Daily Archives

April 13, 2020

କରୋନା ଯୁଦ୍ଧରେ ପରଦା ପଛର ଯୋଦ୍ଧା । ଟ୍ୱିଟରରେ ସାହାଯ୍ୟ ମାଗିଲେ ଜଣେ ମା’, ସହାୟତାର ହାତ ବଢାଇଲେ ଆଇପିଏସ ଅରୁଣ…

କନକ ବ୍ୟୁରୋ : ଅରୁଣ ବୋଥ୍ରା । ଓଡି଼ଶା ରାଜ୍ୟ ସଡ଼କ ପରିବହନ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ । ସେସୁର ମୁଖ୍ୟ ପରିଚାଳନା ଅଧିକାରୀ । ସିଆରୟୁଟିର ପରିଚାଳନା ନିର୍ଦ୍ଦେଶକ । ଓଡିଶାରେ କାର୍ଯ୍ୟରତ ରାଜସ୍ଥାନ ଜୟପୁର କ୍ୟାଡରର ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନେଇ ଏବେ ଚାରିଆଡେ…

କରୋନା ମୁକାବିଲା ପାଇଁ ଓଡ଼ିଶାର ବଡ଼ ପ୍ରସ୍ତୁତି । ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ଆଉ ୫ଟି କୋଭିଡ୍ ହସ୍ପିଟାଲ ।

କନକ ବ୍ୟୁରୋ : ରାଜ୍ୟରେ ବଢ଼ିଲା କୋଭିଡ୍ ହସ୍ପିଟାଲ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଜି ରାଜ୍ୟରେ ଆଉ ୫ଟି ସ୍ୱତନ୍ତ୍ର କୋଭିଡ୍ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି । ବାଲେଶ୍ୱର, ଢେଙ୍କାନାଳ, ମାଲକାନଗିରି, ରାୟଗଡା ଓ ଜୟପୁରରେ ସ୍ୱତନ୍ତ୍ର କୋଭିଡ ହସପିଟାଲ ଉଦଘାଟିତ ହୋଇଛି ।…

ବଢିବ କି ଲକଡାଉନ ଅବଧି? କେଉଁ ଫର୍ମୁଲାରେ ଲକଡାଉନ ବଢାଇବେ କେନ୍ଦ୍ର ସରକାର, ମୋଦିଙ୍କ ବାର୍ତ୍ତା ଉପରେ ପୂରା ଦେଶର ନଜର…

କନକ ବ୍ୟୁରୋ : ଓଡିଶା ସରକାର ଲକଡାଉନ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ହେଲେ ସାରା ଦେଶରେ କଣ ରହିବ ଲକଡାଉନର ଚିତ୍ର ସେନେଇ ଆସନ୍ତା କାଲି ହୋଇପାରେ ଏକ ବଡ ଘୋଷଣା । ଆସନ୍ତାକାଲି ସକାଳ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ତାଲାବନ୍ଦ ଭିତରେ ଅଟକିବନି ଚାଷ କାମ । କୃଷି କ୍ଷେତ୍ରକୁ କରାଗଲା କଟକଣାମୁକ୍ତ, ଇ-କମର୍ସ ଉପରେ ରହିବନି କଟକଣା ।…

କନକ ବ୍ୟୁରୋ : ଆଜି ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫ଛୁଇଁଛି । ବମ୍ବିଖାଲ ଅବରୋଧ ଅଂଚଳରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଜଣେ ୩୫ବର୍ଷିୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ କରୋନା ସହ ଲଢେଇରେ ଓଡିଶା ସରକାର ଜୀବନ…

ଭୁବନେଶ୍ୱରର ୨ଟି ସ୍ଥାନରୁ ହଟିଲା କଣ୍ଟେନମେଣ୍ଟ ଜୋନ୍ । ସୁନ୍ଦରପଦା ଏବଂ ଯଦୁପୁରରେ କୋହଳ ହେଲା ଅବରୋଧ ଅଞ୍ଚଳ କଟକଣା ।…

କନକ ବ୍ୟୁରୋ: ଭୁବନେଶ୍ୱରର ୨ଟି ସ୍ଥାନରୁ ହଟିଲା ଅବରୋଧ ଅଞ୍ଚଳ କଟକଣା । ୫ଟି କନଟେନମେଣ୍ଟ ଜୋନରୁ ୨ଟି ସ୍ଥାନରୁ ହଟିଲା କନଟେନମେଣ୍ଟ ଜୋନ୍ । ସୁନ୍ଦରପଦା ଏବଂ ଯଦୁପୁର ଅଞ୍ଚଳରୁ କନଟେନମେଣ୍ଟ ଜୋନ୍ ଉଠିଲା । ଏଥିସହ ବେଗୁନିଆ ଅଞ୍ଚଳର କିଛି ସ୍ଥାନରୁ ମଧ୍ୟ କଟକଣା ଉଠିଲା । ତେବେ ଘର ଘର ବୁଲି…

ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ପୂର୍ବରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ…

କନକ ବ୍ୟୁରୋ: ଭୁବନେଶ୍ୱର ବମିଖାଲରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ଚିହ୍ନଟ ହୋଇଥିବା ବମିଖାଲ ଅଞ୍ଚଳର ୩୫ ବର୍ଷୀୟ ବ୍ୟକ୍ତିଙ୍କ ନମୂନାରେ କରୋନା ପଜିଟିଭ । ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ବମିଖାଲ ଅଞ୍ଚଳର ନୂଆ…