Daily Archives

April 4, 2020

ନିର୍ମାଣ ଶ୍ରମିକଙ୍କୁ ବଣ୍ଟାଯିବ ୧୫୦୦ ଟଙ୍କା ଆର୍ଥିକ ସହାୟତା : ସମସ୍ତ ଜିଲ୍ଲା ଓ ମହାନଗର ନିଗମକୁ ଚିଠି ଲେଖିଲେ ଶ୍ରମ…

କନକ ବ୍ୟୁରୋ : ତାଲାବନ୍ଦ ସମୟରେ ବେରୋଜଗାରୀ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଅର୍ଥରାଶି ନଗଦ ଆକାରରେ ଶ୍ରମିକମାନଙ୍କ ଘରକୁ ଘର ଯାଇ ବଣ୍ଟନ କରାଯିବ। ଏ ନେଇ ଶ୍ରମ ବିଭାଗ ସ୍ବତନ୍ତ୍ର…

ଭୁବନେଶ୍ବର, କଟକ ଓ ଭଦ୍ରକ ସହର ସମ୍ପୂର୍ଣ୍ଣ ବନ୍ଦ, ୪୮ ଘଣ୍ଟା କର୍ଫ୍ୟୁ ପରି କଟକଣା

କନକ ବ୍ୟୁରୋ : ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଯାଏ ୪୮ ଘଣ୍ଟା ପୂରା ବନ୍ଦ ରହିବ ଭୁବନେଶ୍ବର, କଟକ ଓ ଭଦ୍ରକ ସହର। ଏହି ତିନି ସହରରେ ଜାରି ‌ହୋଇଛି କର୍ଫ୍ୟୁ ଭଳି କଟକଣା। କରୋନା ଯେପରି ଗୋଷ୍ଠୀ ସଂକ୍ରମଣର ରୂପ ନ ନିଏ ସେଥିଲାଗି ରାଜ୍ୟ ସରକାର ଏଭଳି କଠୋର ପଦକ୍ଷେପ ଗ୍ରହଣ…

କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ବିଏମ୍‌ସି କମିସନର୍‌, ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ପଞ୍ଜୀକରଣ କର

କନକ ବ୍ୟୁରୋ : ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ୫ମ ବ୍ୟକ୍ତି ରାଜଧାନୀର। ସେ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ଗସ୍ତ କରି ନଥିଲେ ହେଁ ତାଙ୍କ ଭିତରେ କରୋନା ସଂକ୍ରମଣର ସ୍ବତନ୍ତ୍ର ଲକ୍ଷଣ ଠାବ କରାଯାଇଛି। ୟୁନିଟ୍‌-୭ ଅଧୀନ ସୂର୍ଯ୍ୟନଗର ବାସିନ୍ଦା ହେଉଛନ୍ତି ପ୍ରଦୀପ୍ତ କୁମାର ଦଳବେହେରା।…

ସଟ୍‌ଡାଉନ୍ ପୂର୍ବରୁ ରାଜଧାନୀରେ ଅସମ୍ଭାଳ ଭିଡ଼: ବଜାର ଲୋକାରଣ୍ୟ, ବାରଙ୍ଗରେ ଲାଠିଚାର୍ଜ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮ଘଣ୍ଟିଆ ସଟଡାଉନ୍ ବା କର୍ଫ୍ୟୁ ପରି କଟକଣା ଜାରି ହୋଇଛି। ଏହାକୁ ନେଇ ରାଜଧାନୀରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ରାସ୍ତାଘାଟ ଓ ବଜାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା ।…

ସାରା ରାଜ୍ୟରେ ବଢିଛି ତାତି । ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ତାତିରୁ ମିଳିବ ନାହିଁ ନିସ୍ତାର

କନକ ବ୍ୟୁରୋ : ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ତେବେ ଗତକାଲି ଅପେକ୍ଷା ରାଜ୍ୟର ଅଧିଂକାଶ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରି କମିଛି। ଗତକାଲି ତାଳଚେର, ଟିଟିଲାଗଡ଼, ବୌଦ୍ଧ, ମାଲକାନଗିରି ଓ ବଲାଙ୍ଗୀର ଆଦି ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଟପିଥିଲା।  ମାଲକାନଗିରିରେ…

ଦେଶରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୫ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ।।, ସେପଟେ ୬୨ରେ ପହଞ୍ଚିଲାଣି…

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ହଜାର ୫୪୭ରେ ପହଁଚିଛି ଏବଂ ମୃତ୍ୟୁ ସଂଖ୍ୟା ୬୨ରେ ପହଁଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୬୨ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୩୩୫ ଆକ୍ରାନ୍ତଙ୍କ ସହ ତାଲିକାର ଶୀର୍ଷରେ ରହିଛି…