Daily Archives

December 16, 2019

୬ଷ୍ଠ ସିଏମଏସବି ଜାତୀୟ ପୁରସ୍କାର ହାତେଇଲା ରେଡିଓ ଚକଲେଟ । ଆଞ୍ଚଳିକ ବର୍ଗରେ ପାଇଲା ଶ୍ରେଷ୍ଠ ରେଡିଓ ଷ୍ଟେସନ ମାନ୍ୟତା…

କନକ ବ୍ୟୁରୋ : ରେଡ଼ିଓ ଚକଲେଟ୍‌ ୬ଷ୍ଠ ସିଏମଏସବି ଜାତୀୟ ପୁରସ୍କାର ହାସଲ କରିଛି । ରେଡ଼ିଓ ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ରେଡ଼ିଓ ଚକଲେଟକୁ ଆଞ୍ଚଳିକ ବର୍ଗରେ ଶ୍ରେଷ୍ଠ ରେଡ଼ିଓ ଷ୍ଟେସନ ଚୟନ କରାଯାଇଥିଲା । ରବିବାର ଦିନ ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନାସନାଲ ସେଣ୍ଟରଠାରେ ଅନୁଷ୍ଠିତ ଏକ…

ଗଜପତିଙ୍କ ମୁହଁରେ ଦୁଇଟି କଥା: ପୁରୀ ପାଇଁ ମୁଖ୍ୟମନ୍ତ୍ରୀ ନେଉଥିବା ପଦକ୍ଷେପରେ ଆଶ୍ଚର୍ଯ୍ୟ ପ୍ରକଟ କଲେ ଗଜପତି ।…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ନେଇ ଦୁଇଟି କଥା କହିଛନ୍ତି ଗଜପତି । ଶ୍ରୀକ୍ଷେତ୍ର ପୁରୀ ପାଇଁ ରାଜ୍ୟ ସରକାର ସବୁଠାରୁ ବଡ ପ୍ୟାକେଜ ଘୋଷଣା କରିବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ତେବେ ପ୍ରଥମ ପ୍ରତିକ୍ରିୟାରେ ଗଜପତି ରାଜ୍ୟ ସରକାରଙ୍କୁ…

ଦେଶର ପରବର୍ତ୍ତୀ ସେନାଧ୍ୟକ୍ଷ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାଣେ । ବିପିନ୍ ରାୱତଙ୍କ ଅବସର ପରେ…

କନକ ବ୍ୟୁରୋ : ଦେଶର ପରବର୍ତ୍ତୀ ସେନାମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନାରାଭାଣେ । ବିପିନ୍ ରାୱତଙ୍କ ଅବସର ପରେ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ମନୋଜ । ଆସନ୍ତା ୩୧ରେ ସେନାମୁଖ୍ୟ ପଦରୁ ଅବସର ଗ୍ରହଣ କରିବେ ବିପିନ୍ ରାୱତ । ତେଣୁ ବରିଷ୍ଠତା କ୍ରମରେ ମୁକୁନ୍ଦଙ୍କୁ…

କ୍ଲିକ୍ କରନ୍ତୁ, ଫି’ ଦିଅନ୍ତୁ: ଆରଟିଓ ଅଫିସରେ ଲମ୍ବା ଲାଇନରୁ ମିଳିବ ମୁକ୍ତି । ଘରେ ବସି ଅନଲାଇନରେ ଜମା କରିହେବ ସବୁ…

କନକ ବ୍ୟୁରୋ: ଆରଟିଓ ଅଫିସରେ ଆଉ ଲାଇନ ଲଗାଇ ଫି ଦେବାକୁ ପଡିବନି କି ଫି ଜମା କରିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି । କାରଣ କାଲିଠାରୁ ଆପଣ ଗୋଟିଏ କ୍ଲିକରେ ଆରଟିଓ ଅଫିସର ସବୁ ଫି ଦେଇପାରିବେ । ଘରେ କିମ୍ବା କାଫେରେ କିଛି ଅନଲାଇନ ଫି ଦେବା ପରେ ଆଉ କିଛି ଚାର୍ଜ ଦେବାକୁ…

ବଙ୍ଗରେ ଲାଗିଛି ‘ନାଗରିକତା’ ନିଆଁ: ମୋଦିଙ୍କୁ ଖୋଲା ଆହ୍ୱାନ ଦେଲେ ମମତା । କହିଲେ, ମୋ ଶବ ଉପରେ ପଶ୍ଚିମବଙ୍ଗରେ ଆଇନ…

କନକ ବ୍ୟୁରୋ: କଲିକତାରେ ମମତା ବାନାର୍ଜୀଙ୍କ ପ୍ରତିବାଦ, ଦିଲ୍ଲୀରେ ପ୍ରିୟଙ୍କା ଗାନ୍ଧୀଙ୍କ ଧାରଣା, ଶାନ୍ତି ଓ ସଦଭାବନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ଆଉ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଆଡଭାଇଜରି ହିଁ ବୟାନ କରୁଛି, ନୂଆ ନାଗରିକତା ଆଇନ ସାରା ଦେଶରେ କେଉଁ ଭଳି ଏକମାହୋଲ…

ଫାଶୀ ଦଉଡି ଛିଣ୍ଡିଗଲେ କଣ କଏଦୀଙ୍କୁ ଫାଶୀ ଦଣ୍ଡରୁ ମୁକ୍ତ କରାଯାଏ କି? ଜାଣନ୍ତୁ ଏଭଳି ପ୍ରଶ୍ନର ଉତ୍ତରରେ କଣ କହିଲେ…

ନିର୍ଭୟା ଗଣଦୁଷ୍କର୍ମ ଘଟଣାକୁ ୭ ବର୍ଷ ପୂରିଛି । ଏପରିକି ଖୁବଶୀଘ୍ର ନିର୍ଭୟା ଗଣଦୁର୍ଷ୍କମର ନରପିଶାଚଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇପାରେ । ଦୋଷୀଙ୍କ ରାଜକ୍ଷମା ଆବେଦନ ଉପରେ କୋର୍ଟଙ୍କ ନିଷ୍ପତି ପରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବରୁ ତିହାର ଜେଲ…