Daily Archives

December 19, 2019

ଅପରାଜେୟ ନବୀନ । ବିରୋଧୀଙ୍କ ଚକ୍ରବ୍ୟୁହ ଭେଦ କରି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ବିଜେଡି ସୁପ୍ରିମୋ…

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ଅନେକ ରେକର୍ଡ ଭାଙ୍ଗିଛି ଓ ଅନେକ ରେକର୍ଡ ପୁଣିଥରେ ରାଜନୀତି ପୃଷ୍ଠାରେ ଲେଖାଯାଇଛି । ଗୋଟିଏ ପଟେ ଦେଶରେ ମୋଦିଙ୍କ ନେତୃତ୍ୱରେ ବିଜେପି ପୁଣିଥରେ କ୍ଷମତାକୁ ଆସିଛି ଆଉ ଅନ୍ୟପଟେ ରାଜ୍ୟରେ ନବୀନ ଦେଖାଇଛନ୍ତି ନିଜର ରାଜନୈତିକ ପାରଦର୍ଶିତା । ପଞ୍ଚମ…

ଶତ୍ରୁ ମାଟିରେ ଖସିବା ପରେ ସାହସ ଦେଖାଇଥିଲେ ଅଭିନନ୍ଦନ: ପାକିସ୍ତାନ କାନରେ କହିଥିଲେ ଭାରତ ମାତା କି ଜୟ, ଅତ୍ୟାଚାର…

କନକ ବ୍ୟୁରୋ: ବାୟୁ ବୀର ଅଭିନନ୍ଦନ ବର୍ତ୍ତମାନକୁ ଭୁଲିପାରିବନି ଭାରତ । କାରଣ ଶତ୍ରୁ ମାଟିରେ ଖସି ସେ ଯେମିତି ସାହସର ସହ ଲଢେଇ କରିଥିଲେ, ଶତ୍ରୁଙ୍କ କବଳରେ ଦୀର୍ଘ ୫୬ ଘଣ୍ଟା ସଂଘର୍ଷ କରିଥିଲେ ତାକୁ ସାରା ଦେଶ ସାଲ୍ୟୁଟ୍ କରିଛି । ତେବେ ୨୦୧୯ର ଚର୍ଚ୍ଚିତ ଖବର ଭିତରୁ ପାକିସ୍ତାନରେ…

ଶୁଦ୍ଧ ଶାକାହାରୀ କ୍ୟାପଟେନ୍ କୋହଲିଙ୍କ ପସନ୍ଦ ସାଧା ଖେଚୁଡି । ମେ ଫେୟାରରେ ପ୍ରଥମ ଦିନରେ ଖେଚୁଡି ଖାଇଲେ ବିରାଟ,…

କନକ ବ୍ୟୁରୋ : ବାରବାଟୀରେ ହେବାକୁ ଥିବା ତୃତୀୟ ଦିନିକିଆ ପାଇଁ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଉଭୟ ଭାରତ-ୱେଷ୍ଟଇଣ୍ଡିଜ ଟିମର ଖେଳାଳି । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଉଭୟ ଟିମ୍ ଭୁବନେଶ୍ୱରରେ ରହିବେ । ହୋଟେଲ ମେ ଫେୟାରରେ ରହଣି ସମୟରେ ଖେଳାଳିଙ୍କ ଖାଇବା ଓ ରହଣି ଉପରେ ବିଶେଷ…

ପୋଲିସ ଆସିବ, ଘରେ ଛାଡିବ: ଗୋଟିଏ ଫୋନରେ ପିସିଆର ଭ୍ୟାନ ଆସିବ, ମହିଳାଙ୍କୁ ଘରେ ନେଇ ଛାଡିବ । ପଞ୍ଜାବରେ ଆରମ୍ଭ ହେଲା…

କନକ ବ୍ୟୁରୋ: ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ପ୍ରତି ରାଜ୍ୟର ସରକାର ତତ୍ପର ହୋଇ ଉଠିଛନ୍ତି। କିଭଳି ମହିଳାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ସଂଖ୍ୟାକୁ କମ କରିହେବ ସେ ନେଇ ପ୍ରତି ରାଜ୍ୟ ସରକାର ଭିନ୍ନ ଭିନ୍ନ ବାଟ ଆପଣାଉଛନ୍ତି। ଏବେ ପଞ୍ଜାବ ସରକାର ଏକ ବଡ଼…

ରାଜନୀତିର ପ୍ରଥମ ଇନିଂସରେ ବଡ ବିଜୟ ହାସଲ କଲେ, ନବୀନଙ୍କ ମନ ଜିଣି ମନ୍ତ୍ରୀ ପଦ ହାତେଇଲେ । 

କନକ ବ୍ୟୁରୋ : ଚଳିତ ବିଧାନସଭା ନିର୍ବାଚନରେ ଅନେକ ବିଧାୟକ ପ୍ରଥମଥର ପାଇଁ ବିଧାନସଭାକୁ ଏଣ୍ଟ୍ରି ମାରିଛନ୍ତି । କିନ୍ତୁ ଏହି ନବାଗତ ସଦସ୍ୟଙ୍କ ମଧ୍ୟରୁ ୩ ଜଣ ଏମିତି ବିଧାୟକ ରହିଛନ୍ତି ଯେଉଁମାନଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜନୀତିର ଡେବ୍ୟୁ…

ସିନେମା କାହାଣୀକୁ ସତ କରିଥିଲେ ଅଭିନନ୍ଦନ: ବାପା କରିଥିବା ସିନେମା କାହାଣୀ, ପୁଅ ଜୀବନରେ ହୋଇଥିଲା ସତ

କନକ ବ୍ୟୁରୋ: ସିନେମାର କାହାଣୀ ପରି ୱିଙ୍ଗ କମାଣ୍ଡର ଅଭନନ୍ଦନ ବର୍ତ୍ତମାନଙ୍କ ଜୀବନ କାହାଣୀ ମଧ୍ୟ ଏକାପରି ଥିଲା । ୧୯୯୯ କାର୍ଗିଲ ଯୁଦ୍ଧର କାହାଣୀକୁ ନେଇ ତିଆରି ହୋଇଥିବା ତାମିଲ ଫିଲ୍ମ ‘କାଟରୁ ବେଲ୍ଲିଦାୟୀ’ରେ ଯେଉଁ ସବୁ ଦୃଶ୍ୟ ଦେଖାଯାଇଥିଲା ତାହା ସତସତିକା ଘଟିଥିଲା ଅଭିନନ୍ଦନଙ୍କ ସହ…