Daily Archives

January 22, 2020

ଆଉ ବଢ଼ିବନି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଫାଶୀ ପାଇଁ ୭ ଦିନ ଡେଡଲାଇନ୍ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କଲା…

କନକ ବ୍ୟୁରୋ : ପାଖେଇ ଆସୁଛି ସୈତାନଙ୍କ ଶେଷ ସମୟ, ନ୍ୟାୟ ପାଇବ ନିର୍ଭୟା । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୁଷ୍କର୍ମକାରୀଙ୍କ ଫାଶୀ ପାଇଁ ୭ ଦିନର ଡେଡଲାଇନ୍ ଦେବାକୁ ଆବେଦନ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଖୁବ ଶୀଘ୍ର ଫାଶୀ ପାଇବେ ୪ ଦୁଷ୍କର୍ମକାରୀ ବିନୟ, ମୁକେଶ, ପବନ,…

ଦିନକୁ ଦିନ ଭୟଙ୍କର ହେଉଛି ସମୁଦ୍ର । ଜଳବାୟୁ ପରିବର୍ତ୍ତନ ଯୋଗୁଁ କୂଳ ଲଂଘୁଛି ଧ୍ୱଂସାଭିମୁଖୀ ହେଉଛି ଭିତରକନିକାର…

କନକ ବ୍ୟୁରୋ: କୂଳ ଲଂଘୁଛି ବଙ୍ଗୋପସାଗର । ସମୁଦ୍ର ଦିନକୁ ଦିନ ଭୟଙ୍କର ହେଉଛି । ବାତ୍ୟା ଫୋନି ସମୟରେ ସମୁଦ୍ର ଜୁଆର ତାଣ୍ଡବ କରି ବେଳାଭୂମୀ ନିକଟରୁ ଶହଶହ ଗଛ ଉପାଡି ଭସାଇ ନେବା ସହ ବାଲିମେଦ ଓ ମାଟିକୁ ତାଡି ନେଇଛି । ଯାହାର ଭୟଙ୍କର ଚିତ୍ର କେନ୍ଦ୍ରାପଡା ରାଜନଗର ନିକଟ ହବାଲିଖଟି ନିକଟରେ…

ଓଡ଼ିଶାର ଆକାଶଛୁଆଁ ସ୍ୱପ୍ନ । ଖୁବଶୀଘ୍ର ଉଡ଼ିବ ୧୨ଟି ନୂଆ ବିମାନ, ବିଦେଶ ସହ ସିଧାସଳଖ ଯୋଡି ହେବ ଭୁବନେଶ୍ୱର ।

କନକ ବ୍ୟୁରୋ : ଓଡ଼ିଶାରୁ ଖୁବଶୀଘ୍ର ଉଡ଼ିବ ୧୨ଟି ନୂଆ ବିମାନ । ବାରଣାସୀ, ପ୍ରୟାଗରାଜ ସମେତ ଦେଶର ପ୍ରମୁଖ ସ୍ଥାନକୁ ବିମାନ ଚଳାଚଳ ଆରମ୍ଭ ହେବ । ଏପରିକି ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ ଯିବ ବିମାନ । ବ୍ୟାଙ୍ଗକକ୍, ସିଙ୍ଗାପୁର, ଆବୁଧାବିକୁ ବିମାନ ସେବା ଆରମ୍ଭ କରାଯିବ । ଏ ନେଇ ପ୍ରମୁଖ…

ଦୂର ହେବ ବେକାରୀ ସମସ୍ୟା : ଆକ୍ସନରେ ମୋଦି ସରକାର, ଖାଲି ପଡ଼ିଥିବା ପଦପଦବୀକୁ ପୂରଣ କରିବାକୁ ଅଭିଯାନ ଆରମ୍ଭ 

କନକ ବ୍ୟୁରୋ : ଦୂର ହେବ ବେକାରୀ ସମସ୍ୟା । ଦେଶରୁ ବେକାରୀ ସମସ୍ୟା ଦୂରେଇବାକୁ ଆକ୍ସନରେ ମୋଦି ସରକାର । ଉଚ୍ଚ ଶିକ୍ଷିତଙ୍କୁ ଚାକିରି ଖଣ୍ଡେ ମିଳୁନଥିବା ପରିସ୍ଥିତିରେ ଖାଲି ପଡ଼ିଥିବା ସରକାରୀ ପଦପଦବୀ ପୂରଣ କରିବାକୁ ବଡ଼ ପଦପେକ୍ଷ ନେଇଛନ୍ତି ମୋଦି ସରକାର । ସରକାର ଖାଲି ପଡଥିବା ପଦକୁ…

ଭାରସାମ୍ୟ ହରାଇ ଓଲଟିଲା ରାଉରକେଲାରୁ ବଣେଇ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ : ୧୨ଜଣ ଆହତ, ଜଣେ ଗୁରୁତର

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଓଲଟିଲା ପାର୍ବତୀ ବସ୍‌ । ଆଜି ଅପରାହ୍ନରେ ରାଉରକେଲାରୁ ବଣେଇ ଯାଉଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥ ଜଲଦା ଫାଣ୍ଡି ନିକଟରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏଥିରେ ୧୨ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା…

ନକଲି ରିଫାଇନ୍‌ ତେଲ କାରଖାନା ଉପରେ ଚଢ଼ାଉ : ଶହ ଶହ ତେଲ ପ୍ୟାକେଟ୍ ଜବତ, ଜଣେ ଅଟକ

କନକ ବ୍ୟୁରୋ : ନକଲି ରିଫାଇନ୍‌ ତେଲ କାରଖାନା ଉପରେ ଚଢ଼ାଉ । କଟକ ଚୌଦ୍ୱାର ମଙ୍ଗୁଳି ଛକ ନିକଟରେ ଥିବା ଏକ ରିଫାଇନ୍‌ ତେଲ କାରଖାନ ଉପରେ ଆକସ୍ମିକ ଭାବେ ଚଢ଼ାଉ କଲା ପୁଲିସ । ଏହି ଚଢ଼ାଉ ସମୟରେ ପୁଲିସ ଶହଶହ ନକଲି ରିଫାଇନ୍‌ ତେଲ ପ୍ୟାକେଟ ଜବତ କରିଛି । ମଙ୍ଗୁଳି ଛକ ନିକଟରେ ଥିବା…