Daily Archives

October 15, 2019

ଓଡିଶାରେ ଅଳିଆ ସଫା କଲେ ସୁଇଜରଲ୍ୟାଣ୍ଡ ଦମ୍ପତି: ରାସ୍ତା କଡରେ ସଫେଇ କରି ଦେଶକୁ ସ୍ୱଚ୍ଛ ରଖିବାକୁ ଦେଲେ ବାର୍ତ୍ତା

କନକ ବ୍ୟୁର: ଓଡିଶାରେ ସଫେଇ କଲେ ସୁଇଜରଲ୍ୟାଣ୍ଡ ଦମ୍ପତି । ହାତରେ ଅଖା ଓ ସଫେଇ ଯନ୍ତ୍ର ଧରି ସହର ସଫା କଲେ ସୁଇଜରଲ୍ୟାଣ୍ଡରୁ ଆସିଥିବା ସ୍ୱାମୀସ୍ତ୍ରୀ । କୋରାପୁଟକୁ ବୁଲିବାକୁ ଆସିଥିବା ଏହି ଦମ୍ପତି ସହରର ରାସ୍ତା କଡରେ ପଡିଥିବା ଅଳିଆ ଆବର୍ଜନାକୁ ଗୋଟାଇବା ସହ ସେସବୁକୁ ଏକ ଅଖାରେ…

ମଦ ବିରୋଧରେ ମେଳି ବାନ୍ଧିଲେ ଗ୍ରାମବାସୀ । ୫ ମାସରେ ପଣ ପୂରା କଲେ, ପୂରା ଗାଁ ହେଲା ମଦମୁକ୍ତ । 

କନକ ବ୍ୟୁରୋ : ଦିନେ ଗାଁକୁ କବଳିତ କରିଥିଲା ମଦର ନିଶା । ପରିବାରରେ କଳହ ଓ ଅଶାନ୍ତି ବଢି ଚାଲିଥିିଲା । ମଦ ପିଇ ଲୋକେ ପ୍ରାଣ ବି ହରାଉଥିଲେ । ଯୋଡା ଖଣି ଅଂଚଳରେ ଥିବା ଗାଁର ଏଭଳି ସ୍ଥିତି ଦେଖି ମଦ ବିରୋଧୀ ଆନ୍ଦୋଳନ କରିଥିଲେ କିଛି ସ୍ୱେଚ୍ଛାସେବୀ । ଘର ଘର ବୁଲି ଲୋକଙ୍କୁ ମଦ ବିରୋଧରେ…

ନୟାଗଡକୁ ଟ୍ରେନ ଗଡିଲା, ରାଜନୀତି ବଢିଲା । ଶ୍ରେୟ ନେବାକୁ ଆରମ୍ଭ ହେଲା ପଲିଟିକାଲ ଲଢେଇ

କନକ ବ୍ୟୁରୋ : ଆଜି ଠାରୁ ଭୁବନେଶ୍ୱରରୁ ନୟାଗଡକୁ ଗଡିଲା ସେବା ଏକ୍ସପ୍ରେସ । ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏହାର ଶୁଭାରମ୍ଭ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସେବା ଏକ୍ସପ୍ରେସର ଶ୍ରେୟ ନେବା ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ…

ପୋଲିସ ବାବୁଙ୍କର ବଦଳି ହେଲା, ତା’ପରେ ସେଲଫି ପଛର ସତ ସାମ୍ନାକୁ ଆସିଲା ।

କନକ ବ୍ୟୁରୋ : ଜଣେ ହତ୍ୟା ଅଭିଯୁକ୍ତ ସହ ସେଲଫି ଉଠାଇ ଅଡୁଆରେ ପଡିଗଲେ ପୋଲିସ ବାବୁ । ସ୍ଥିତି ଏପରି ହେଲା ଯେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଉପରିସ୍ଥ ଅଧିକାରୀ । କିନ୍ତୁ ସେଲଫି ପଛର ସତ ଥିଲା କିଛି ଅଲଗା । ସେଲଫି ପଛର ସତ କଣ ? ଫଟୋରେ ଅଛନ୍ତି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା…

ନୋବେଲ ବିଜେତାଙ୍କ ବହିରେ ଓଡ଼ିଶା କଥା । କମ ଦାମରେ ସରକାର ଚାଉଳ ଯୋଗାଉଥିବା ନେଇ ବହିରେ ଉଲ୍ଲେଖ କରିଛନ୍ତି ଅଭିଜିତ ।

କନକ ବ୍ୟୁରୋ : ଓଡ଼ିଶାରେ ଦାରିଦ୍ର୍ୟ ଦୂରିକରଣ ସଂପର୍କରେ ଗବେଷଣା କରିଛନ୍ତି ଅଭିଜିତ୍ ବାନାର୍ଜୀ । ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରବାସୀ ଭାରତୀୟ ଅଭିଜିତ୍ ବାନାର୍ଜୀ, ତାଙ୍କ ପୁସ୍ତକରେ ଓଡ଼ିଶାର ଅନେକ ଉଦାହରଣ ରଖିଛନ୍ତି । ଗରିବଙ୍କୁ ମିଳୁଥିବା…