Daily Archives

April 19, 2020

ତାଲା ପଡ଼ିଛି ହେଲେ କାରବାର ଚାଲିଛି । ହ୍ୱାଟ୍ସଆପ ଗ୍ରୁପରେ ହେଉଛି ମଦର କଳାବଜାରୀ, ପୋଲିସ ପଞ୍ଝାରେ ପଡ଼ିଲା ୯୦୦ ପେଟି…

କନକ ବ୍ୟୁରୋ: ତାଲାବନ୍ଦ ସମୟରେ ମଦଦୋକାନରେ ସିନା ତାଲା ପଡ଼ିଛି, ହେଲେ ମଦର କଳାବଜାରୀ କରିବା ପାଇଁ ଅଭିନବ ଉପାୟ ଆପଣାଇଛନ୍ତି ଅସାଧୁ ବ୍ୟବସାୟୀ । ୱାଟ୍ସଆପ୍ ଗ୍ରୁପ ଜରିଆରେ ଚାଲିଛି ମଦର ବ୍ୟାପକ ବେଆଇନ କାରବାର । ଏଭଳି ଅଭିଯୋଗ ଆସିଛି ଅନୁଗୁଳ ସହରରୁ । ହ୍ୱାଟ୍ସଆପ୍ ଗ୍ରୁପରେ ବିଦେଶୀ ମଦର…

କରୋନା ପରୀକ୍ଷା ପାଇଁ ଆଗେଇ ଆସିଲେ ରାଜଧାନୀବାସୀ । ଭୁବନେଶ୍ୱରକୁ ହଟସ୍ପଟ ମୁକ୍ତ ଅଞ୍ଚଳ କରିବା ଅଭିଯାନରେ ହେଲେ ସାମିଲ…

କନକ ବ୍ୟୁରୋ: ପରୀକ୍ଷା ପାଇଁ ବଢୁଛି ଆଗ୍ରହ । କରୋନା ପରୀକ୍ଷା କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳିଛି । ଗତ ୩ ଦିନ ଭିତରେ ରାଜଧାନୀରେ ୨୫ଶହ ନମୁନା ସଂଗ୍ରହ ହୋଇଛି । ମାତ୍ର ତିନି ଦିନରେ ଏତେ ସଂଖ୍ୟାରେ ନମୁନା ସଂଗ୍ରହ ହୋଇ ପାରିଥିବାରୁ ମୁଖ୍ୟ ଶାସନ…

ବିଲରେ ସଢୁଛି ଚାଷୀର ସ୍ୱପ୍ନ । ମାଲକାନଗିରିରେ ଏକର ଏକର ଜମିରେ ସଢୁଛି ପୋଟଳ, କାମାକ୍ଷାନଗରରେ ନଷ୍ଟ ହୋଇଗଲା ବହୁ…

କନକ ବ୍ୟୁରୋ: କରୋନା କଟକଣା ଚାଷୀଙ୍କ ପାଇଁ ଆଣିଛି କଷ୍ଟ । ଜମିରେ ଅମଳ ହେଉଛି ପନିପରିବା କିନ୍ତୁ କିଣିବାକୁ ଗରାଖ ନାହାନ୍ତି । ଫଳରେ ନଷ୍ଟ ହେଉଛି ଫସଲ । ଫୁଲ କୋବି, ଟମାଟୋ ପରେ ଏବେ ପୋଟଳର ଅଭାବୀ ବିକ୍ରୀ । ବିଲରେ ହିଁ ପଚି ସଢି ନଷ୍ଟ ହେଉଛି ଚାଷୀଙ୍କ ପୋଟଳ । ସବୁଠାରୁ ବୋଝ ଉପରେ…

କରୋନା ସଙ୍କଟ ସମୟରେ ମୋଦିଙ୍କ ନୂଆ ମନ୍ତ୍ର: କହିଲେ, ଘର ବନିଛି ନୂଆ ଅଫିସ୍ ଏବଂ ଇଣ୍ଟରନେଟ୍ ପାଲଟିଛି ନୂଆ ବୈଠକ ଘର ।…

କନକ ବ୍ୟୁରୋ: କରୋନା ସହ ସାରା ଦୁନିଆ ଲଢେଇ କରୁଥିବା ବେଳେ ଭାରତର ପ୍ରଗତଶୀଳ ଯୁବ ବର୍ଗ ଅଧିକ ସୁସ୍ଥ ଓ ସମୃଦ୍ଧ ଭବିଷ୍ୟତ ପାଇଁ ରାସ୍ତା ଦେଖାଇ ପାରିବେ । ମହାମାରୀ କରୋନା ଭୁତାଣୁ ଏବେ କର୍ମଜୀବୀଙ୍କ ଜୀନବଶୈଳୀକୁ ବଦଳାଇ ଦେଇଛି । ରବିବାର ଲିଙ୍କଡ-ଇନରେ ପେଶାଦାର ଯୁବବର୍ଗଙ୍କୁ ସମ୍ବୋଧିତ…

ତାଲବନ୍ଦ ଯୋଗୁଁ ଫସିଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ରାଜ୍ୟ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ…

କନକ ବ୍ୟୁରୋ: ତାଲାବନ୍ଦ ଯୋଗୁଁ ଫସି ରହିଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟର ବଡ ନିଷ୍ପତି । ରାଜ୍ୟ ଭିତରେ ଶ୍ରମିକଙ୍କ ଯିବା ଆସିବା ନେଇ ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ନିୟମ ଆସନ୍ତାକାଲି ଠାରୁ ଲାଗୁ ହେବ । ଶ୍ରମିକଙ୍କୁ ଶିଳ୍ପ, ନିର୍ମାଣ, ଉତ୍ପାଦନ…

କରୋନା ଲଢେଇ ଲମ୍ବା ଲଢେଇ, ଆପଣ ସମସ୍ତେ ଜଣେ ଜଣେ ଯୋଦ୍ଧା । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ସବୁ ଜୀବନକୁ ସୁରକ୍ଷା…

କନକ ବ୍ୟୁରୋ: ମୁକାବିଲା ବେଳେ ପ୍ରତିଟି ଜୀବନ ମୂଲ୍ୟବାନ । ଅସାଧାରଣ ପରିସ୍ଥିତିରେ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ବାହାରେ ଥାଆନ୍ତୁ ବା ଓଡିଶା ଭିତରେ । ପ୍ରତିଟି ଓଡିଆଙ୍କ ଜୀବନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ କହିଛନ୍ତି । ତେବେ ଲକଡାଉନ ପାଇଁ…