Monthly Archives

December 2019

୩ ସାଙ୍ଗଙ୍କ ହାତରେ ଦେଶର ସୀମା ସୁରକ୍ଷା ଦାୟିତ୍ୱ । ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା, ଦେଶର ୩ ସେନା…

ଆଜି ସ୍ଥଳସେନା ମୁଖ୍ୟ ପଦରୁ ଅବସର ନେଇଛନ୍ତି ଜେନେରାଲ ବିପିନ୍ ରାୱତ । ବିପନଙ୍କ ସ୍ଥାନରେ ସ୍ଥଳ ସେନାର ସେନାପତି ସାଜିବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରବାନେ । ପୂର୍ବରୁ କାଶ୍ମୀରରେ କାର୍ଯ୍ୟ କରି ଆସିଥିବା ମନୋଜଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । ସେହିଭଳି…

ଅନ୍ଧାରରେ ଏୟାର ଇଣ୍ଡିଆର ଭବିଷ୍ୟତ । କେହି ଅଂଶଧନ ନ କିଣିଲେ ଜୁନ୍ ସୁଦ୍ଧା ବନ୍ଦ ହୋଇଯିବ ଏୟାର ଇଣ୍ଡିଆ ।

କନକ ବ୍ୟୁରୋ : ଜୁନ୍ ସୁଦ୍ଧା ବନ୍ଦ ହୋଇଯାଇପାରେ ଏୟାର ଇଣ୍ଡିଆ । ଏକଦା ମହାରାଜା ଭାବେ ଜଣାଯାଉଥିବା ଏୟାର ଇଣ୍ଡିଆର ଭବିଷ୍ୟତ ଏବେ ଅନ୍ଧାରରେ । ଯଦି ଜୁନ୍ ସୁଦ୍ଧା କୌଣସି କ୍ରେତା ନ ମିଳନ୍ତି ତେବେ ଏୟାର ଇଣ୍ଡିଆ ଏୟାରଲାଇନ୍ସ ବନ୍ଦ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କମ୍ପାନିର ଜଣେ…

ଅନନ୍ୟ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ : ପିକନିକ୍ ଋତୁରେ ମା’ ଅମ୍ବିକାଙ୍କ ଦର୍ଶନ କରିବା ସହ ବଣଭୋଜିର ମଜା ଉଠାଉଛନ୍ତି…

କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ । ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ବର୍ତ୍ତମାନ ଶୀତ ଋତୁରେ ମା’ ଅମ୍ବିକାଙ୍କ ପୀଠ ରୂପେ ପରିଚିତ ଏହି ସ୍ଥାନରେ ବଣଭୋଜି ସାଙ୍ଗକୁ…

ସେନାର ୨୮ ତମ ସେନାଧ୍ୟକ୍ଷ ହେଲେ ଜେନେରାଲ୍ ମନୋଜ ମୁକୁନ୍ଦ ନରୱାଣେ : ବିପିନ୍ ରାୱତଙ୍କ ସ୍ଥାନରେ ନେଲେ ଦାୟିତ୍ୱ

ଦେଶର ପରବର୍ତ୍ତୀ  ସ୍ଥଳସେନା ମୁଖ୍ୟ ହେଲେ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ । ଆଜି ସେନାପଦରୁ ଅବସର ଗ୍ରହଣ କରିଛନ୍ତି ବିପିନ୍ ରାୱତ୍ । ବିପିନ୍ ରାୱତ୍ ଅବସର ନେବା ପରେ ଦାୟିତ୍ୱ ତୁଲାଇବେ ମୁକୁନ୍ଦ ନରୱାଣେ । ବରିଷ୍ଠତା କ୍ରମରେ ମୁକୁନ୍ଦଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସେ…

ସେନା ମୁଖ୍ୟ ପଦରୁ ଅବସର ନେଲେ ଜେନେରାଲ ବିପିନ ରାୱତ : ଆସନ୍ତାକାଲି ଦେଶର ପ୍ରଥମ ଚିଫ ଡିଫେନ୍ସ ଅଫ ଷ୍ଟାଫ ମୁଖ୍ୟ ଭାବେ…

କନକ ବ୍ୟୁରୋ : ୩ ବର୍ଷର କାର୍ଯ୍ୟକାଳ ପୂରା କରିବ ସହିତ ଆଜି ସେନା ମୁଖ୍ୟ ପଦରୁ ଅବସର ନେଇଛନ୍ତି ଜେନେରାଲ ବିପିନ ରାୱତ । ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ଭାବେ ଆସନ୍ତାକାଲି ଦାୟିତ୍ୱ ନେବେ ବିପିନ ରାୱତ । କାର୍ଯ୍ୟକାଳର ଶେଷ ଦିନରେ ନୁଆ ଦିଲ୍ଲୀ ସ୍ଥିତ ଯୁଦ୍ଧ ସ୍ମାରକୀରେ  ପହଚିଂ…

ବୈଠକରେ ଶୁଭିଲା ବଇଁଶିର ସୁର : ବୈଜ୍ଞାନିକ ବଜାଇଲେ ବଇଁଶି , ବୈଠକରେ ବଇଁଶି ବଜାଇ ଚର୍ଚ୍ଚାରେ ଇସ୍ରୋ ବୈଜ୍ଞାନିକ ।

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ନିଜ ସାଟେଲାଇଟ୍ ଏବଂ ରକେଟ୍ କୁ ଅନ୍ତରୀକ୍ଷକୁ ପଠାଇ ସାରା ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓରେ ଗୋଟିଏ ବୈଠକରେ ବୈଜ୍ଞାନିକମାନେ ଥିବା ବେଳେ ଇସ୍ରୋର ଜଣେ…