Daily Archives

December 23, 2019

ସୋସିଆଲ ମିଡିଆରେ ଭାଇରାଲ ହେଲା କୁନି ଝିଅର ଖ୍ରୀଷ୍ଟମାସ ଉପହାର ଭିଡିଓ । ଦେଖନ୍ତୁ ଉପହାର ବାକ୍ସରେ ଥିଲା କଣ?

ପୂର୍ବରୁ ଇଣ୍ଟରନେଟରେ ଅନେକ କୁନି ପିଲାଙ୍କ କୌତୂକିଆ ଭିଡିଓ ଦେଖିବାକୁ ମିଳିଛି। ନିକଟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହାକି ଅନେକ ବ୍ୟବହାରକାରୀଙ୍କ ମନ ‌ମୋହିଛି। ଭିଡିଓରେ ଦେଖିବାକୁ ମିଳିଛି ଜଣେ କୁନି ଝିଅକୁ ତା’ର ବାପାମାଆ ଖ୍ରୀଷ୍ଟମାସ ଉପହାର ଭାବେ ଏକ କଦଳୀ…

ଉଚ୍ଛେଦ ପରେ ବଢି ଯାଇଛି ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟ । ରାତି ହେଲେ ଝିଲିମିଲି ଦିଶୁଛି ବଡଦାଣ୍ଡର ଦୃଶ୍ୟ

କନକ ବ୍ୟୁରୋ: ଶୂନଶାନ ରାସ୍ତା, ଚାରିଆଡେ କୁହୁଡିର ବଳୟ ଆଉ ମଝିରେ ମଝିରେ ଦେହ ଥରାଇ ଦେଲା ଭଳି ଦଲକାଏ ପବନ । ‘ଶୀତ ରାତି’ କହିଲେ ହୁଏତ ଏମିତି କିଛି ଝାପ୍ସା ଝାପ୍ସା ଚିତ୍ର ମନରେ ଆଙ୍କି ହୋଇଯାଏ । ଅନ୍ଧାରକୁ ଓଦା କମ୍ବଳ ଘୋଡାଇ ଦେଉଥିବା ଦୁଷ୍ଟ କୁହୁଡିର କଥା ମନେ ପଡେ । ତେବେ ଶୀତୁଆ…

ଜିଓ ଆଣିଲା ନୂଆବର୍ଷ ଅଫର: ୨୦୨୦ ଟଙ୍କା ରିଚାର୍ଜ କଲେ ବର୍ଷେ ଯାଏଁ ମିଳିବ ଡାଟା ଓ ଭଏଲ କଲ ଲାଭ । ଜିତି ହେବ ଜିଓଫୋନ୍

କନକ ବ୍ୟୁରୋ: ଆଉ ମାତ୍ର କିଛି ଦିନ ପରେ ସାରା ଦେଶ ୨୦୨୦ବର୍ଷକୁ ସ୍ବାଗତ କରିବାକୁ ଯାଉଛି। ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଲୋକେ ନିଜ ନିଜର ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏବେ ଟେଲିକମ କମ୍ପାନି ଜିଓ ନିଜ ଗ୍ରାହକମାନଙ୍କ ପାଇଁ ସ୍ବତନ୍ତ୍ର ଅଫର ଆଣିଛି। ଅଫରର ନାଁ ‘୨୦୨୦ ହାପି ନିଉ…

ଭିନ୍ନ ଏକ ପ୍ରୋଜେକ୍ଟକୁ ନେଇ ମୋଦି ସରକାରଙ୍କର ଜୋରଦାର ପ୍ରସ୍ତୁତି । ସଫଳ ହେଲେ ବଞ୍ଚିବ ୫୦୦୦ କୋଟି, ୧୦ ଟଙ୍କା ଶସ୍ତା…

କନକ ବ୍ୟୁରୋ : ମୋଦି ସରକାର ଏଭଳି ଏକ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି ଯାହା ସଫଳ ହେଲେ ସାଧାରଣ ଲୋକଙ୍କୁ ବଡ ଫାଇଦା ମିଳିବ । ଏପରିକି ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଶସ୍ତା ମଧ୍ୟ ହୋଇଯିବ । ଏହାଦ୍ୱାରା ୫୦୦୦ କୋଟି ଟଙ୍କା ବଞ୍ଚାଇ ପାରିବେ ସରକାର । ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନରେ…

ତପ୍ତପାଣି ଘାଟିରେ ଓଲଟିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ ପିକନିକ୍ ବସ୍ । ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ, ଉଦ୍ଧାରକାର୍ଯ୍ୟ…

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ ବଡ ଅଘଟଣ । ବ୍ରହ୍ମପୁର ତପ୍ତପାଣି ଘାଟିରେ ଓଲଟିଲା ପିକନିକ୍ ବସ୍ । ଭାରସମ୍ୟ ହରାଇ ବସଟି ଓଲଟି ପଡିଥିବା ବେଳେ ୨୫ ଜଣରୁ ଅଧିକ ଛାତ୍ରଛାତୀ ଏଥିରେ ଆହତ ହୋଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପିକନିକରୁ ଫେରୁଥିବା ବେଳେ ଏଭଳି ଅଘଟଣ ହୋଇଛି…