Daily Archives

January 14, 2020

ରାତି ପାହିଲେ ମକର ସଂକ୍ରାନ୍ତି । କଟକରେ ଜମିଛି ଗୁଡି ବ୍ୟବସାୟ । ଆକର୍ଷଣର କେନ୍ଦ୍ର ସାଜିଛି ବିଭିନ୍ନ ଡିଜାଇନର ଗୁଡି…

କନକ ବ୍ୟୁରୋ: ରାତି ପାହିଲେ ମକର ସଂଙ୍କ୍ରାନ୍ତି । ଏଥିପାଇଁ କଟକରେ ଜମିଛି ଗୁଡି ବ୍ୟବସାୟ । ମାର୍କେର୍ଟରେ ଦେଖିବାକୁ ମିଳୁଛି ବିଭିନ୍ନ ଭେରାଇଟିର ଜରି ଏବଂ ପ୍ରିଣ୍ଟେଡ ଡିଜାଇନର ଗୁଡି । ବିଭିନ୍ନ କ୍ୟାପସନ ଲେଖାଥିବା ଗୁଡି ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ଭଲ ଚାହିଦା ଥିବା କୁହନ୍ତି…

ମହିଳା କଲେଜରେ ଜାଲ୍ ନିଯୁକ୍ତି ! ଚିନ୍ତାରେ ସାଲେପୁର ମହିଳା ଡିଗ୍ରୀ କଲେଜର ୧୨ କର୍ମଚାରୀ । ସମସ୍ତଙ୍କ ଅଭିଯୋଗ ଟଙ୍କା…

କନକ ବ୍ୟୁରୋ: ଚାକିରୀ ପାଇଁ ଟଙ୍କା ଦେଇଥିଲେ । ସମସ୍ତଙ୍କୁ ମିଳିଥିଲା ନିଯୁକ୍ତି ପତ୍ର । ସମସ୍ତେ ଚାକିରୀ କରୁଥିଲେ । ହେଲେ ଏବେ ଜଣାପଡୁଛି ସେମାନଙ୍କୁ ମିଳିଥିବା ସବୁ ନିଯୁକ୍ତି ପତ୍ର ଜାଲିଆତି । ଏପରି ସ୍ଥିତିରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ସାଲେପୁର ଯପକୁଦ ମହିଳା ଡିଗ୍ରୀ କଲେଜର ୧୨…

ନାବାଳକକୁ ମହଙ୍ଗା ପଡିଲା ସ୍କୁଟି ଚଲାଇବା । ୨୬ ହଜାର ଟଙ୍କାର ଫାଇନ କାଟିଲା କଟକ ଆରଟିଓ ।

କନକ ବ୍ୟୁରୋ: ନାବାଳକଙ୍କୁ ମହଙ୍ଗା ପଡ଼ିଲା ସ୍କୁଟି ଚଳାଇବା । ମୋଟା ଅଙ୍କର ତଣ୍ଡ କାଟିଲେ କଟକ ପରିବହନ ବିଭାଗ । ବାରଙ୍ଗ ରୋଡ଼ରେ ନାବାଳକ ଜଣଙ୍କ ବିନା ହେଲମେଟରେ ଗାଡ଼ି ଚଳାଇବା ବେଳେ ଆରଟିଓ ହାବୁଡ଼ରେ ପଡ଼ିଥିଲେ । ନାବାଳକ ହେବା ସହ ତାଙ୍କ ପାଖରେ ହେଲମେଟ ନଥିବାରୁ ୨୬ ହଜାର ଟଙ୍କା ଜୋରିମାନା…

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଣିକି ଦ୍ୱିତୀୟ ବର୍ଷ ଢାଞ୍ଚାରେ ହେବ +୨ ପ୍ରଥମ ବର୍ଷ ପରୀକ୍ଷା ।…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ହେବ ପରୀକ୍ଷା । ଏଥିରେ କୃତକାର୍ଯ୍ୟ ହେଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ଛାତ୍ରଛାତ୍ରୀ । ନଚେତ୍ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଦେବାକୁ ପଡିବ ପରୀକ୍ଷା । ଏନେଇ ଚରମ ନିଷ୍ପତି ନେଇଛି ଗଣଶିକ୍ଷା…

ନିର୍ଭୟା ସୈତାନଙ୍କ ଆବେଦନ ଖାରଜ, ଫାଶୀ ସୁନିଶ୍ଚିତ: ୨ ଅଭିଯୁକ୍ତଙ୍କ କ୍ୟୁରେଟିଭ ପିଟିସନକୁ ଖାରଜ କଲେ…

• ସୁପ୍ରିମକୋର୍ଟରେ ୫ଜଣିଆ ଖଣ୍ଡପୀଠରେ ଶୁଣାଣୀ • ୨୨ ଜାନୁୟାରୀରେ ନିର୍ଭୟା ସୈତାନଙ୍କୁ ମିଳିବ ଫାଶୀ କନକ ବ୍ୟୁରୋ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତ ଆବେଦନ କରିଥିବା କ୍ୟୁରେଟିଭ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଏନ. ଭି. ରମନ୍ନା, ଅରୁଣ ମିଶ୍ରା,…

ବିଜୁଳି ବିଲ ପୈଠ କରିନଥିବା ଉପଭୋକ୍ତା ସାବଧାନ । ଆସନ୍ତା ୧୬ରୁ ବିଜୁଳି କାଟିଦେବ ସେସୁ । ୨ ଦିନ ଭିତରେ ବିଲ ନଦେଲେ…

କନକ ବ୍ୟୁରୋ: ଆସନ୍ତା ୧୬ ତାରିଖରୁ ବିଦ୍ୟୁତ କାଟ ହେବ । ଆଜି ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ଏହା ସ୍ପଷ୍ଟ କରିଦେଇଛନ୍ତି । ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ ଦେବାକୁ, ହେଲେ ବିଲ ଦେଉନାହାନ୍ତି ସେମାନଙ୍କ ବିଦ୍ୟୁତ କାଟ ହେବ…