Monthly Archives

December 2019

ଅଜଗରଙ୍କ ଅଜବ ଦୁନିଆ । ଯେଉଁଠି ଚାଲେ ଅଜଗରଙ୍କ ରାଜ୍, ଖରା ଖାଇବାକୁ ଗୁମ୍ଫାରୁ ବାହାରକୁ ଆସନ୍ତି ସାପ, ଅତି ପାଖରୁ…

କନକ ବ୍ୟୁରୋ : ଏମିତି ଏକ ଦୁନିଆ, ଯେଉଁଠି ଚାଲେ ଅଜଗରଙ୍କ ରାଜ । ଶୀତ ଋତୁରେ ଗୋଟିଏ କି ଦୁଇଟି ନୁହେଁ, ଅନେକ ସଂଖ୍ୟାରେ ଏଠାରେ ଅଜଗର ସାପ ଗୁମ୍ଫାରୁ ବାହାରି ବାହାରେ ବୁଲୁଥିବାରୁ ଦେଖିବାକୁ ମିଳନ୍ତି । ମଧ୍ୟପ୍ରଦେଶ ମଣ୍ଡଲାର କାହ୍ନା ନ୍ୟାସନାଲ ପାର୍କକୁ ଲାଗି ଥିବା ଜଙ୍ଗଲରେ ପାଖାପାଖି ୨…

ପୁଅର ଆତ୍ମାର ଶାନ୍ତି ପାଇଁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଲେ ବାପା । ପୁଅର ମୃତ୍ୟୁ ପରେ ମିଳିଥିବା ବୀମା ଟଙ୍କାରେ…

କନକ ବ୍ୟୁରୋ: ବର୍ଷର ଶେଷ ଦିନରେ ସୁନ୍ଦରଗଡ଼ରୁ ଏମିତି ଏକ ଦୃଶ୍ୟ ଆସିଛି, ଯାହାକୁ ଦେଖିଲେ ଆପଣଙ୍କ ହୃଦୟ ତରଳିଯିବ । ପୁଅକୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଂଜଳି ଦେଉଛନ୍ତି ବାପା । ନିଜ ଆବେଗକୁ ଚାପି ରଖି ଗରିବ ଲୋକଙ୍କ ଦୁଃଖ ଦୂର କରିବାକୁ କରୁଛନ୍ତି ପ୍ରୟାସ । ଅସହ୍ୟ ଶୀତରୁ ଅସହାୟମାନଙ୍କୁ…

କାହିଁକି ରାତି ଅଧରେ ବିକ୍ରି ହେବ ମଦ ? ସରକାରଙ୍କ ରାତି ଅଧିଆ ମଦ ନିୟମକୁ କଂଗ୍ରେସର ବିରୋଧ । ସନ୍ତୋଷ ସିଂହ ସାଲୁଜା…

କନକ ବ୍ୟୁରୋ: ମଦ ମିଳିବ ରାତି ଅଧରେ । ବିକ୍ଷୋଭ ହେବ ମନ୍ତ୍ରୀଙ୍କ ଘର ଆଗରେ । ଜିରୋ ନାଇଟ ସେଲିବ୍ରେସନ ପାଇଁ ରାତି ଗୋଟାଏ ଯାଏଁ ବାର ଓ ମଦ ଦୋକାନ ଖୋଲା ରହିବାକୁ ସରକାରଙ୍କ ଘୋଷଣା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଘର ଆଗରେ ଛାତ୍ର…

କେତେ ସତ ପୋଷ୍ଟମର୍ଟମ ରିପୋର୍ଟ ? ନବରଙ୍ଗପୁର ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ପୋଷ୍ଟମର୍ଟମ ରିପୋର୍ଟ ନେଇ…

କନକ ବ୍ୟୁରୋ: ନବରଙ୍ଗପୁରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପରିବାର ଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ପଢ଼ି ଶୁଣାଇଲା କନ୍ଧମାଳ ପୋଲିସ । ତେବେ ଘଟଣାର ୨୦ ଦିନ ପରେ ପୋଲିସ ରିପୋର୍ଟ ଦେଇଥିଲେ ବି ରିପୋର୍ଟରେ କେବଳ ହତ୍ୟା ଉଲ୍ଲେଖ ଥିବାରୁ…

ବିଶ୍ୱର ସବୁଠୁ ଉଚ୍ଚ ପୋଲ । ଏକାସାଙ୍ଗରେ ଯାଇପାରିବ ଟ୍ରେନ ଓ ଗାଡି, ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ଏହି ପୋଲ ।

ଚୀନ ସବୁବେଳେ କିଛି ନା କିଛି ନିର୍ମାଣ କରି ନୂଆ ନୂଆ ରେକର୍ଡ କରିଥାଏ । କେତେବେଳେ ବିଶ୍ୱର ସବୁଠୁ ବଡ ତୁ ପୁଣି କେତେବେଳେ ବିଶ୍ୱର ଛୋଟ ଛୋଟ ସାମଗ୍ରୀ ନିର୍ମାଣ କରି ବିଶ୍ୱବାସୀଙ୍କୁ ଚକିତ କରିଛି ଚୀନ୍ । ଏଭଳି ନିର୍ମାଣ କ୍ଷେତ୍ରରେ ମହାରଥ ହାସଲ କରିଛି ଚୀନ୍ । ଆଉ ଏଭଳି ରେକର୍ଡ ଭିତରେ…

ନୂଆ ବର୍ଷ ପାଳନ କରିବେନି ମୁଖ୍ୟମନ୍ତ୍ରୀ : ଭିଣୋଇ ସୋନି ମେହେଟ୍ଟାଙ୍କ ଦେହାନ୍ତ ଯୋଗୁଁ ଶୋକ ପାଳୁଛନ୍ତି ନବୀନ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନୂଆବର୍ଷ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟ୍ଟାଙ୍କ ଦେହାନ୍ତ ଯୋଗୁଁ ଶୋକ ପାଳୁଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଶୁଭେଚ୍ଛୁ ମାନଙ୍କୁ ନବୀନ ନିବାସ ନଆସିବା ପାଇଁ ଅନୁରୋଧ…