Daily Archives

December 19, 2019

ନିଶ ମୋଡି, ଛାତି ଫୁଲାଇ ଦେଶକୁ ଫେରିଥିଲେ ଅଭିନନ୍ଦନ । ବାୟୁ ବୀରଙ୍କ ଫେରିବା ବାଟକୁ ଚାହିଁ ୱାଘା ସୀମାରେ ଜଗି…

କନକ ବ୍ୟୁରୋ: ବର୍ଷ ୨୦୧୯ର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ଥିଲା ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ । ପାକିସ୍ତାନ ମାଟିରୁ ୱାଘା ସୀମା ଦେଇ ଅଭିନନ୍ଦନ ଯେତେବେଳେ ବୀର ଭଳି ଛାତି ଫୁଲାଇ, ନିଶ ମୋଡି ଫେରିଥିଲେ ସେ ସମୟର ଚିତ୍ର, ସେସମୟର ଦୃଶ୍ୟ ଖାଲି ଭାରତୀୟଙ୍କ ମନରେ ନୁହେଁ ପୁରୁଣା ବର୍ଷର…

ଆଜି ବି ଅଭୁଲା ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ: ଆକାଶ ଉପରେ ପାକ୍ ବିମାନକୁ ତଡି ଶତ୍ରୁ ମାଟିରେ ସାହସ ଦେଖାଇଥିଲେ…

କନକ ବ୍ୟ୍ୟୁରୋ: ଭାରତ ମାତାର ଛାତିରେ ତା ସାହସୀ ପୁଅର ନାଁ ଯେମିତି ଅଲିଭା ହୋଇ ରହିଛି ଠିକ ସେମିତି ବର୍ଷ ୨୦୧୯ ଆଖିରେ ମଧ୍ୟ ଅଭିନନ୍ଦନ ଅଭୁଲା ହୋଇ ରହିଛନ୍ତି । ୱିଙ୍କ କମାଣ୍ଡର ଅଭିନନ୍ଦନଙ୍କ ପାକିସ୍ତାନରୁ ପ୍ରତ୍ୟାବର୍ତ୍ତନ ଆଉ ଶତ୍ରୁ ଦେଶରେ ଅସୀମ ସାହସପୂର୍ଣ୍ଣ କିର୍ତ୍ତୀର କାହାଣୀ…

ବେପାରୀ ଚାହିଁଛି ଶୀତ ବାଟକୁ… ରାଜଧାନୀକୁ ଶୀତ ଆସୁନି, ଦୋକାନରେ ଭିଡ ଜମୁନି । ଉଭାନ ଶୀତ ପାଇଁ ଉଦାସରେ…

କନକ ବ୍ୟୁରୋ: ଶୀତ ଆସୁନି, ବେପାର ହେଉନି । ଉଭାନ ଥିବା ଶୀତ ପାଇଁ ଉଦାସରେ ବସିଛି ବେପାରୀ । ଡିସେମ୍ବର ସରିସରି ଆସିଲାଣି ହେଲେ ଏବେବି ଶୀତର ଦେଖା ଦର୍ଶନ ମିଳୁନି । ଏମିତି ଲାଗୁଛି ୨୦୧୯ରେ ଶୀତ ଯେମିତି ନିରୁଦ୍ଦିଷ୍ଟ ହୋଇଛି । ଯଦିଓ ବଲାଙ୍ଗିର, ଫୁଲବାଣୀ, ଆଉ ଦାରିଙ୍ଗିବାଡି ଭଳି ସ୍ଥାନରେ…

ହିରୋଇନ ହାରିଗଲେ, ହିରୋ ବାଜି ମାରିନେଲେ । ୨୦୧୯ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିଥିଲେ ୩ ଓଲିଉଡ ଷ୍ଟାର,…

 କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ ବାଜି ମାରିଥିଲା ବିଜେଡି । ଲଗାତାର ୫ମ ଥର ପାଇଁ କ୍ଷମତାକୁ ଫେରିଥିଲେ ବିଜେଡି ସୁପ୍ରିମୋ । ମୋଦି ଲହରକୁ ପଛରେ ପକାଇ ଏକାକୀ ସରକାର ଗଢିବାକୁ ସଂଖ୍ୟା ହାତେଇଥିଲା ବିଜୁ ଜନତା ଦଳ । ବିଜେପି ମଧ୍ୟ ଗତ ନିର୍ବାଚନ ଅପେକ୍ଷା କିଛିଟା ଭଲ ପ୍ରଦର୍ଶନ…

ଜଶସ୍ୱୀଙ୍କ ଜୟଯାତ୍ରା । ଭାଗ୍ୟ ବଦଳାଇ ଦେଲା ଆଇପିଏଲ, ମୁମ୍ବାଇ ଲୋକାଲ ହିରୋକୁ କୋଟି କୋଟି ଟଙ୍କାରେ କିଣିଲା ରାଜସ୍ଥାନ…

କନକ ବ୍ୟୁରୋ: କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଥିଲେ ଉପାୟ ଏବଂ ସୁଯୋଗ ଆପେ ଆପେ ଆସିଥାଏ । ସେଥିପାଇଁ ତ ଯିଏ ସନ୍ଧ୍ୟାରେ ଗୁପଚୁପ୍ ବିକାଳୀ ପାଲଟିଥିଲା ଆଜି ସେ ଆଇଇପିଏଲ ଭଳି ବଡ଼ କ୍ରିକେଟ ମହାକୁମ୍ଭ ପାଇଁ କୋଟି କୋଟିରେ କିଣା ହୋଇଛି । ଆମେ କହୁଛୁ ମହାରାଷ୍ଟ୍ରର ଯୁବ କ୍ରିକେଟର ଜଶସ୍ୱୀ…

ଥମିବାର ନାଁ ନେଉନି ନାଗରିକତା ନିଆଁ: ସାରା ଦେଶରେ ଅସନ୍ତୋଷ, ଦିଲ୍ଲୀରେ ତୀବ୍ର ଆନ୍ଦୋଳନ । ଜୀବନଯାତ୍ରା ଠପ୍ ସହ ଗାଡି…

କନକ ବ୍ୟୁରୋ: ୨୦୧୪ରୁ ୨୦୧୯, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠୁ ହୁଏତ ସବୁଠାରୁ ବଡ଼ ଚ୍ୟାଲେଂଜ ଭାବେ ଉଭା ହୋଇଛି ଦେଶବ୍ୟାପୀ ଜଳୁଥିବା ଏହି ନାଗରିକତା ନିଆଁ । ପ୍ରତିବାଦ ଏବଂ ଆନ୍ଦୋଳନ ଆଉ କେବଳ ଛାତ୍ରଛାତ୍ରୀଙ୍କ ଭିତରେ ସୀମିତ ନାହିଁ । ବରଂ ଏଥିରେ ସାମିଲ ହୋଇଛନ୍ତି ସମାଜସେବୀ,…