Daily Archives

December 5, 2019

ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଦେଶର ସବୁ ଥାନାରେ ରହିବ ‘ମହିଳା ଡେସ୍କ’

କନକ ବ୍ୟୁରୋ: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଦେଶର ସବୁ ଥାନାରେ ରହିବ ମହିଳା ଡେସ୍କ । ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶରେ ଦିନକୁ ଦିନ…

“ଘରକୁ ଫେରିବା ବେଳେ ଅସୁବିଧାରେ ପଡିଲେ ‘ଭାଇ’ ଭାବି ମୋତେ ଫୋନ୍ କରିବ । ମୁଁ ସାହାଯ୍ୟ କରିବି ।”…

କନକ ବ୍ୟୁରୋ : ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ମହିଳା ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଝିଅ ବାହାରକୁ ଯାଇଥିଲେ ନ ଫେରିବା ପର୍ଯ୍ୟନ୍ତ ପରିବାର ଲୋକ ଆଶା ଆଶଙ୍କାରେ ରହୁଛନ୍ତି । ଝିଅକୁ ରାତିରେ ବାହାରକୁ କେଉଁଆଡେ ପଠାଇବା ପୂର୍ବରୁ…

ନିତ୍ୟାନନ୍ଦଙ୍କ ଚମତ୍କାର ସତ ନା ମିଛ ? ଗାଈ ସହ କଥା ହେବା, ସୂର୍ଯ୍ୟଙ୍କୁ ଅଟକାଇ ଦେବାର ନାଟକ କରି ଭକ୍ତଙ୍କୁ ଭୂଆଁ…

କନକ ବ୍ୟୁରୋ: ସ୍ୱାମୀ ନିତ୍ୟାନନ୍ଦଙ୍କ ପ୍ରବଚନ ସମୟରେ ଅନେକଥର ଦାବି କରାଯାଇଛି ଯେ, ନିଜ ଶକ୍ତି ଓ ସାଧନା ବଳରେ ବାବା, ଭକ୍ତମାନଙ୍କୁ ପବନରେ ଉଡାଇ ପାରନ୍ତି । ଅନୁଗାମୀଙ୍କୁ ପ୍ରବଚନ ଦେଲାବେଳେ ଏହି ଚମତ୍କାର ବାବଦରେ ବାବା ନିଜେ ବାରମ୍ବାର କହିଥାନ୍ତି । ଏପଟେ ହଲରେ ଚାଲିଥାଏ ବାବା…

କୈଳାସ ଦେଶର କାହାଣୀ । ଭଣ୍ଡ ନିତ୍ୟାନନ୍ଦଙ୍କ କୈଳାସ ଦେଶର ସତ କଣ, ଠକିବାର ନୂଆ ତରିକା ଆପଣାଇଛନ୍ତି କି ନିତ୍ୟାନନ୍ଦ?

କନକ ବ୍ୟୁରୋ : ବିଦାଦୀୟ ବାବା ନିତ୍ୟାନନ୍ଦଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ରାତାରାତି ବାବା ନିତ୍ୟାନନ୍ଦଙ୍କ ୱେବସାଇଟରେ ଘୋଷଣା ହେଲା ଯେ, ଦେଶରୁ ଫେରାର ବାବା ତାଙ୍କର ଏକ ଅଲଗା ଦେଶ ଗଢିଛନ୍ତି । ସେହି ଦେଶର ଅଲଗା ପାତାକା, ଅଲଗା ପାସପୋର୍ଟ, ଅଲଗା ସରକାର ଓ ଅଲଗା ପଇସା ବି ହେବ ।…

ଜାମିନରେ ଆସିଥିଲେ, ଜୀଅନ୍ତା ଜାଳିଦେଲେ: ପ୍ରତିଶୋଧ ନେବାକୁ ଗଣଦୁଷ୍କର୍ମ ପୀଡିତାଙ୍କୁ ଗୋଡେଇ ଗୋଡେଇ ଜାଳିଲେ ଅଭିଯୁକ୍ତ…

କନକ ବ୍ୟୁରୋ: ବର୍ବରତାର ଚରମସୀମାରେ ମାନବିକତା । ହାଇଦ୍ରାବାଦରେ ଯୁବତୀଙ୍କୁ ଗଣଦୁର୍ଷ୍କମ କରି ଜିଅନ୍ତା ଜାଳି ମାରିଦେବାର ଦିନ କେତେଟା ପରେ ଘଟିଛି ଆଉ ଏକ ଛାତିଥରା ବର୍ବରକାଣ୍ଡ । ଉନ୍ନାଓ ଗଣଦୁର୍ଷ୍କମ ମାମଲାରେ ଅଭିଯୁକ୍ତ ବେଲରେ ଆସି ଘଟାଇଛନ୍ତି ଏଭଳି ଜଘନ୍ୟକାଣ୍ଡ । କୋର୍ଟକୁ ଶୁଣାଣି…