Daily Archives

December 7, 2019

ହାଇଦ୍ରାବାଦ ସୈତାନଙ୍କୁ ଏମିତି ଧରିଥିଲା ପୋଲିସ? । ପେଟ୍ରୋଲ ପମ୍ପର କର୍ମଚାରୀ ଦେଇଥିଲେ ବଡ ସୁରାକ୍, ସେଦିନ ରାତି…

ହାଇଦ୍ରାବାଦ ସୈତାନଙ୍କୁ ଏନକାଉଣ୍ଟର କରି ମାରିବାର ପାଖାପାଖି ଦେଢ ଦିନ ବିତି ସାରିଲାଣି । ପୂରା ଦେଶରେ ଏହି ଏନକାଉଣ୍ଟର ପାଇଁ ତେଲେଙ୍ଗାନା ପୋଲିସକୁ ପ୍ରଂଶସାର ସୁଅ ଛୁଟିଛି । ମାତ୍ର ୧୦ ଦିନ ମଧ୍ୟରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ସଫା କରିଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ସାଧାରଣ ଜନତା…

ଉନ୍ନାଓ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ନିଜ ଝିଅ ଦେହରେ ପେଟ୍ରୋଲ ଢାଳି ଦେଲେ ମହିଳା !

କନକ ବ୍ୟୁରୋ : ଦିଲ୍ଲୀରେ ଥିବା ସଫଦରଜଙ୍ଗ ଡାକ୍ତରଖାନା ବାହାରେ ଶନିବାର ଆନ୍ଦୋଳନ ଆରମ୍ଭ କରିଥିଲେ ଜଣେ ମହିଳା । ଉନ୍ନାଓ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରି ମହିଳା ଜଣଙ୍କ ଆନ୍ଦୋଳନ କରୁଥିବା ବେଳେ ହଠାତ୍ ନିଜ ନାବାଳିକା ଝିଅ ଦେହରେ ପେଟ୍ରୋଲ ଢ଼ାଳି ଦେଇଥିଲେ । ଏହି ଘଟଣା ପରେ…

୭ ବର୍ଷର ନାବାଳିକାକୁ ୧୦ ଟଙ୍କା ଦେଇ ଦୁଷ୍କର୍ମ ଅଭିଯୋଗ ! ସଂପର୍କିୟ ଅଜା ଗିରଫ ।

କନକ ବ୍ୟୁରୋ : ଜଣେ ୭ ବର୍ଷର ନାବାଳିକାକୁ ୧୦ଟଙ୍କା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ସଂପର୍କିୟ ଅଜାକୁ ପୁଲିସ ଶନିବାର ଗିରଫ କରିଛି । ରାଜଧାନୀ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଥାନାରେ ଏଭଳି ଅଭିଯୋଗ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରାଧାକୃଷ୍ଣ ଲେନ ବସ୍ତିରେ ୭ ବର୍ଷର…

କୋହଲିଙ୍କ ବ୍ୟାଟିଂ ଦେଖି ଖୁସିରେ ଏଭଳି ଲେଖିଲେ ବିଗ ବି ଅମିତାଭ ବଚ୍ଚନ । କୋହଲି ବି ଦେଲେ କିଛି ଖାସ ପ୍ରତିକ୍ରିୟା ।

କନକ ବ୍ୟୁରୋ : ବିଗ ବି ଅମିତାଭ ବଚ୍ଚନଙ୍କ ଟୁଇଟର ପେଜରେ ଦେଖିବାକୁ ମିଳିଛି ରୋଚକ ଲେଖା । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଉଦ୍ଦେଶ୍ୟରେ ଏହି ଟୁଇଟ କରିଛନ୍ତି ଅମିତାଭ ବଚ୍ଚନ । ତେବେ ବିଗ ବିଙ୍କ ଏହି ଟୁଇଟ ଭାଇରାଲ ହେଉଛି । ଏହାର କାରଣ ହେଉଛି ତାଙ୍କ ଲେଖା ଶୈଳୀ ।…

ଆଶ୍ରମ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ! ଥାନାରେ ଦ୍ଵାରସ୍ଥ ହେଲେ ଜିଲ୍ଲା ମଙ୍ଗଳ ଅଧିକାରୀ ।

କନକ ବ୍ୟୁରୋ : ଆଶ୍ରମ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି । ଏହି ସୂଚନା ପାଇବା ପରେ କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ସଂପୃକ୍ତ ସ୍କୁଲକୁ ପହଂଚି ଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।…

ଦୁଷ୍କର୍ମ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ବଡ ବୟାନ ! କହିଲେ, ଭାରତକୁ କୁହାଯାଉଛି ପୃଥିବୀର ଦୁଷ୍କର୍ମର ରାଜଧାନୀ,…

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶନିବାର ମହିଳାଙ୍କ ପ୍ରସଙ୍ଗ ଉଠାଇବାକୁ ଯାଇ ଭାରତକୁ ପୃଥିବୀର ଦୁଷ୍କର୍ମ ରାଜଧାନୀ ବୋଲି ଅଭିହିତ କରିଛନ୍ତି । ରାହୁଲ କହିଛନ୍ତି, ଏବେ ଅନ୍ୟ ଦେଶର ଲୋକେ ପଚାରୁଛନ୍ତି- କାହିଁକି ଭାରତ ନିଜ ଝିଅବୋହୂଙ୍କୁ ସୁରକ୍ଷା ଦେଇ ପାରୁ ନାହିଁ ? ରାହୁଲ…