ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହେଲା ତୋଷାଳି ମେଳା । ଉଦଘାଟନ କଲେ ବୟନଶିଳ୍ପ ମନ୍ତ୍ରୀ ।
କନକ ବ୍ୟୁରୋ : ଚତୁର୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ୍ର ବୟନ ଶିଳ୍ପ ମନ୍ତ୍ରୀ ପଦ୍ମୀନୀ ଦିଆନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ତୋଷାଳୀ ମେଳାରେ ୩୮୦ଟି ଷ୍ଟଲ ପଡିଥିବା ବେଳେ ଫୁଡ ଷ୍ଟଲରେ ପାଖାପାଖି ୫୦ଟି ଷ୍ଟଲ ବିଭିନ୍ନ…