Daily Archives

December 27, 2019

ଖୋଲୁଛି ଅଭିନେତ୍ରୀଙ୍କ ସୈତାନୀ ସାମ୍ରାଜ୍ୟର ଗୁମର । କେବଳ ରବିକୁମାର ଫଶିନଥିଲେ ମାୟାଜାଲରେ, ୨୦ରୁ ଅଧିକ ଯୁବକ…

କନକ ବ୍ୟୁରୋ :  ସୁନ୍ଦର ଚେହେରା ପଛର କଳଙ୍କିତ କାହାଣୀ । ସୈତାନ ସାଜି ସୁନ୍ଦରୀ ଆଦାୟ କରୁଥିଲା ଅର୍ଥ । ଜଣେ କି ଦୁଇ ଜଣ ନୁହେଁ ବରଂ ପାଖାପାଖି ୨୦ ଜଣଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଛନ୍ତି ଏହି ଓଲିଉଡ ଅଭିନେତ୍ରୀ  । ଆଉ ଏଥିରେ ତାଙ୍କୁ ସହଯୋଗ କରୁଥିଲେ ତାଙ୍କ ପୁରୁଷ ବନ୍ଧୁ ଦେବରାଜ ।…

ନୂଆବର୍ଷରୁ ଏସବିଆଇର ନୂଆ ନିୟମ । ଏଟିଏମରୁ ଟଙ୍କା ଉଠାଇବାକୁ ଯାଉଥିଲେ ଜାଣି ରଖନ୍ତୁ ଏହି ନିୟମ ।

ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର । ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ଯଦି ଆପଣ ଏସବିଆଇ ଏଟିଏମ କାର୍ଡ ବ୍ୟବହାର କରୁଛନ୍ତି ତେବେ ଜାଣିରଖନ୍ତୁ ଏହି ଖବର । କାରଣ ୧ ଜାନୁଆରୀରୁ ଏଟିଏମରୁ ଟଙ୍କା ଉଠାଣ ନେଇ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ୨୦୨୦ ଜାନୁଆରୀ ୧ରୁ ଏସବିଆଇ ଆକାଉଣ୍ଟଧାରୀ…

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଆଗାମୀ ୫ ବର୍ଷ ମଧ୍ୟରେ ଯାତ୍ରୀଙ୍କୁ ମିଳିବ କେବଳ କନଫର୍ମ ଟିକେଟ । 

ଭାରତରେ ଟ୍ରେନ ଯାତ୍ରା କରିବାବେଳେ ସିଟ ଖଣ୍ଡେ ପାଇବାକୁ ପ୍ରାୟତଃ ସମସ୍ତେ କେବେ ନା କେବେ ଅଜବ ପରିସ୍ଥିତିର ସାମ୍ନା କରିଥିବେ । ଟ୍ରେନରେ ଯାତ୍ରା ସମୟରେ କନଫର୍ମ ଟିକଟ ମିଳିବ ନା ନାହିଁ ଏହାକୁ ନେଇ ସବୁବେଳେ ଟ୍ରେନ ଯାତ୍ରୀ ଦ୍ୱନ୍ଦ୍ୱରେ ରହିଥାନ୍ତି । ୱେଟିଂ ଟିକଟ ଥିବା ଯାତ୍ରୀମାନେ…

ଶୀତ ଦିନରେ ଅନ୍ନଦାତାଙ୍କ ସଂକଟ ବଢାଇଲା ବର୍ଷା । ମଣ୍ଡିରେ ଧାନ ଭିଜାଇଲା ଅଦିନିଆ ମେଘ । ସମ୍ବଲପୁର, ବରଗଡ,…

କନକ ବ୍ୟୁରୋ: କିଏ କହୁଛି ଚାଷୀଙ୍କ ଆୟ ଦୁଇଗଣ ହେବ, ତ ଆଉ କିଏ କହୁଛି ଚାଷୀଙ୍କୁ ବୀମା ଟଙ୍କା ମିଳିବ । ହେଲେ ପ୍ରକୃତରେ ଚାଷୀ ପାଉଛନ୍ତି କ’ଣ ତାହା କାହାରିକୁ ଅଛପା ନାହିଁ । ଗୋଟିଏ ମାସ ପୂର୍ବରୁ ଯେଉଁ ଚାଷୀ, ଧାନ ବିକ୍ରି କରିବା ପାଇଁ ଆନ୍ଦୋଳନ କରୁଥିଲା, ସେହି ଚାଷୀ ଆଜି ଧାନକୁ କେମିତି…

ପ୍ରତିଷ୍ଠା ଦିବସରେ ବିଜେଡିର ଭବିଷ୍ୟତ ନେଇ ନବୀନଙ୍କ ଇସାରା ପରେ ବଢିଲା ଚର୍ଚ୍ଚା । ଦଳୀୟ ନେତା କହିଲେ, ଓଡିଶାବାସୀ…

କନକ ବ୍ୟୁରୋ: ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ରାଜନୀତି ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ଦଳ ତାଙ୍କ ଉପରେ ଆଉ ନିର୍ଭରଶୀଳ ନୁହେଁ ବୋଲି କହିବା ପରେ ବିଜେଡିର ପରବର୍ତ୍ତୀ ପୀଢିକୁ ନେଇ କିଛି ନୂଆ ଇସାରା ମିଳିଛି । ପ୍ରକୃତରେ ଏହି ବୟାନ ପଛରେ କିଛି…

ଆମ୍ବୁଲାନ୍ସ ସେବାରେ ବଡ ଘୋଟାଲା । ଜିକିତ୍ସା ହେଲଥ କେୟାର ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । କୋଟି କୋଟି ଟଙ୍କା…

କନକ ବ୍ୟୁରୋ: ଓଡ଼ି଼ିଶାରେ ୧୦୮-ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ୧୦୮ ଆମ୍ବୁଲାନ୍ସ ପରିଚାଳନା ଭିତରେ ମୁମ୍ବାଇର ଜିକିତ୍ସା ହେଲଥ କେୟାର ନାମକ ଘରୋଇ କମ୍ପାନୀ ପ୍ରାୟ ୩୦୦ କୋଟି ଟଙ୍କା ସ୍ମାମ୍ କରିଥିବା ହାଇକୋର୍ଟରେ ଅଭିଯୋଗ ହୋଇଛି । ଏହି…