Monthly Archives

October 2019

ଓଡିଆ ପୁଅଙ୍କ କାନ୍ଧରେ କାଶ୍ମୀର ଭାର: ଜାମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଓଡିଆ ପୁଅ । ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଓଡିଆ ପୁଅ ଗିରୀଶ ମୁର୍ମୁ । ଭବ୍ୟ ସମାରୋହରେ ଉପ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ମୁର୍ମୁ । ଜାମ୍ମୁ-କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗିରୀଶଙ୍କୁ…

ପାକିସ୍ତାନରେ ଅଭାବନୀୟ ଘଟଣା । କରାଚୀ-ରାୱଲପିଣ୍ଡି ତେଜ୍‌ଗାମ ଏକ୍ସପ୍ରେସରେ ଭୟଙ୍କର ବିସ୍ଫୋରଣ । ଚାଲିଗଲା ୬୨ ଲୋକଙ୍କ…

କନକ ବ୍ୟୁରୋ : ପାକିସ୍ତାନରେ ଛାତିଥରା ଘଟଣା । କରାଚୀ-ରାୱଲପିଣ୍ଡି ତେଜ୍‌ଗାମ ଏକ୍ସପ୍ରେସ ଟ୍ରେନରେ ଲାଗିଲା ଭୟଙ୍କର ନିଆଁ । ଟ୍ରେନର ୩ଟି ବଗି ଜଳିପୋଡି ପାଶଁଶ ହୋଇଯାଇଥିବା ବେଳେ ଟ୍ରେନରେ ଥିବା ୬୨ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ, ଖାଦ୍ୟ…

ବେଡ୍ ତଳେ ପାଣି, ଉପରେ ରୋଗୀ ! ଏମିତି ଚାଲିଛି ସ୍ୱାସ୍ଥ୍ୟସେବା, ବର୍ଷା ଛାଡିବାର ୫ ଦିନ ପରେ ବି ସ୍ୱାସ୍ଥ୍ୟକେନ୍ଦ୍ରରେ…

କନକ ବ୍ୟୁରୋ : ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପାଣି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ଯୋଡାମ୍ଭ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଦିନ ତଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ବର୍ଷା ଛାଡିବାର ୫ ଦିନ…

ଆଜି ଦେଶ ପାଳୁଛି ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ । ଗୁଜୁରାଟ ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ଲୌହମାନବଙ୍କୁ…

କନକ ବ୍ୟୁରୋ : ଆଜି ୩୧ ଅକ୍ଟୋବର । ଲୌହପୁରୁଷ ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ସାରା ଦେଶ ମନେପକାଉଛି ସର୍ଦ୍ଦାର ପଟେଲଙ୍କୁ । ସର୍ଦ୍ଦାର ପଟେଲଙ୍କ ଏହି ଜନ୍ମ ତିଥିକୁ ଜାତୀୟ ଏକତା ଦିବସ ଭାବେ ପାଳନ କରୁଛି ଦେଶ । ଗତବର୍ଷ ଜାତୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି…

କାହିଁକି ଆଭିମୁଖ୍ୟ ବଦଳାଇଲା ଭାରତ ? କାଶ୍ମୀର ପ୍ରସଙ୍ଗରେ କାହିଁକି ହେଲା ତୃତୀୟ ପକ୍ଷର ହସ୍ତକ୍ଷେପ ? ୟୁରୋପୀୟ…

କନକ ବ୍ୟୁରୋ : ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଲା । ବିଚ୍ଛିନ୍ନତାବାଦୀଙ୍କୁ ହାତ କରି ଅସ୍ଥିରତା ସୃଷ୍ଟି କରୁଥିବା ପାକିସ୍ତାନର ପ୍ରଭାବ ଶେଷ କରିବାକୁ ସବୁଠାରୁ ବଡ ପଦକ୍ଷେପ ନେଲେ ମୋଦି ସରକାର । ଘାଟିକୁ ଆତଙ୍କବାଦମୁକ୍ତ କରିବା ପାଇଁ କଡା ସୁରକ୍ଷା ଭିତରେ ଏହାକୁ…

କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ! ଦେଶର ସମସ୍ତ ଜିଲ୍ଲା ହସ୍ପିଟାଲରେ ସ୍ଥାପନ ହେବ ସ୍ବତନ୍ତ୍ର ବର୍ଣ୍ଣ…

କନକ ବ୍ୟୁରୋ : ଦେଶର ସମସ୍ତ ଜିଲ୍ଲାର ହସପିଟାଲମାନଙ୍କରେ ସ୍ବତନ୍ତ୍ର ଏକ୍ସଟେନସିଭ୍ କେୟାର ୟୁନିଟ୍ ଅନ୍ତର୍ଗତ ବର୍ଣ୍ଣୱାର୍ଡ ସ୍ଥାପନ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ଦ୍ବାରା ଗୁରୁତ୍ବପର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନ୍ୟାସନାଲ ହେଲଥ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ହସପିଟାଲ…