Daily Archives

December 19, 2019

କଣ ଖାଇବେ ଦୁଇ ଦେଶର ଖେଳାଳି । ନିରାମିଷ ଖାଉଥିବା କୋହଲିଙ୍କ ପାଇଁ ସ୍ପେଶାଲ କେଉଁ ଆଇଟମ ପ୍ରସ୍ତୁତ କରାଯିବ, ନଜର…

କନକ ବ୍ୟୁରୋ : ଭାରତ-ୱେଷ୍ଟଇଣ୍ଡିଜ ଖେଳାଳିଙ୍କ ପାଇଁ କମ୍ ମସଲା ଓ ତେଲରେ ପ୍ରସ୍ତୁତ ହେବ ଖାଦ୍ୟ । ହୋଟେଲ ମେ ଫେୟାରରେ ରହଣି ସମୟରେ ଖେଳାଳିଙ୍କ ଖାଇବା ଓ ରହଣି ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।  ମେ ଫେୟାର କାନିକା ରେଷ୍ଟୁରାଣ୍ଟରେ ଖେଳାଳିଙ୍କୁ ଓଡିଆ ଖାଦ୍ୟ ପରସାଯିବାର ମଧ୍ୟ ବ୍ୟବସ୍ଥା…

ବାରବାଟୀରେ ହେବ ଟାଇଟଲ ଟକ୍କର । ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି, ବଲିଉଡ ଗୀତରେ ନାଚି ନାଚି ଦୁଇ ଟିମକୁ…

କନକ ବ୍ୟୁରୋ : ବାରବାଟୀରେ ଆସନ୍ତା ୨୨ତାରିଖରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତ-ୱେଷ୍ଟଇଣ୍ଡିଜର ଖେଳାଳି । ଖେଳାଳିମାନେ ବିମାନବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବଳୟରେ ସିଧାସଳଖ ହୋଟେଲରେ ପହଁଚିଥିଲେ । ସେଠାରେ ଦୁଇ ଦଳର ଖେଳାଳିଙ୍କୁ…

ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ! ସରକାରୀ ବାବୁଙ୍କ ପୁଅ ବୋଲି ସାତ୍ ଖୁନ୍ ମାଫ୍ । ପୋଲିସ ଉପରେ ପ୍ରବଳ ଚାପ…

କନକ ବ୍ୟୁରୋ: ରାତିରେ ବାନ୍ଧିଲା, ସକାଳେ ଛାଡିଲା । ସଲାସୁତୁରା କରି ବିଲେଇ ହତ୍ୟାକାରୀକୁ ସକାଳେ ସକାଳେ ଛାଡି ଦେଲା ପୋଲିସ । ରାଜଧାନୀ ଭୁବନେଶ୍ୱରରେ ନିଷ୍ଠୁରତାର ସବୁ ସୀମା ଟପି ନିରିହ ଜନ୍ତୁକୁ କାଲି ଯେଉଁ ହତ୍ୟାକାରୀ ଅତି ଅମାନୁଷିକ ଭାବେ ଗୁଳି କରି ହତ୍ୟା କରିଥିଲା ଆଜି ତାକୁ ଛାଡି…

୩ ଝିଅଙ୍କୁ କୂଅକୁ ଫିଙ୍ଗି ମାରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ବାପା । କିନ୍ତୁ ଏହା ପଛର କାରଣ ଜାଣିଲେ ଆପଣ…

ଏ କେମିତିକା ବାପା । ୩ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଫାଶୀ ଦେଇ ଆତ୍ମହତ୍ୟା କଲା । ଏଭଳି ଏକ ଅଭାବନୀୟ ଘଟଣା ଗୁଜୁରାଟ ଜୁନାଗଡରେ ଦେଖିବାକୁ ମିଳିଛି । ଯାହା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ତେବେ ପ୍ରକୃତ ଘଟଣା ଜାଣିଲେ ଆପଣ ହତବାକ୍ ହୋଇଯିବେ । କିଭଳି ଜଣେ ବାପା ଏତେ…

ବିଜେଡି ଟିକେଟ ପାଇଁ ୬ ମାସ ନବୀନ ନିବାସ ଧାଇଁଥିଲେ ଲେଖାଶ୍ରୀ ? ୫ ବର୍ଷ ତଳର ପୁରୁଣା ପୋଥି ଖୋଲିଲେ ସୁଲତା ।

କନକ ବ୍ୟୁରୋ : ଓଡିଶାରେ ବିଜେପିର ତୁଣ୍ଡ କୁହାଯାଉଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟାର୍ଗେଟ କରିଛି ବିଜେଡି । ଗତ କିଛି ଦିନ ହେବ ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରସଙ୍ଗରେ ଲେଖାଶ୍ରୀ ଯେଉଁଭଳି ବିବୃତି ରଖି ଚାଲିଛନ୍ତି ତାହାର ଜବାବ ରଖିଛି ବିଜେଡି । ଲେଖାଶ୍ରୀଙ୍କ ୫ ବର୍ଷ ତଳର ପୁରୁଣା…

‘ସୁନ୍ଦରୀ’ ଫେରିଯିବ ବାନ୍ଧବଗଡ ! ରାଜ୍ୟ ସରକାରଙ୍କୁ ଏନଟିସିଏର ଚିଠି…କହିଲା ଗାଇଡଲାଇନ ପାଳନ କରିବାରେ ବିଫଳ…

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ସୁନ୍ଦରୀ । ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଲା ଏନଟିସିଏ । ରାଜ୍ୟ ସୀମା ଡିଆଁଇ ଯେତେବେଳେ ୨ଟି ବାଘକୁ ଓଡିଶାକୁ ଅଣାଯାଇଥିଲା, ସେତେବେଳେ ସାରା ଦେଶର ନଜର ଥିଲା ରାଜ୍ୟ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ । କାରଣ ଏହି ପ୍ରକଳ୍ପର ଭବିଷ୍ୟତ…