Daily Archives

April 4, 2020

କ୍ୱାରେଣ୍ଟାଇନରେ ଗଲେ ଦିଲ୍ଳୀ ଗଙ୍ଗାରାମ ହସ୍ପିଟାଲର ୧୦୮ କର୍ମଚାରୀ । କରୋନା ଲକ୍ଷଣ ଦେଖାଯାଉଥିବା ରୋଗୀଙ୍କ ଚିକିତ୍ସା…

କନକ ବ୍ୟୁରୋ : କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଙ୍ଗରୋଧରେ ଗଲେ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲର ୧୦୮ ଜଣ ଡାକ୍ତର ଓ ନର୍ସ । କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଏହି ପଦକ୍ଷେପ ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ସୂଚନା ଅନୁସାରେ ଏହି ହସ୍ପିଟାଲକୁ ଅନ୍ୟ ରୋଗର ଚିକିତ୍ସା ପାଇଁ…

ଅମାନିଆଙ୍କ ବିରୋଧରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ । ବାହାରେ ବୁଲୁଥିବାରୁ ଭୁବନେଶ୍ୱରରେ ୪୫ ଜଣଙ୍କୁ ବାଧ୍ୟତାମୂଳକ…

କନକ ବ୍ୟୁରୋ : ସଟଡାଉନ୍ ସମୟରେ ଘରୁ ଗୋଡ କାଢ଼ିବା ମନା । ବାହାରେ ବୁଲୁଥିଲେ ସାବଧାନ ହୋଇଯାଆନ୍ତୁ । ନିୟମ ନମାନି ଘର ବାହାରେ ବୁଲୁଥିବା ଉଲଘଂନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ରାଜଧାନୀ ଭୁବନେଶ୍ୱରରେ ସଟଡାଉନ୍ ନିୟମ ନମାନି ବୁଲୁଥିବାରୁ ଆଜି ୪୫ ଜଣଙ୍କୁ…

କର୍ଫ୍ୟୁ ସମୟରେ ଘର ବାହାରେ ବୁଲୁଥିଲେ ସାବଧାନ । ବାହାରେ ବୁଲୁଥିବାରୁ ଭୁବନେଶ୍ୱରରେ ୧୩ଜଣଙ୍କୁ ବାଧ୍ୟତାମୂଳକ…

କନକ ବ୍ୟୁରୋ :ରାଜଧାନୀ ଭୁବନେଶ୍ବରରେ ୯ଜଣ ସଟ୍‌ଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ଉଠାଇ ନେଇଥିବାର ଖବର ମିଳିଛି । ସେମାନଙ୍କୁ ପୁଲିସ ୧୪ଦିନ ପାଇଁ କ୍ବାରେଣ୍ଟାଇନ ରୁମ୍‌ରେ ରଖିଥିବା ଜଣାଯାଇଛି। ଆଜି ସକାଳୁ ରାଜଧାନୀର ବିଭିନ୍ନ ବସ୍ତିରେ ପୁଲିସର ପାଟ୍ରୋଲିଂ ଜାରି ରହିଛି। ଲୋକ ଗିରଫ…

ଜମ୍ମୁ ଓ କଶ୍ମୀର: କୁଲଗାମ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

କନକ ବ୍ୟୁରୋ : ଶନିବାର ଦିନ ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଭୋର୍ ପ୍ରାୟ ୫: ୪୫ ସମୟରେ କୁଲଗାମ ଜିଲ୍ଲା ଅନ୍ତର୍ଗତ ଦହ୍ମାଲ୍ ହାଞ୍ଜି ପୋରା ନିକଟ ବଟପୋରା ଗ୍ରାମରେ ଏହି ଏନକାଉଣ୍ଟରର ସୂତ୍ରପାତ ହୋଇଥିଲା । ସିଆରପିଏଫ୍, ୧୮…

ସଟଡାଉନ ଵେଳେ ଵୁଲିଵା ଅଭିଯୋଗରେ ୯ଗିରଫ । ୯ଯୁଵକଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ

କନକ ବ୍ୟୁରୋ : ଭଦ୍ରକରେ ଶୁକ୍ରବାର ରାତି ୮ଟାରୁ ଲାଗୁ ହୋଇଛି କର୍ଫ୍ୟୁ । ଭଦ୍ରକ ସହର ଓ ଏହାର ଆଖପାଖ ଅଂଚଳକୁ ସମ୍ପୂର୍ଣ୍ଣ ସଟଡାଉନ କରିଛି ଭଦ୍ରକ ଜିଲ୍ଲାପ୍ରଶାସନ । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା କେତେକ ଔଷଧ ଦୋକାନ କେବଳ ଖୋଲା ରହିଛି ।…

କରୋନା ସହ ଲଢ଼େଇ ପାଇଁ ପୁଣି ସଚେତନତା ବାର୍ତା ଦେଲେ ନବୀନ । କହିଲେ, ସଚେତନତା ଦ୍ୱାରା ହିଁ କରୋନାକୁ ହେବ ରୋକି,…

କନକ ବ୍ୟୁରୋ : କରୋନ ସହ ଲଢ଼େଇ ପାଇଁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆଜି ପୁଣି ସଚେତନତା ବାର୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି କେବଳ ସଚେତନତା ଦ୍ୱାରା ହିଁ , ଆମେ କରୋନା ସଂକ୍ରମଣକୁ ରୋକି ପାରିବା । କରୋନାକୁ ଡରିବାର କିଛି ନାହିଁ । କିନ୍ତୁ ଆମକୁ ସାବଧାନ ରହିବାକୁ…