Daily Archives

January 22, 2020

ରହସ୍ୟମୟ ଋଷି ଗୁମ୍ଫାରେ ମାଘମେଳା । ଝରଝରେଶ୍ୱରଙ୍କ ପ୍ରାଣ ପ୍ରତିଷ୍ଠା ଦର୍ଶନଲାଗି ସାକ୍ଷାତ ଶିବଲୋକ ଅନୁଭୂତ ହେଉଥିବା…

କନକ ବ୍ୟୁରୋ: ସୁନ୍ଦରଗଡର ଐତିହାସିକ ଓ ଆଶ୍ଚର୍ଯ୍ୟମୟ ଋଷିଗୁମ୍ଫାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଘମେଳାର ଆୟୋଜନ କରାଯାଇଛି । ଗୁମ୍ଫାର ଆଶ୍ଚର୍ଯ୍ୟମୟ କଳାକୃତିକୁ ଉପୋଭୋଗ କରିବା ସହ ମେଳାରେ ଆୟୋଜିତ ସାଂସ୍କୃକିକ କାର୍ଯ୍ୟକ୍ରମ, ସାଧୁସନ୍ଥଙ୍କ ସମାଗମ ଓ ଆଦିବାସୀ ନୃତ୍ୟର ଭରପୁର ମଜା…

ଇସ୍ରୋର ଆଉ ଏକ ସଫଳତା : ଗଗନଯାନ ମିଶନ୍ ପୂର୍ବରୁ ମହାକାଶକୁ ଯିବ ମହିଳା ଅର୍ଦ୍ଧମାନବୀ ରୋବୋର୍ଟ . . .…

କନକ ବ୍ୟୁରୋ : ଇସ୍ରୋର ଆଉ ଏକ ସଫଳତା । ଭାରତୀୟ ଅନ୍ତରୀକ୍ଷ ସଂଗଠନ ଇସ୍ରୋ, ଗଗନଯାନ ମିଶନ ପୂର୍ବରୁ ତିଆରି କରିଥିବା ଅର୍ଦ୍ଧମାନବୀ ରୋବୋର୍ଟର ପ୍ରଥମ ଝଲକ ଦେଖିବାକୁ ମିଳିଛି । ସାରା ଦୁନିଆ ସାମ୍ନାରେ ଅର୍ଦ୍ଧମାନବୀ ରୋବୋର୍ଟ ବ୍ୟୋମମିତ୍ରାକୁ ଉପସ୍ଥାପନ କଲା ଇସ୍ରୋ । ଗଗନଯାନ ମିଶନ…

ଶୋଇଛି ଶିକ୍ଷା ବ୍ୟବସ୍ଥା ! ସ୍ୱାଧିନତାର ଦୀର୍ଘ ଦଶନ୍ଧି ପରେ ବି ରାୟଗଡ଼ାର କାଞ୍ଜମଯୋଡ଼ିକୁ ପଡୁନି ପାଠର ପାଦ, ଫୁଙ୍ଗୁଳା…

କନକ ବ୍ୟୁରୋ: ଶିକ୍ଷା ଅଧିକାରରୁ ବଂଚିତ ଡଙ୍ଗରିଆ ପିଲା । ପାଠପଢା ସମୟ ବିତୁଛି ଗାଁ ଦାଣ୍ଡରେ । ଖେଳ ସାଙ୍ଗକୁ ଛେଳି ଚରେଇ ବିତୁଛି ସମୟ । ସ୍ୱାଧିନତାର ଦୀର୍ଘ ଦଶନ୍ଧି ପରେ ପାଠ ପଢିବା ପାଇଁ ଚାହୁଁଛନ୍ତି ନିୟମଗିରିର ଡଙ୍ଗରିଆ ପିଲା । ହେଲେ ଗାଁରେ ନା ଅଛି ସ୍କୁଲ ନା ଅଙ୍ଗନୱାଡି କେନ୍ଦ୍ର…

ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲକୁ ଜାମିନ୍ : ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ…

କନକ ବ୍ୟୁରୋ : ପୁଞ୍ଜିଲାଲକୁ ସର୍ତ୍ତମୂଳକ ଜାମିନ୍ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲକୁ ମେହରକୁ ମିଳିଲା ସର୍ତ୍ତମୂଳକ ଜାମିନ୍ । ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବାପାଇଁ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨୪ରୁ ୨୬ ଯାଏଁ, ୪ ଦିନ ପାଇଁ ଜାମିନ୍…

‘ଫୁଲ’ ପ୍ରେମିକ ଦିଲ୍ଲୀପ: ଓହଃ କି ସୁନ୍ଦର ! କେତେ ରଙ୍ଗ, କେତେ ରୂପ । ଅଗଣା ଦେଖିଲେ ଆଖି ଲାଖିଯିବ…

ଫୁଲ ହସିଲେ ସେ ହସନ୍ତି । ଆଉ ଫୁଲ ଝାଉଁଳି ଗଲେ ତାଙ୍କ ମନ ମରିଯାଏ । ଏମିତି ଜଣେ ଫୁଲ ବନ୍ଧୁ ହେଉଛନ୍ତି ଦିଲ୍ଲିପ କୁମାର ସ୍ୱାଇଁ । ନିଜ ଘର ଅଗଣାରେ ଲଗାଇଛନ୍ତି ଦେଶ ବିଦେଶର ବିଭିନ୍ନ ପ୍ରଜାତିର ଫୁଲ । ପ୍ରାୟ ୨୦୦ ପ୍ରକାର ଫୁଲ ଦେଖିବାକୁ ମିଳେ ଦିଲ୍ଲୀପଙ୍କ ଦାଣ୍ଡ ଦୂଆରେ । ଗଛରେ…

ବିଶ୍ୱସ୍ତରୀୟ ହେବ ଏସସିବି ମେଡିକାଲ । ଆରମ୍ଭ ହେଲା ପ୍ରକ୍ରିୟା, ଆସନ୍ତାକାଲି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ,…

କନକ ବ୍ୟୁରୋ : କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ପହିଲାରୁ ନିର୍ମାଣକାର୍ଯ୍ୟ ଆରମ୍ଭ…