । ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ବହି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁଦିନ ବହି ଦୋକାନ ଖୋଲିବାକୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ଭଣ୍ଡାରୀପୋଖରୀ ଓ…

ଆମେରିକାରେ ପୋଷା ବିଲେଇକୁ କରୋନା : ନ୍ୟୁୟର୍କରେ ଦୁଇ ବିଲେଇ ଶରୀରରେ ଭୂତାଣୁ ଚିହ୍ନଟ, ଘରର ସଦସ୍ୟ କିମ୍ବା ପଡୋଶୀ…

କନକ ବ୍ୟୁରୋ : ପୋଷା ବିଲେଇକୁ କରୋନା । ଆମେରିକାରେ ୨ଟି ପୋଷା ବିଲେଇ କରୋନା ସଂକ୍ରମଣ ଶିକାର ହୋଇଛନ୍ତି । ପ୍ରଥମଥର ପାଇଁ ଆମେରିକାରେ ପଶୁଙ୍କ ଦେହରେ ଏହି ସଂକ୍ରମଣ ହୋଇଛି ବୋଲି ଆମେରିକା ସରକାର ସ୍ପଷ୍ଟ କରିଛନ୍ତି । ଶ୍ୱାସ ରୋଗରେ ଆକ୍ରାନ୍ତ ଥିବା ଏହି ୨ଟି ବିଲେଇ ସେମାନଙ୍କ ମାଲିକ…

ରାଜ୍ୟରେ ବଢୁଛି  କରୋନା ପରୀକ୍ଷଣ କ୍ଷମତା । ଗତକାଲି ଗୋଟିଏ ଦିନରେ ପୁଣି ରେକର୍ଡ  ୨୨୦୯ ସାମ୍ପଲ୍ ଟେଷ୍ଟ । ବର୍ତ୍ତମାନ…

କନକ ବ୍ୟୁରୋ : କରୋନାକୁ ନେଇ ଦିନକୁ ଦିନ ବଢୁଛି ନମୂନା ପରୀକ୍ଷଣ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୨୨୦୯ଟି ନମୂନା ପରୀକ୍ଷା ହୋଇଛି । ମଙ୍ଗଳବାର ୨ ହଜାର ୨୭ଟି ନମୂନା ପରୀକ୍ଷା ହୋଇଥିଲା । ବୁଧବାର ଏହି ସଂଖ୍ୟାକୁ ଅତିକ୍ରମ କରି ୨ ହଜାର ୨୦୯ଟି ନମୂନା ପରୀକ୍ଷା ହୋଇଛି । ଏହା ରାଜ୍ୟ ପାଇଁ…

ଆଉ କେବେ ଜଗିବା? ୩ ସାମୁଦ୍ରିକ ଥାନାରେ କର୍ମଚାରୀ ଅଭାବ । ବିପଦରେ ସମୁଦ୍ର ବାଟ, ପଶ୍ଚିମବଙ୍ଗରୁ ସହଜରେ ଓଡିଶାକୁ…

କନକ ବ୍ୟୁରୋ :  ପଶ୍ଚିମବଂଗ ଏବେ ବିପଦ ପାଲଟିଛି ଓଡ଼ିଶା ପାଇଁ। ପ୍ରତ୍ୟେକ ଦିନ ଏଥିପାଇଁ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏବେ କେନ୍ଦ୍ରାପଡ଼ା ଜିଲ୍ଳା ପାଇଁ ଅଧିକ ବିପଦ ସୃଷ୍ଟି ହୋଇଛି। ପୂର୍ବରୁ କୋଲକାତାରୁ ଆସିଥିବା ରାଜନଗର ଅଞ୍ଚଳର ଜଣେ ଯୁବତୀ କରୋନା ସଂକ୍ରମିତ…