Daily Archives

April 19, 2020

କରୋନାକୁ ନେଇ କେନ୍ଦ୍ର ସରକାରଙ୍କ ଆଶ୍ୱସ୍ତିକର ଖବର । ଗତ ୧୪ ଦିନ ଭିତରେ ଦେଶର ୪୩ ଜିଲ୍ଲାରେ ଚିହ୍ନଟ ହୋଇନାହାନ୍ତି…

କନକ ବ୍ୟୁରୋ: କରୋନା ନେଇ ତାଜା ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର । କରୋନାକୁ ନେଇ ସବୁଠାରୁ ଆଶ୍ୱସ୍ତିକର ଖବର ହେଉଛି, ଗତ ୧୪ ଦିନ ଭିତରେ ୩୦ ରାଜ୍ୟର ୪୩ ଜିଲ୍ଲାରେ ଗୋଟିଏ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଂଟାରେ…

ଗତ ୧୦ ଦିନରେ ବିଶ୍ୱରେ କେମିତି କାୟା ମେଲାଇଛି କରୋନା? ଭିଡ଼ିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ନବୀନ ଦେଲେ ସୂଚନା ।

କନକ ବ୍ୟୁରୋ : କରୋନା ମୁକାବିଲା କରୁଛି ଓଡ଼ିଶା । ରାଜ୍ୟ ସରକାରଙ୍କ ସମୟ ଉପଯୋଗୀ ନିଷ୍ପତି ଓ ରାଜ୍ୟବାସୀଙ୍କ ତ୍ୟାଗ ବଳରେ କରୋନା ବିରୋଧରେ ଲଢେଇ ଜାରି ରଖିଛି ଓଡ଼ିଶା । ଆଉ ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ପାଇଁ ରାଜ୍ୟବାସୀଙ୍କ ନିକଟରେ ବଡ ବାର୍ତ୍ତା…

ନୋବେଲ ବିଜେତା ଲ୍ୟୁକ୍ ମୋଣ୍ଟେଗେନାରଙ୍କ ଚାଞ୍ଚଲ୍ୟକର ତଥ୍ୟ ! କହିଲେ ମଣିଷ ତିଆରି କରିଛି କରୋନା ଭାଇରସ୍,…

କନକ ବ୍ୟୁରୋ: ନୋବେଲ ବିଜେତା ଫରାସୀ ଭୂତାଣୁ ବିଶେଷଜ୍ଞ ଲ୍ୟୁକ୍ ମୋଣ୍ଟେଗେନରଙ୍କ ବୟାନ, ଚିକିତ୍ସା ବିଜ୍ଞାନରେ ବିରାଟ ଝଡ଼ ସୃଷ୍ଟି କରିଛି । ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ପକାଇଥିବା ମହାମାରୀ କରୋନା ଭୂତାଣୁ ଚୀନର ଏକ ଲାବୋରେଟୋରୀରୁ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚାକୁ ଏହା ଆହୁରି ବଳ…

ଅଦୃଶ୍ୟ ଶତ୍ରୁ କରୋନା ସହ ଲଢ଼ିବାକୁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି । ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଲେ…

କନକ ବ୍ୟୁରୋ: କରୋନା ସହ ଓଡ଼ିଶା କରୁଥିବା ଯୁଦ୍ଧରେ ବିଜୟ ପାଇଁ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ପରେ ପଦକ୍ଷେପ ନେଉଛନ୍ତି । ଓଡ଼ିଶାରେ କରୋନାର ବେଗ ମନ୍ଥର ଥିବା ସତ୍ୱେ ମଧ୍ୟ ରାଜ୍ୟ ସରକାର ଏହାକୁ ନେଇ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ତେଣୁ ତୃଣମୂଳସ୍ତରକୁ ଏହା ବ୍ୟାପିବା ପୂର୍ବରୁ…

କରୋନା ମୁକାବିଲା ପାଇଁ ପଞ୍ଚାୟତସ୍ତରରେ କଡାକଡି ହେବ ପଞ୍ଜୀକରଣ । ବାହାରୁ ଆସିଲେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ।…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଓ ପଞ୍ଚାୟତ ସ୍ତରରେ କରୋନା ସହ ଲଢିବାକୁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ବାହାରୁ ଆସୁଥିଲେ ପଞ୍ଜୀକରଣ ବାଧ୍ୟତାମୂଳକ । କଟକଣା ପରେ କେହି କି ଲୋକ ଯଦି ବାହାର ରାଜ୍ୟରୁ ଗାଁକୁ…

ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ । ସୁପ୍ରିମକୋର୍ଟ କଲେଜିୟମ ବୈଠକରେ…

କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ । ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ନାମ ସୁପାରିସ କରିଛନ୍ତି । ବର୍ତ୍ତମାନ ଜଷ୍ଟିସ୍ ମହମ୍ମଦ ରଫିକ୍ ମେଘାଳୟ ହାଇକୋର୍ଟରେ ମୁଖ୍ୟବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ଗତ ୧୮ ତାରିଖରେ…