Daily Archives

December 21, 2019

ବଡ ଦିନ ଓ ନୂଆବର୍ଷ ପାଇଁ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ସୋ’ର ବ୍ୟବସ୍ଥା ।

କନକ ବ୍ୟୁରୋ : ପଠାଣି ସାମନ୍ତ ପ୍ଲାନେଟୋରିୟମର ନିର୍ଦ୍ଦେଶକ, ରସିଦ ଖାନ୍ ଜଣାଇଛନ୍ତି ଯେ, ଆସନ୍ତା ବଡ ଦିନ ଓ ନୂଆବର୍ଷ ସମୟର ଭିଡକୁ ଆଖିରେ ରଖି ୨୦୧୯ ଡିସେମ୍ବର ୨୧ ତାରିଖ ଅର୍ଥାତ ଆଜିଠାରୁ ୨୦୨୦ ଜାନୁୟାରୀ ୧ ତାରିଖ ଯାଏଁ ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ପ୍ରତି…

ଝାଡ଼ଖଣ୍ଡରେ ଝଡ଼ିପଡ଼ିବ କି ‘ପଦ୍ମ’ ପାଖୁଡ଼ା? ବିଧାନସଭା ନିର୍ବାଚନ ମତଦାନ ପରେ ଗେରୁଆ ଦଳ ଅଙ୍କକୁ ଗୋଳମାଳିଆ କଲା ଏଗଜିଟ୍…

କନକ ବ୍ୟୁରୋ: ବିଜେପି ହାତରୁ ପୁଣି ଖସିପାରେ ଆଉ ଏକ ରାଜ୍ୟ । ଝାଡଖଣ୍ଡରେ ବିଜେପିକୁ ଲାଗିପାରେ ବଡ ଝଟକା । ଶୁକ୍ରବାର ରାଜ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ଶେଷ ହେବା ପରେ ବୁଥ୍ ବାହୁଡା ମତ ଆସିଛି । ୮୧ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ୪୧ଟି ଆସନ ଆବଶ୍ୟକ । ଆଉ…

କ୍ୟାପଟେନ୍ କୋହଲିଙ୍କ ନିଆରା ରୂପ । ସାଣ୍ଟା ବେଶରେ ନଜର କ୍ୟାପଟେନ୍ କୋହଲୀ, ଭରିଲେ ଅନାଥ ପିଲାଙ୍କ ମୁହଁରେ ହସ ।

କନକ ବ୍ୟୁରୋ: କ୍ରିକେଟ ମଇଦାନର ବର୍ତ୍ତମାନ ବାଦଶାହା ବିରାଟ । ଅନେକଙ୍କୁ ନିଜର ଖେଳରେ ଆକୃଷ୍ଟ କରିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ତେବେ ବିରାଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । କାରଣ ଏହି ଭିଡିଓରେ କ୍ରିକେଟର ବିରାଟଙ୍କ ଅନ୍ୟ ଏକ ରୂପ…

ଚିନ୍ତା ବଢାଇଲା ସାପ କାମୁଡ଼ା ମୂୁତ୍ୟୁ । ଚଳିତ ବର୍ଷ ଗଲାଣି ୬୦୪ ଜଣଙ୍କ ଜୀବନ, ଅନ୍ଧବିଶ୍ୱାସ ଯୋଗୁଁ ରୋଗୀଙ୍କୁ ଗୁଣିଆ…

କନକ ବ୍ୟୁରୋ : ସାପ କାମୁଡ଼ା ମୂୁତ୍ୟୁ ଏବେ ଚିନ୍ତାର କାରଣ ପାଲଟିଛି । ଚଳିତବର୍ଷ ୬୦୪ ଜଣ ଲୋକଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇସାରିଲାଣି । ସରକାରଙ୍କ ତଥ୍ୟ ଅନୁସାରେ ୨୦୧୫ରୁ ଆଜି ପର୍ଯ୍ୟନ୍ତ ୩ହଜାର ୪୨୩ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ଧବିଶ୍ୱାସରେ ବଶବର୍ତି ହୋଇ ଏବେ ବି ସାପ କାମୁଡ଼ା…

ଶିକ୍ଷକ ସାଜିଲେ ଅତିରିକ୍ତ ତହସିଲଦାର । ଅଚାନକ ସ୍କୁଲରେ ପହଞ୍ଚିଲେ, ପିଲାଙ୍କୁ ଗଣିତ ପଢାଇଲେ ।

କନକ ବ୍ୟୁରୋ : ସବୁଦିନ ପରି ଆଜି ବି ସ୍ୱାଭାବିକ ଭାବେ ଚାଲିଥିଲା ସ୍କୁଲ । ଆଉ ଅଚାନକ ପରିଦର୍ଶନରେ ଆସି ସ୍କୁଲରେ ପହଞ୍ଚିଥିଲେ ଅତିରିକ୍ତ ତହସିଲଦାର । ଆମେ କହୁଛୁ କେନ୍ଦ୍ରାପଡା ରାଜକନିକା ବରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର କଥା । ସ୍କୁଲରେ କେମିତି ଚାଲିଛି ପାଠପଢା, ଆଉ କେମିତି ଚାଲିଛି…