Monthly Archives

October 2019

ଛିଣ୍ଡୁନି ମହାରାଷ୍ଟ୍ର ଅଙ୍କ । ଅନୀଲ କପୁରଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରିବାକୁ ଟ୍ୱିଟରରେ ମଜାଳିଆ ଢଙ୍ଗରେ…

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡୁନଥିବା ବେଳେ ଉଭୟ ଦଳ ପକ୍ଷରୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପଦ ଛାଡିବା ମୁଡରେ ନାହାନ୍ତି ଉଭୟ ଦଳ । ଶିବସେନା ୫୦-୫୦ ଫର୍ମୁଲାରେ ସରକାର ଗଢିବାକୁ ଅଡି ବସିଥିବା ବେଳେ ବିଜେପି ୫ ବର୍ଷ…

ମୋତେ ପିସିସି ସଭାପତି ପଦରୁ ହଟେଇ ଦେଲେ ମୁଁ ସେମାନଙ୍କ ପାଖରେ ଚିର ଋଣୀ ରହିବି । ମେଳି ବାନ୍ଧିଥିବା ନେତାଙ୍କୁ…

କନକ ବ୍ୟୁରୋ : ମୋତେ ପିସିସି ସଭାପତି ପଦରୁ ହଟେଇ ଦେଲେ ମୁଁ ତାଙ୍କ ପାଖରେ ଚିର ଋଣୀ ରହିବି । ପିସିସି ସଭାପତି କିଏ ହେବ ମୋତେ କୁହନ୍ତୁ, ମୁଁ ତାଙ୍କ ନାଁ ଏଆଇସିସି ଆଗରେ ରଖିବି । ରାଜ୍ୟ କଂଗ୍ରେସ ମୁଖିଆଙ୍କୁ ବଦଳାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ…

ଏତେ ପରେ ବି ଚେତିଲେନି ଦଲାଲ, ଆରଟିଓ ଅଫିସ୍ ସାମ୍ନାରେ ଖୁଲମଖୁଲା କରୁଥିଲେ ଦଲାଲି । ସାଧା ପୋଷାକରେ ଧରିଲେ ଏସପି

କନକ ବ୍ୟୁରୋ: ଆରଟିଓ ଅଫିସ ସାମ୍ନାନାରେ ଖୁଲମାଖୁଲା ଚାଲିଥିଲା ଦାଲାଲି । ଆଉ ଏତିକିବେଳେ ସାଦା ପୋଷାକରେ ଅଚାନକ ଚଢାଉ କଲେ ଏସପି । ନୟାଗଡ ପିଟିଏସ ରୋଡରେ ଥିବା ଆରଟିଓ ଅଫିସ ସମ୍ମୁଖରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି । ଆରଟିଓ ଅଫିସ ବାହାରେ ଦଲାଲି ଚାଲିଥିବା ନେଇ ଏସପି ଖବର ପାଇବା…

‘5-T’କୁ ନେଇ ପଲିଟିକ୍ସ: ପରିକଳ୍ପନାକୁ ପୁରୁଣା କହିଲେ ସାଂସଦ ଅପରାଜିତା । ନୂଆ କହି…

କନକ ବ୍ୟୁରୋ: ବଢୁଛି ୫-ଟି ଫାଇଟ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଦିନକୁ ଦିନ ବଢୁଛି କଳି । ବିରୋଧୀ ବିଭିନ୍ନ ସମୟରେ ୫-ଟିକୁ ନେଇ ଘେରୁ ଥିବା ବେଳେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ୫-ଟିକୁ ସମାଲୋଚନା କରିଛନ୍ତି । ୫-ଟିରେ ନୂଆ କିଛି ନାହିଁ ଏହା ପୁରୁଣା କଥା,…

ଶିବସେନା ରାଜନୀତିରେ ରୋଚକମୋଡ । ଏକନାଥ ସିନ୍ଦେ ହେଲେ ଶିବସେନା ବିଧାୟକ ଦଳ ନେତା ।

କନକ ବ୍ୟୁରୋ : ଶିବସେନା ରାଜନୀତିରେ ରୋଚକମୋଡ । ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏଯାଏ ସମାଧାନର ବାଟ ଫିଟିନଥିବା ବେଳେ ଶିବସେନା ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ଚୟନ କରାଯାଇଛି । ତାଙ୍କ ନାଁ ନିଜେ ପ୍ରସ୍ତାବ ଦେଇଥିଲେ ଆଦିତ୍ୟ ଠାକରେ । ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ବସିଥିବା…

୫-ଟି ନେଇ ସୁରଙ୍କ ଶର: ରାଜଧାନୀରେ ହନ୍ତସନ୍ତ ହେଉଛନ୍ତି ରୋଗୀ, ବାହାରେ ବୁଲି କି ସ୍ଥିତି ଦେଖୁଛନ୍ତି ୫-ଟି ?

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ କଟାକ୍ଷ କଲେ ସୁର । ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଲା ବେଳେ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସାଙ୍ଘାତିକ ଭାବେ ସମାଲୋଚନା କଲେ ବିଧାୟକ ସୁର ରାଉତରାୟ । ୫-ଟି ଏକ ପ୍ରହସନ କହି ଟି ନା ଚା’ ବୋଲି କହିଲେ ସୁର । ଲୋକଙ୍କ ସମସ୍ୟା…