Daily Archives

December 9, 2019

ବର୍ଷା ନୁହେଁ ସାପ ଅଟକାଇଲା କ୍ରିକେଟ ମ୍ୟାଚ୍ । ପଡିଆରେ ଦୀର୍ଘ ସମୟ ଧରି ବୁଲିଲା ସାପ, ବିଳମ୍ବରେ ଆରମ୍ଭ ହେଲା…

ବିଭିନ୍ନ କାରଣରୁ କ୍ରିକେଟ ମ୍ୟାଚ ଅଟକିରହିବା କଥା ଆପଣ ଶୁଣିଥିବେ । ଅଧିକାଂଶ ସମୟରେ ବର୍ଷା କାରଣରୁ ଖେଳ ଅଟକି ରହେ । ଆଉ କେତେକ ସମୟରେ ଦର୍ଶକଙ୍କ ବିଶୃଙ୍ଖଳା, ଜଣେ କ୍ରିକେଟପ୍ରେମୀ ହଠାତ ପଡ଼ିଆ ଭିତରକୁ ଦୌଡ଼ିଯିବା, କୁକୁର ପଶିଯିବା କାରଣରୁ ଖେଳ ଅଟକିଯାଏ । କିନ୍ତୁ ଆଜି ଆରମ୍ଭ ହୋଇଥିବା…

ବିରଳ ବଜ୍ରକାପ୍ତାର ବିଦେଶୀ ଡିଲ୍ । କିଲୋ ପିଛା ଲକ୍ଷେ ଟଙ୍କାରେ ହେଉଛି ବିକ୍ରି, କ୍ୟାନସର ରୋଗ ଓ ବୁଲେଟ ପ୍ରୁଫ୍…

କନକ ବ୍ୟୁରୋ : ବିରଳ ବଜ୍ରକାପ୍ତାର ବିଦେଶୀ ଡିଲ୍ । ଆଠଗଡରୁ ଚୋରାଚାଲାଣର ଚେର ଲମ୍ବିଛି ଅର୍ନ୍ତଜାତୀୟ ବଜାର ପର୍ଯ୍ୟନ୍ତ । କିଲୋ ପିଛା ବିକ୍ରି ହେଉଛି ଲକ୍ଷେ ଟଙ୍କାରେ । ସୁନେଲୀ ରଙ୍ଗର ଏହି ବିରଳ ପ୍ରଜାତିର ସ୍ତନପାୟୀ ପ୍ରାଣୀ ବିକ୍ରି ହେଉଛି ସୁନା ଦରରେ । ଆଉ ଏହି ପୂରା ବ୍ୟବସାୟ ଚାଲିଛି…

କିଭଳି ଅଛି ଟ୍ଵିନ ସିଟିର ହାଲଚାଲ ? ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ ପୁଲିସ କମିଶନର, ସୋସିଆଲ ମିଡିଆରେ ପରଖିବେ ସମସ୍ୟା…

କନକ ବ୍ୟୁରୋ : କିଭଳି ଅଛି ଟ୍ଵିନ ସିଟିର ହାଲଚାଲ । ଲୋକ କହିବେ, କମିଶନର ଶୁଣିବେ । ଲୋକ ପଚାରିବେ, କମିଶନର ଉତ୍ତର ରଖିବେ । ଆସନ୍ତା ୧୪ ତାରିଖରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଲାଇଭ ଚାଟିଂ ଦ୍ବାରା ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ । ଏଥିପାଇଁ ଆସନ୍ତା ଡିସେମ୍ଵର ୧୨…

‘ନିର୍ଭୟା’ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଚାଲିଛି ପ୍ରସ୍ତୁତି ! ବିହାର ବକ୍ସର ଜେଲରେ ତିଆରି ହେଉଛି ସ୍ୱତନ୍ତ୍ର ଦଉଡି ।

କନକ ବ୍ୟୁରୋ : ନିର୍ଭୟା ଦୋଷୀଙ୍କୁ ଖୁବ ଶୀଘ୍ର ମିଳିପାରେ ଫାଶୀ । ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ମନିଲା ଫାଶୀ ଫନ୍ଦା । ବିହାରର ବକ୍ସର ଜେଲରେ କଏଦୀ ମାନେ ଏହି ଦଉଡି ପ୍ରସ୍ତୁତ କରୁଛନ୍ତି । ଅପରପକ୍ଷରେ ଜେଲରେ ବନ୍ଦୀ ଥିବା ନିର୍ଭୟା ଅଭିଯୁକ୍ତଙ୍କୁ…

ବିଜେପିକୁ ଆଶ୍ୱସ୍ତ କଲା କର୍ଣ୍ଣାଟକ ଉପନିର୍ବାଚନ ଫଳାଫଳ । ୧୫ରୁ ୧୨ଟି ଆସନରେ ବିଜୟୀ ହେଲା ବିଜେପି ।

କନକ ବ୍ୟୁରୋ : କର୍ଣ୍ଣାଟକ ଉପନିର୍ବାଚନ ଫଳାଫଳ ବିଜେପିକୁ ଆଣିଦେଇଛି ଆଶ୍ୱସ୍ତି । ଶାସନରେ ରହିବା ପାଇଁ ବିଜେପିକୁ ଅତି କମରେ ୬ଟି ଆସନରେ ବିଜୟୀ ହେବାର ଆବଶ୍ୟକତା ରହିଥିଲା । ଏପରି ସ୍ଥଳରେ ୧୫ଟି ଆସନରୁ ୧୨ଟିରେ ଦଳ ବିଜୟୀ ହୋଇଛି । ଏହାପରେ ସରକାର ଉପରେ ଦେଖାଦେଇଥିବା ଆଶଙ୍କା ମଧ୍ୟ…