Daily Archives

December 1, 2019

ଓଡିଶାରୁ ଗଲା ନିମନ୍ତ୍ରଣ, ଦିଲ୍ଲୀରୁ ଆସିଲା ଶୁଭେଚ୍ଛା । ବାହାଘର ପାଇଁ ନିମନ୍ତ୍ରଣ କରିଥିଲେ କଟକ ଝିଅ, ନିମନ୍ତ୍ରଣ…

କନକ ବ୍ୟୁରୋ: ଓଡିଆ ଝିଅର ନିମନ୍ତ୍ରଣ ରକ୍ଷା କଲେ ମୋଦି । କଟକ ଝିଅର କଥା ରଖି ନିମନ୍ତ୍ରଣ ପତ୍ରର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ବାହାଘର ପୂର୍ବରୁ କଟକ ଯୁବତୀ ରଞ୍ଜିତା ନାୟକଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିନନ୍ଦନ ଭରା ଚିଠି । ନୂଆ ଜୀବନ ଆରମ୍ଭ କରିବା…

ରାଇରଙ୍ଗପୁର କଲେଜ ଛାତ୍ରୀନିବାସରେ ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ : ୩ଜଣଙ୍କୁ ଗିରଫ କଲା ପୋଲିସ୍, ଅବହେଳା…

କନକ ବ୍ୟୁରୋ: ରାଇରଙ୍ଗପୁର କଲେଜ ଛାତ୍ରୀନିବାସରେ ଅଧ୍ୟାପିକାଙ୍କ ସଂଦେହଜନକ ମୃତ୍ୟୁକୁ ନେଇ ତନାଘନା କଲା ମୟୂରଭଞ୍ଜ ପୋଲିସ୍ । ଏନେଇ ମାମଲା ରୁଜୁ କରିବା ସହ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରିଛି ମୟୂରଭଞ୍ଜ ପୋଲିସ୍ । ଏବଂ ଅନ୍ୟ ତିନି ଜଣ ଫେରାର ହୋଇଯାଇଛନ୍ତି । ଏନେଇ ସୂଚନା…

ଭୁବନେଶ୍ୱରରେ ଯନ୍ତ୍ର ସାଜିଛି ଟ୍ରାଫିକ ଜଗୁଆଳି । ରୁପାଲୀ ଛକରେ ଲାଗିଲା ପ୍ରଥମ ଟିଭିଡିଏସ କ୍ୟାମେରା, ନିୟମ ଭାଙ୍ଗି…

କନକ ବ୍ୟୁରୋ : ଏଣିକି ନିୟମ ଉଲଂଘନକାରୀଙ୍କୁ ଧରିବ କ୍ୟାମେରା । ଯାଂଚ ବେଳେ ଖସିଗଲେ ବି ନିସ୍ତାର ନାହିଁ । କାରଣ ଆପଣଙ୍କ ଉପରେ ନଜର ରଖିଛି କ୍ୟାମେରା । ଏହି ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଆରମ୍ଭ ହୋଇଛି ସ୍ମାର୍ଟ ସିଟି ଭୁବନେଶ୍ୱରରେ । ମେସିନ୍ ଚାଲଣ କାଟିବ ଏବଂ ଏହାକୁ ଡାକ୍ ଯୋଗେ ଗାଡ଼ି…

ସାବାସ୍ ନିରଞ୍ଜନ । ସେ ବୁଝିଛନ୍ତି ଦିବ୍ୟାଙ୍ଗ ହେବାର ଦୁଃଖ, ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ ୨୦ ବର୍ଷ ହେଲା ଜାରି…

କନକ ବ୍ୟୁରୋ : ଦୀର୍ଘ ୨୦ ବର୍ଷ ହେଲା ଦିବ୍ୟାଙ୍ଗଙ୍କ ପାଇଁ ସେ ଲଢେଇ କରୁଛନ୍ତି । ସେମାନଙ୍କର ଅଧିକାର ହାସଲ ପାଇଁ ସେ ଅଭିଯାନ ଚଲାଇଛନ୍ତି । କିନ୍ତୁ ଏହା ଜାଣିଲେ ଆପଣ ସ୍ତବ୍ଧ ହୋଇଯିବେ ଯେ, ସେ ନିଜେ ହେଉଛନ୍ତି ଜଣେ ଦିବ୍ୟାଙ୍ଗ । ସେ ଦୃଷ୍ଟିଶକ୍ତି ହୀନ । ତଥାପି ଜୀବନ ଯୁଦ୍ଧରେ ସେ…

ସାରା ରାଜ୍ୟରେ ଟ୍ରାଫିକ ନିୟମ କଡାକଡି । ଜରିମାନା ଗଣିଲେ ନିୟମ ଉଲ୍ଲଂଘନକାରୀ, ଟ୍ରାଫିକ ଚେକିଂ ବେଳେ ଚାଲିଲା…

କନକ ବ୍ୟୁରୋ : ଡିସେମ୍ବର ୧ ତାରିଖ ଅର୍ଥାତ ଆଜିଠାରୁ ପୁଣି ଆରମ୍ଭ ହୋଇ ଯାଇଛି ଟ୍ରାଫିକ୍ ତନାଘନା । ରାଜ୍ୟ ସରକାର କାଗଜ ପତ୍ର ପାଇଁ ଆଉ ତିନି ମାସ କୋହଳ କରିଥିଲେ ମଧ୍ୟ ହେଲମେଟ, ସିଟବେଲ୍ଟ, ମୋବାଇଲ ବ୍ୟବହାର, ଭୁଲ ଦିଗରେ ଗାଡି ଚଳାଇବା ଓ ମଦୁଆ ଡ୍ରାଇଭରଙ୍କୁ ଗୋଡାଇ ଥିଲା ପୋଲିସ୍ । ସାରା…

ରାସ୍ତାରେ କେତେ ରହିବ ଆପଣଙ୍କ ଗାଡିର ବେଗ ? ନିର୍ଦ୍ଦେଶନାମା ଜାରି କଲା କମିଶନରେଟ୍ ପୋଲିସ, ସ୍ପିଡରେ ଗଲେ ଗଣିବେ ମୋଟା…

କନକ ବ୍ୟୁରୋ : ଡିସେମ୍ବର ୧ ଅର୍ଥାତ ଆଜିଠାରୁ ପୁଣି ଆରମ୍ଭ ହୋଇ ଯାଇଛି ଟ୍ରାଫିକ୍ ତନାଘନା । ରାଜ୍ୟ ସରକାର କାଗଜ ପତ୍ର ପାଇଁ ଆଉ ତିନି ମାସ କୋହଳ କରିଥିଲେ ମଧ୍ୟ ହେଲମେଟ୍, ସିଟବେଲ୍ଟ, ମୋବାଇଲ ବ୍ୟବହାର, ଭୁଲ ଦିଗରେ ଗାଡି ଚଳାଇବା ଓ ମଦୁଆ ଡ୍ରାଇଭରଙ୍କୁ ଆଜି ଗୋଡାଇ ଥିଲା ପୋଲିସ୍ ।…