Daily Archives

December 13, 2019

ଜମ୍ମୁରେ ସୀମା ଭିତରକୁ ପଶୁଥିଲେ ଅଜଣା ଯୁବକ, ଚେତାବନୀ ଦେଲା ପରେ ବି ଶୁଣିଲେନି । ଶେଷର ବିଏସଏଫ ଯବାନଙ୍କ ଗୁଳିରେ…

ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଥିବା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଅନୁପ୍ରବେଶ କରୁଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଆଜି ବିଏସଏଫ୍‌ ଯବାନମାନେ ଗୁଳି କରି ମାରିଦେଇଛନ୍ତି । ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ସାମ୍ବା ଜିଲ୍ଲାର ମଙ୍ଗୁଛକ…

କେମିତି ଦିଆଯାଏ ଦୋଷୀଙ୍କୁ ଫାଶୀ ? ଜେଲ ଭିତରେ ଫାଶୀ ପୂର୍ବରୁ କଣ କଣ କରାଯାଏ ? ପଢନ୍ତୁ ଫାଶୀର ପୂରା ପ୍ରକ୍ରିୟା

କନକ ବ୍ୟୁରୋ: କେମିତି ଦିଆଯାଏ ଫାଶୀ ? ଫାଶୀ ପୂର୍ବରୁ କଣ ହୁଏ ? ଫାଶୀ ପରେ କଣ ହୁଏ ? ଫାଶୀ କୋଠରୀରେ କଣ କରାଯାଏ ? ଫାଶୀ ଦେଲାବେଳେ କିଏ କିଏ ସାକ୍ଷୀ ରୁହନ୍ତି? ଏକାଥରେ ୪ ଜଣଙ୍କୁ କେବେ ଫାଶୀ ହୋଇଛି କି ? ଏମିତି ଅନେକ ପ୍ରଶ୍ନ ଏବେ ସାରା ଦେଶରେ ଉଙ୍କି ମାରୁଛି । ନିର୍ଭୟା ଦୋଷୀଙ୍କ…

୧୫ ବର୍ଷ ପରେ ପୁଣି କଏଦୀଙ୍କୁ ଫାଶୀ ଦେବେ ଜହ୍ଲାଦ? ଜାଣନ୍ତୁ ଅଫଜଲ, କସାବ ଓ ୟାକୁବଙ୍କୁ କିଏ ଦେଇଥିଲେ ଫାଶୀ?

କନକ ବ୍ୟୁରୋ : ନିର୍ଭୟା ମାମଲାର ଦୋଷୀ ମୁକେଶ, ପବନ, ଅକ୍ଷୟ ଓ ବିନୟଙ୍କୁ କେବେ ଦିଆଯିବ ଫାଶୀ? ସାରାଦେଶ ଏହାକୁ ଅନାଇ ରହିଛି । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ- ସଇତାନଙ୍କୁ ଫାଶୀ ଦେବାରେ ବିଳମ୍ବ କାହିଁକି ଓ ଫାଶୀ କେବେ? ଏବେ ଫାଶୀକୁ ନେଇ କୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଇଛି ।…

ଶିଳ୍ପ ପାଇଁ ଆଖିବୁଜା ଗଛକଟା । କୋଇଲା ମନ୍ତ୍ରାଳୟକୁ ପଚାର କହି ହାତ ଟେକି ଦେଲେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ  ।

କନକ ବ୍ୟୁରୋ : କୋଇଲା ଖଣି ପାଇଁ ସମ୍ବଲପୁରରେ ଆଖିବୁଜା ଗଛ କଟାଚାଲିଛି । ହେଲେ ଖଣିମନ୍ତ୍ରୀ କହୁଛନ୍ତି, କେନ୍ଦ୍ର କୋଇଲା ମନ୍ତ୍ରାଳୟକୁ ପଚାର । ସେପଟେ ତଳାବିରା ୨ ଓ ୩ ଖଣି ପାଇଁ କମ୍ପାନୀ ଗଛ କାଟୁଥିବା ପ୍ରସଙ୍ଗରେ ହାତରେ ଲାଗିଛି ଭୟଙ୍କର ତଥ୍ୟ । ଗଛ କଟାଯିବ ସମ୍ବଲପୁର ଓ ଝାରସୁଗୁଡ଼ାରୁ,…

ସ୍କାମ୍ ଧରିଲେ, ଗୁଳି ଖାଇଲେ । ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟାକାଣ୍ଡକୁ ବିତିଗଲାଣି ୩ ଦିନ, ହେଲେ…

କନକ ବ୍ୟୁରୋ : କନ୍ଧମାଳ ବାଲିଗୁଡାରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟାକାଣ୍ଡକୁ ତିନି ଦିନ ବିତିଗଲାଣି, ହେଲେ ଅପରାଧୀଙ୍କ ଟେର୍ ପାଉନାହିଁ ପୋଲିସ । ୧୦ ତାରିଖ ଦିନ ସକାଳେ, ତାଙ୍କୁ ଘରୁ ଡାକି ନେଇ ଗୁଳି କରି ମାରିଥିଲେ ଦୁର୍ବୃତ । ପୋଲିସ ସୂତ୍ରରୁ ଜାଣିବାକୁ ମିଳିଛି,…

ନାଗରିକତା ସଂଶୋଧନ ବିଲକୁ ଖୋଲା ଚ୍ୟାଲେଞ୍ଜ ଦେଲେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ନବୀନଙ୍କ ଆଶ୍ୱସନା ଭୟଭୀତ…

କନକ ବ୍ୟୁରୋ : ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସିଏବିକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ସେମାନେ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ…