Daily Archives

April 13, 2020

କଟକ ସାଲେପୁର ଓ ନିଶ୍ଚିତକୋଇଲି ଅଂଚଳରୁ ହଟିଲା ଅବରୋଧ କଟକଣା । ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ…

କନକ ବ୍ୟୁରୋ: କଟକ ଜିଲ୍ଲା ସାଲେପୁର ଓ ନିଶ୍ଚିତ କୋଇଲିରୁ ହଟିଲା ଅବରୋଧ । ଏହି ଅଂଚଳରେ ସମସ୍ତ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଅବରୋଧ କଟକଣା ପ୍ରତ୍ୟାହାର କଲା ଜିଲ୍ଲା ପ୍ରଶାସନ । ତେବେ ଯାଜପୁରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ କଟକ ଜିଲ୍ଲାର ସାଲେପୁର ଓ ନିଶ୍ଚିତକୋଇଲି…

ଶ୍ରୀଜିଉଙ୍କ ରଥଯାତ୍ରା ଓ ଚନ୍ଦନ ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି: ଅକ୍ଷୟ ତୃତୀୟାରୁ ରଥ କାମ ଆରମ୍ଭ କରିବା ପାଇଁ…

କନକ ବ୍ୟୁରୋ: ରଥଯାତ୍ରା ଓ ଚନ୍ଦନଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ପ୍ରସ୍ତୁତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୋଇ ସର୍ଦ୍ଦାରଙ୍କୁ ଚିଠି ଲେଖାଯାଇଛି । ଅକ୍ଷୟ ତୃତୀୟାରୁ ରଥକାମ ଓ ଚନ୍ଦନଯାତ୍ରା କାର୍ଯ୍ୟ ଆରମ୍ଭ ହେବ । ଚନ୍ଦନ ଯାତ୍ରା ପୂର୍ବରୁ ଚାପ ନାହା ମରାମତି…

ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ବେଳେ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବା: ହେଲେ ବାହାରକୁ ଯାଇ ଖାଇବା ମନା;…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟରେ ଏପ୍ରିଲ ୩୦ ତାରିଖ ଯାଏଁ ଲଡଡାଉନ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା ହୋଇଥିବା ତାଲାବନ୍ଦ କଟକଣା ଆସନ୍ତା କାଲି ତଥା ଏପ୍ରିଲ ୧୪ ତାରିଖ ରାତି ୯ଟାରେ ଶେଷ ହେଉଥିବା ବେଳେ ରାଜ୍ୟ ସରକାର…

ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ : ରାଜଧାନୀ ପାଇଁ ଆସିବ ସ୍ୱତନ୍ତ୍ର ନିର୍ଦ୍ଦେଶନାମା, ସର୍ବାଧିକ କରୋନା…

କନକ ବ୍ୟୁରୋ : ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ । ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ପାଇଁ କିଛି ନିମୟରେ ପରିବର୍ତ୍ତନ ଅଣାଯାଇଛି । ଚାଷକାର୍ଯ୍ୟରେ ସହାୟତା ପାଇଁ ଲକଡାଉନକୁ ସାମାନ୍ୟ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ କଣ୍ଟେନମେଣ୍ଟ୍ ଜୋନ ପାଇଁ…

ଲକଡାଉନରେ ଚାଲିବ କୃଷିକାର୍ଯ୍ୟ: ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ସମୟରେ ଧାନ ବୁଣିବା ଏବଂ ଅମଳ କରିପାରିବେ ଚାଷୀ;…

କନକ ବ୍ୟୁରୋ:  ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୩୦ ଯାଏଁ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି କାର୍ଯ୍ୟ ଲାଗି ନିୟମରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି। ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ…

ରାଜ୍ୟରେ ବଢ଼ିଲା କୋଭିଡ୍ ହସ୍ପିଟାଲ ସଂଖ୍ୟା: ଜୟପୁରରେ କାର୍ଯ୍ୟକ୍ଷମ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ;…

କନକ ବ୍ୟୁରୋ: ଆଜି କୋରାପୁଟ ଜୟପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ଼ ହସ୍ପିଟାଲ । ୧୫୦ ଶଯ୍ୟା ବିଶିଷ୍ଟ ଏହି ମେଡ଼ିକାଲକୁ ଜୟପୁର ସହର ପୁରୁଣା ମେଡ଼ିକାଲରେ ପ୍ରସ୍ତୁତ କରାଯାଇଛି । ଜିଲ୍ଲା ମେଡ଼ିକାଲ ହେବା ପରେ ଏଠି କେବଳ ରକ୍ତ ଭଣ୍ଡାର ଓ ଶବ ବ୍ୟବଚ୍ଛେଦ କେନ୍ଦ୍ର କାର୍ଯ୍ୟ କରୁଥିଲା । ମେଡିକାଲର…